<< wildland wildly >>

wildlife Meaning in Odia (Oriya). ( wildlife ଶବ୍ଦର ଓଡିଆ ଅର୍ଥ)



ବନ୍ୟଜନ୍ତୁ,

Noun:

ବନ୍ୟଜନ୍ତୁ |,

People Also Search:

wildly
wildness
wildoat
wildoats
wilds
wildwood
wile
wiled
wileful
wiles
wilf
wilful
wilfully
wilfulness
wilier

wildlife తెలుగు అర్థానికి ఉదాహరణ:

|ଈରାବତୀ ଡଲ୍‍ଫିନ୍ ବା ସ୍ନବ୍‍ଫିନ୍‍ ଡଲ୍‍ଫିନ୍ (ପ୍ରାଣୀବିଜ୍ଞାନ ନାମ Oreaella brevezastris) ଭାରତୀୟ ବନ୍ୟଜନ୍ତୁ ସୁରକ୍ଷା ନିୟମର ପ୍ରଥମ ଅନୁସୂଚୀ ଅନୁସାରେ ଏକ ସଂରକ୍ଷିତ ପ୍ରାଣୀ ।

|ଆଣ୍ଡର୍ସନଙ୍କ ଲେଖାରୁ ସେହି ସମୟର ବନ୍ୟଜନ୍ତୁରେ ପରିପୂର୍ଣ୍ଣ ଜଙ୍ଗଲରେ ବସବାସ କରୁଥିବା ଜନଜାତିଙ୍କ କଷ୍ଟମୟ ଜୀବନ, ଜଙ୍ଗଲକୁ ଯିବାପାଇଁ ଥିବା କଚ୍ଚା ସଡକ, ଯୋଗାଯୋଗ ସ୍ଥାପନର ମାଧ୍ୟମ ଓ ପ୍ରାଥମିକ ସ୍ୱାସ୍ଥ୍ୟସେବାର ଅବସ୍ଥା ସମ୍ବନ୍ଧରେ ବହୁକିଛି ଜାଣିହେବ ।

|ବନ୍ୟଜନ୍ତୁ ବିବାଦ|୧୯୯୮ ମସିହାରେ ତବୁଙ୍କ ଦୁଇଟି କୃଷ୍ଣସାର ମୃଗର ହତ୍ୟା ମାମଲାର ଆରୋପ ଲାଗିଥିଲା ।

ନେପାଳର କୋଶୀ ବ୍ୟାରେଜ୍ ନିକଟରେ ରହିଥିବା କୋଶୀ-ଟାପୁ ବନ୍ୟଜନ୍ତୁ ଅଭୟାରଣ୍ୟରେ ଏକାଥରକେ ୪୦୦୦ରୁ ଅଧିକ ପକ୍ଷୀ ଏକତ୍ରିତ ହେବା ଦେଖାଯାଇଛି ।

ଏକଦା ଏହି ପର୍ବତ ବହୁ ବନ୍ୟଜନ୍ତୁଙ୍କ ଆଶ୍ରୟସ୍ଥଳି ଭାବରେ ପରିଚିତ ଥିଲା ।

  | ଆହୁରି ଦେଖନ୍ତୁ |ଓଡ଼ିଶା|କଳିଙ୍ଗ| ଆଧାର |ଦ୍ୱୀପ ଗୌତମ ବୁଦ୍ଧ ବନ୍ୟପ୍ରାଣୀ ଅଭୟାରଣ୍ୟ ଭାରତୀୟ ରାଜ୍ୟ ବିହାରର ଗୟା ଜିଲ୍ଲା  ଠାରେ ଥିବା ଏକ ବନ୍ୟଜନ୍ତୁ ଅଭୟାରଣ୍ୟ ।

|ବନୀକରଣ ପାଇଁ ନର୍ସରୀ, ବନ୍ୟଜନ୍ତୁଙ୍କ ପାଇଁ ଜଳଉତ୍ସ ନିର୍ମାଣ କାର୍ଯ୍ୟ କରାଯାଇପାରିବ ।

ଏହାର ପ୍ରାକୃତିକ ପରିବେଶ ବନ୍ୟଜନ୍ତୁଙ୍କ ପାଇଁ ନିରାପଦ ଆଶ୍ରୟ ସ୍ଥଳୀ ।

|ପ୍ଲାଷ୍ଟିକ୍ ପ୍ରଦୂଷଣ : ପରିବେଶରେ ପ୍ଲାଷ୍ଟିକ୍ ଉତ୍ପାଦ ଏବଂ ଛୋଟ ଛୋଟ ପ୍ଲାଷ୍ଟିକ ଟୁକୁଡ଼ା ଜମା ହେବା ସହିତ ବନ୍ୟଜନ୍ତୁ, ବନ୍ୟଜନ୍ତୁ ବାସସ୍ଥାନ କିମ୍ବା ମଣିଷ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ।

|ଶ୍ରୀଲଙ୍କାର ଶତକଡା ୧୩ ଭୂମି ପୃଷ୍ଠକୁ ବନ୍ୟଜନ୍ତୁ ସଂରକ୍ଷିତ ଅଞ୍ଚଳ (WLPAs) ଭାବରେ ନାମିତ କରାଯାଇଛି ।

ଫଙ୍କ୍ ଓ ୱାଗ୍ନାଲଙ୍କ ବନ୍ୟଜନ୍ତୁ ଜ୍ଞାନକୋଶ ଅନୁସାରେ ଚିଡ଼ିଆଘରର କଳାବାଘଙ୍କ ପ୍ରଜନନ କ୍ଷମତା ବଣର କଳାବାଘଙ୍କଠାରୁ କମ୍ ।

|ଆଧାର ସରୋଜ ରାଜ ଚୌଧୁରୀ ଜଣେ ଭାରତୀୟ ପରିବେଶବିତ୍, ବନ୍ୟଜନ୍ତୁ ସଂରକ୍ଷଣବାଦୀ, ଲେଖକ ଏବଂ ଓଡ଼ିଶା ସରକାରଙ୍କ ଅଧୀନରେ ପ୍ରଥମ ଜଙ୍ଗଲ ସଂରକ୍ଷଣକାରୀ ଥିଲେ ।

wildlife's Usage Examples:

known as a blind or bird blind in North America,) is a shelter, often camouflaged, that is used to observe wildlife, especially birds, at close quarters.


conducted to analyze the effects of wildlife underpasses on the local wildlife.


Costa Rican officials have explored the possibility of shutting down their national zoos in an effort to demonstrate a more advanced appreciation for the wildlife in their country.


contains unusual Swedish wildlife such as the hazel dormouse, Eurasian golden oriole, European tree frog and agile frog.


The company was set up in 2008 to conserve and part restore the built heritage features on site as well as continuing the work of the Somerset wildlife Trust who used to manage the reserve.


In settings that range from suburbs to wildlife reserves, from the eastern to the western U.


Upon learning the extent of Glacier's expansion and driven by the need to protect the island's habitats and wildlife, Sharon Nelson and other homeowners and islanders formed Protect Our Islands (POI) (later named Preserve Our Islands) in opposition of the mine expansion.


include T"ang Dynasty pottery, African masks, statues, and artwork, Inuit scrimshaws, Egyptian scarab figures, Greek icons, wildlife dioramas and a shrunken.


wildlife, which includes black bear, many species of birds, wild orchids, massasauga rattlesnake, and much more.


The honor recognized AEDC's superior management of fish and wildlife resources, conservation practices and environmental achievement.


Much of the landscape is sabulous and arid, with desert vegetation and wildlife.


Another attraction of Gattaran is Bolos Point, a wildlife sanctuary.


A safari park, sometimes known as a wildlife park, is a zoo-like commercial drive-in tourist attraction where visitors can drive their own vehicles or.



Synonyms:

life,

Antonyms:

birth, dull,

wildlife's Meaning in Other Sites