<< welldressed welled >>

wellearned Meaning in Odia (Oriya). ( wellearned ଶବ୍ଦର ଓଡିଆ ଅର୍ଥ)



ଭଲଭାବେ,

ବହୁତ ବଢିଆ,

wellearned తెలుగు అర్థానికి ఉదాహరణ:

ଏହା ପରେ ଗରମ ସନ୍ତୁଳା ପାଣି ବା ଷ୍ଟକ୍ ଧୀରେ ଧୀରେ ମିଶାଯାଏ ଓ ଚାଉଳକୁ ମିଶାଇବା ସମୟରେ ଭଲଭାବେ ଘଣ୍ଟାଯାଏ ।

ଏହି କାନ୍ଥ ଓ ଖୋଳା ଯାଇଥିବା ଗର୍ତ୍ତ ମଧ୍ୟର ଖାଲି ସ୍ଥାନକୁ ମାଟିରେ ଭଲଭାବେ ପୋତି ଦିଆଯାଏ ।

| କାରଣ |ଏହି ରୋଗର କାରଣ ଭଲଭାବେ ବୁଝାପଡ଼ୁନାହିଁ ।

ଭାରତରେ ପାନରେ ଅନେକ ପ୍ରକାରର ମସଲା ଯଥା ଗୁଜୁରାତି, ଅଳେଇଚ, ଜାଇଫଳ, ଜାଇତ୍ରୀ, ଲବଙ୍ଗ ଓ ଖଇର ଆଦି ପକାଇ ତିଆରି କରାଯାଇଥାଏ| ଭଙ୍ଗାପାନ ବା ଖିଲିପାନର ପ୍ରକାର ||| କଡ଼ାପାନ |ପାନପତ୍ରକୁ ଭଲଭାବେ ଧୋଇ ଏକ ଶୁଖିଲା କପଡାରେ ପୋଛାଯାଏ ।

ଚାଉଳରେ ଏହା ଭଲଭାବେ ଗୋଳେଇ ହୋଇଯିବା ଅବସ୍ଥାକୁ ତୋସ୍ତାତୁରା କୁହନ୍ତି ।

କଳାବାଘର ଶରୀରକୁ ଭଲଭାବେ ନିରେଖି ଦେଖିଲେ ଜାଣିହେବ ଯେ ଏମାନଙ୍କ ଶରୀରରେ ମଧ୍ୟ ସାଧାରଣ କଲରାପତରିଆ ବାଘ ବା ଜାଗୁଆର ପରି ଚିତା ଚିତା ଦାଗ ରହିଥାଏ ।

ଅବଶ୍ୟ ସ୍ଥାନୀୟ ଲୋକମାନେ ଅଜନ୍ତାର ଗୁମ୍ଫାମାନଙ୍କ ବିଷୟରେ ଭଲଭାବେ ଜାଣିଥିଲେ ।

ପରେ ସେଥିରେ ଚକଟା ଆଳୁ ପକାଇ ଭଲଭାବେ ଘାଣ୍ଟି ଦିଆଯାଉ ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳକୁ ଆଜାଦ୍ ହିନ୍ଦ ଫୌଜ ଓ ଜାପାନୀ ସେନା ପୂର୍ବ ପଟୁ ଆକ୍ରମଣ କରିପାରନ୍ତି ଓ ତୱାଂଗ୍ ଅଞ୍ଚଳରୁ ଭଲଭାବେ ସେମାନଙ୍କ ଆକ୍ରମଣକୁ ପ୍ରତିରୋଧ କରିହେବ ବୋଲି ବ୍ରିଟିଶ୍‍ମାନେ ବଳପୂର୍ବକ ତୱାଂଗ୍ ଅକ୍ତିଆର କଲେ ।

ସ୍ଥଳ ଭାଗରେ ଭଲଭାବେ ନ ଚାଲି ପାରିଲେ ମଧ୍ୟ ଖରା ପଡ଼ୁଥିଲେ ନଦୀ କୂଳରେ ପଥର ନଥିବା ବାଲିଆ ସ୍ଥାନକୁ ଏହି କୁମ୍ଭୀର ପ୍ରତିଦିନ ଖରା ପୋଇଁବା ପାଇଁ ଉଠି ଆସନ୍ତି ।

ନିଣ୍ଟେଣ୍ଡୋ ୬୪ ପରେ ମାରିଓ ପେଣ୍ଟ ଗେମ ମାଉସର କ୍ଷମତାକୁ ଭଲଭାବେ ବ୍ୟବହାର କରିଥିଲା।

| ଆବଶ୍ୟକ ସାମଗ୍ରୀ |ଚିକେନ୍ ୧କେଜି|ଦହି ୩୦୦ ଗ୍ରାମ୍|ଅଦା, ରସୁଣ ପେଷ୍ଟ ୧୫୦ ଗ୍ରାମ୍|ରେଡ୍ ଚିଲି ପେଷ୍ଟ ୧୦ ଗ୍ରାମ୍|ହଳଦୀ ଗୁଣ୍ଡ ୧୦ ଗ୍ରାମ୍|ଜିରା ଗୁଣ୍ଡ ୫ ଗ୍ରାମ୍|ଧନିଆ ଗୁଣ୍ଡ ୫ ଗ୍ରାମ୍|ସୋରିଷ ପେଷ୍ଟ ୨୦ ଗ୍ରାମ୍|ଲେମ୍ବୁ ୩ଟି|ଲୁଣ ସ୍ୱାଦ ଅନୁଯାୟୀ|ପିଆଜ ସଜାଇବା ପାଇଁ|ବାଉଁଶ ୧| ଦାମ୍ |ପାଖାପାଖି ୨୦୦ ଟଙ୍କା| ପ୍ରସ୍ତୁତ ପ୍ରଣାଳୀ |ପ୍ରଥମେ ଚିକେନ୍କୁ ଭଲଭାବେ ଧୋଇଦିଅନ୍ତୁ ।

wellearned's Meaning in Other Sites