wile Meaning in Odia (Oriya). ( wile ଶବ୍ଦର ଓଡିଆ ଅର୍ଥ)
ଚତୁରତା, କୌଶଳ,
Noun:
ପ୍ରତାରଣା, ରଣନୀତି, ଚତୁର,
People Also Search:
wiledwileful
wiles
wilf
wilful
wilfully
wilfulness
wilier
wiliest
wiliness
wiling
wilkes
wilkins
wilkinson
will
wile తెలుగు అర్థానికి ఉదాహరణ:
ମାତ୍ର ସେ ପରୀସ୍ଥାନର ସୁରକ୍ଷା ଅଧିକାରୀମାନଙ୍କୁ ଅତି ଚତୁରତାର ସହ ଧୋକା ଦେଇ ସେହି ସ୍ଥାନରେ ତା'ର ପୁତ୍ତଳୀ ରଖି ଦେଇ ଲୁଚି ପଳାୟନ କରିବାରେ ସକ୍ଷମ ହୋଇଥିଲା ।
ଯେତେବେଳେ ଲଙ୍କିନୀ ତାଙ୍କର ପରିଚୟ ଏବଂ ଭ୍ରମଣର ଉଦ୍ଦେଶ୍ୟ ବିଷୟରେ ପଚାରିଥିଲେ, ହନୁମାନ ତାଙ୍କର ଉଦ୍ଦେଶ୍ୟ ପ୍ରକାଶ ନ କରି ଚତୁରତାର ସହ ଉତ୍ତର ଦେଇଛନ୍ତି ଯେ ସେ ଜଙ୍ଗଲରୁ ଲଙ୍କା ଭଳି ପ୍ରସିଦ୍ଧ ନଗରୀର ଅଲୌକିକ ସୌନ୍ଦର୍ଯ୍ୟ ଦେଖିବାକୁ ଇଚ୍ଛା କରିଛନ୍ତି ।
ମାତ୍ର ଫୃଟି ଏବଂ ଅଲ୍ତୁର ଚତୁରତା ପାଖରେ ରୁବୀର ଏହିଭଳି ସବୁ କାର୍ଯ୍ୟ ଫିକା ପଡ଼ିଯାଇଥିଲା ।
ନିଜର ତୀକ୍ଷ୍ଣ ବୁଦ୍ଧି ଏବଂ ଚତୁରତା ଯୋଗୁଁ ସେ ସର୍ବଦା ଶ୍ରେଣୀର ପ୍ରଥମ ପାଞ୍ଚ ଜଣ ବିଦ୍ୟାର୍ଥୀଙ୍କ ମଧ୍ୟରେ ରହୁଥିଲେ।
|ଡଃ ଜୟକାଲ ବାରମ୍ବାର ଶକ୍ତିମାନଦ୍ୱାରା ବନ୍ଦି ହୋଇ ଜେଲରେ ରହୁଥିଲା ଏବଂ ଅତି ଚତୁରତାର ସହ ସେ ସେଠାରୁ ଖସି ପଳାଇ ଯାଉଥିଲା ।
ହେଲେ ହନୁମାନ ଅତି ଚତୁରତାର ସହିତ ନିଜକୁ ଅତି କ୍ଷୁଦ୍ରକାୟ କରି ତାଙ୍କ ମୁଖରେ ପ୍ରବେଶ କଲେ ଓ ହଠାତ୍ ବାହାରି ଆସିଲେ ।
ତତ୍କାଳୀନ ବ୍ରାହ୍ମଣପ୍ରଧାନ ସମାଜ ଓ ସସ୍କୃତପ୍ରେମୀ ଜନତା କାଳେ ତାଙ୍କ ସାହିତ୍ୟକୁ ଅନାଦର କରିବେ, ଏଇ ଭୟରେ ସେ ଚତୁରତାର ସହ ପ୍ରଚାର କଲେ ଯେ ସେ କିଛି ଲେଖିନାହାନ୍ତି ।
ହରେକୃଷ୍ଣ ମହତାବ ବାରିପଦା ଯାଇ ଜେଲରେ ଥିବା ଆଦିବାସୀ ନେତାମାନଙ୍କ ଚତୁରତାର ସହ ଆଲୋଚନା କରିଥିଲେ ।
ଟେଣ୍ଟେଇ ଅତି ଚତୁରତାର ସହିତ ମାଟିରେ, ଖାଲରେ, ଗୋଡ଼ି ଓ ଛୋଟ ପଥର ପଡ଼ିଥିବା ସ୍ଥାନରେ ବା ଛେଳି, ଠେକୁଆ ପରି ପ୍ରାଣୀଙ୍କ ଶୁଖିଲା ମଳ ନିକଟରେ ଅଣ୍ଡା ଦିଏ ।
|ଏରିଖ୍ତୋନିଉସ୍|ହେପ୍ହାଏସ୍ତସ୍ ଏକଦା ଅଥୀନାଙ୍କୁ ଧର୍ଷଣର ଚେଷ୍ଟା କଲେ କିନ୍ତୁ ଅଥୀନା ନିଜ ଚତୁରତାରୁ ସେଠୁ ଖସିଗଲେ ।
କିନ୍ତୁ ମିଶ୍ରିତ ଦଳରେ କିଛି ଅଣ୍ଡିରା ଅନୁକ୍ରମ ବାହାରେ ଚତୁରତାର ସହିତ ମାଈମାନଙ୍କ ସହ ସମ୍ପର୍କ ଗଢ଼ନ୍ତି ଓ ଏଥିପାଇଁ ସମ୍ଭୋଗ କରିବାର ସୁଯୋଗ ହାସଲ କରନ୍ତି ।
ମାତ୍ର ଅନେକ ଚତୁରତାର ସହ ସେ ପରୀସ୍ଥାନର ସୁରକ୍ଷା ଅଧିକାରୀଗଣଙ୍କୁ ଚକ୍ଷ୍ମା ଦେଖାଇ ନିଜର ଏକ ପୁତ୍ତଳୀ ରଖିଦେଇ ଖସି ଯାଇଥିଲା ।
ତାଙ୍କ ଜନ୍ମ ବିଷୟରେ ଥିବା ବିଭିନ୍ନ ଗାଥାଗୁଡ଼ିକ ମଧ୍ୟରୁ ସର୍ବାଧିକ ପ୍ରଚଳିତ ହେଲା ଏପରି: ଥରେ ଜିଉସ୍, ବୁଦ୍ଧି ଓ ଚତୁରତାର ଦେବୀ ମେଟିସ୍ଙ୍କ ସହ ସମ୍ଭୋଗ କଲେ ।
wile's Usage Examples:
Innocencye Blised be the Lord for it and seeing plainly the wiles and subtility of my accusers by my Selfe can not but Judge charitably of others that.
May Beamish (le Breton), a pretty grass widow (a divorced woman or former mistress), uses all her wiles to vamp him.
Onlinelibrary-wiley-com.
He uses his wiles to force several heroes prized by Liangshan, such as Lu Junyi, Xu Ning and Zhu Tong, to join the stronghold.
Here are two examples (all letters are pronounced):-Koki LobinCock RobinZonke nyoni lapa moyo ena kala, ena kalaAll birds of air, they cried, they criedEna izwile ena file lo nyoni Koki LobinThey heard the death the bird Cock RobinEna izwile, ena file, ena izwile ena file Cocky Lobin.
wile) rhyme with words in the vial set ending with /-ˈaɪəl/ (decrial, denial, dial, espial, Niall, phial, trial, vial, viol).
Les preneurs sont prins (the hunters are caught in their own wiles) is punned upon in an accompanying poem by Jean Lefevre.
symbolizing chastity suspended from her bodice and the mermaid carved on the chair of state, which they claim either represent female wiles luring sailors to their.
The Executioner loved the Enchantress, and she strings him along with her feminine wiles, using him as her muscle.
ˈwɪɡ wight white ˈwaɪt wile while ˈwaɪl wine whine ˈwaɪn wind whined ˈwaɪnd wined whined ˈwaɪnd wire why"re ˈwaɪə(r) wise why"s ˈwaɪz witch which ˈwɪtʃ.
into her web with wiles, when she has his head in her bag she sings and jubilates with all of Israel for three months.
Synonyms:
chicanery, deception, dissimulation, jugglery, put-on, chicane, deceit, humbug, hoax, dupery, fraudulence, fraud, shenanigan, trickery, guile, dissembling,
Antonyms:
truth, understatement, honesty, ingenuousness,