wellbeloved Meaning in Odia (Oriya). ( wellbeloved ଶବ୍ଦର ଓଡିଆ ଅର୍ଥ)
ପ୍ରିୟ,
ପ୍ରେମିକ,
People Also Search:
wellbornwellbred
wellbuilt
wellchosen
wellcome
wellconnected
welldefined
welldeserved
welldesigned
welldeveloped
welldisposed
welldressed
wellearned
welled
welleducated
wellbeloved తెలుగు అర్థానికి ఉదాహరణ:
ପ୍ରଖ୍ୟାତ ଗଜଲ ଗାୟକ ଡାକ୍ତର ଗଜଲ ଶ୍ରୀନିବାସଙ୍କ ତେଲୁଗୁ ଗଜଲ ବେଶ ଲୋକପ୍ରିୟ ।
ଏହି ଫିଲ୍ମର ଗୀତ "ୟେ କାଲି କାଲି ଆଖେଁ" ଓ ଟାଇଟେଲ ଗୀତ "ବାଜିଗର ଓ ବାଜିଗର" ସେହି ବର୍ଷର ସବୁ ଠାରୁ ଲୋକ ପ୍ରିୟ ସଙ୍ଗୀତ ଭାବେ ପରିଚାଳିତ ହୋଇଥିଲା ।
ଚଳଚ୍ଚିତ୍ରର ଏକାଧିକ ଗୀତ ଯଥା ତୁମ୍ ହି ତୋ ଏବଂ ସୁନ ରହା ହୈ ଅତ୍ୟନ୍ତ ଲୋକପ୍ରିୟତା ଲାଭ କରିପାରିଥିଲା ।
|ଅଭିନୟ|ପ୍ରିୟମ୍ବଦା ରାୟ|ରାଈଚରଣ ଦାସ|ଶରତ ପୂଜାରୀ|ମ. ରାମଦାସ|ଲଲାଟେନ୍ଦୁ ରଥ|ଗୀତ ଏବଂ ସଙ୍ଗୀତ|ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ମହାପାତ୍ର ।
୨୦୦୭ ମସିହାରେ ରିଏଲିଟି ଟେଲିଭିଜନର ଏସିଆ ନେଟର ଷ୍ଟାର ଗାୟିକା ପ୍ରତିଯୋଗୀତାରେ ଗୀତ ଗାଇ ସେ ଲୋକପ୍ରିୟ ହୋଇଥିଲେ ।
ଶୈଶବରୁ ସେ ଖେଳପ୍ରିୟ ଥିଲେ ।
ଯେତେବେଳେ ଏହି ହ୍ରଦଟି ସେତେ ଲୋକପ୍ରିୟ ହୋଇନଥିଲା, ସେତେବେଳେ ଦୂର ଗାଆଁମାନଙ୍କୁ ଲୋକମାନେ ବଣଭୋଜି କରିବା ପାଇଁ ପ୍ରଥମେ ଏହି ସ୍ଥାନଟିକୁ ଆସୁଥିଲେ ।
ଏହି ଜ୍ଞାନକୋଷର ବାଂଲାଦେଶ ମୁକ୍ତି ଯୁଦ୍ଧ ତଥା ସ୍ୱଦେଶୀ ଲୋକଙ୍କ ଉପରେ ପ୍ରକାଶିତ କିଛି ଲେଖା ବିବାଦାସ୍ପଦ ହେବା ସତ୍ତ୍ୱେ ଏହାର ବଂଗଳା ଏବଂ ଇଂରାଜୀ ସଂସ୍କରଣ ଖୁବ ଲୋକପ୍ରିୟ ହୋଇପାରିଛି ।
| ଅଭିନୟ |ଅନୁଭବ ମହାନ୍ତି|ସୁପ୍ରିୟା ନାୟକ| ଗୀତ ଓ ସଙ୍ଗୀତ |ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ ଦେଇଥିଲାବେଳେ ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଦୀପ୍ତିରେଖା ପ୍ରମୁଖ କଣ୍ଠଦାନ କରିଥିଲେ ।
|ଲିଖନ ଶୈଳୀ|କରୁଣାନିଧି ତାଙ୍କର ବୁଦ୍ଧି ଏବଂ ବ୍ୟାଖାତ୍ମକ କୌଶଳ ଯୋଗୁଁ ବହୁତ କମ ଦିନରେ ଜଣେ ଲୋକପ୍ରିୟ ରାଜନୈତିଜ୍ଞ ହୋଇପାରିଥିଲେ ।