<< vice versa vicechancellors >>

vicechancellor Meaning in Odia (Oriya). ( vicechancellor ଶବ୍ଦର ଓଡିଆ ଅର୍ଥ)



କୁଳପତି, ଓଭରଲର୍ଡ,

vicechancellor తెలుగు అర్థానికి ఉదాహరణ:

| ଆଧାର | ଅଧିକ ତଥ୍ୟ |[http://newindianexpress.com/states/odisha/article1453468.ece]|ଓଡ଼ିଶାର ନଦୀଗୁଡ଼ିକ ଦେବେନ୍ଦ୍ର ଚନ୍ଦ୍ର ମିଶ୍ର, ଓଡି଼ଶାର ଜଣେ ପ୍ରଖ୍ୟାତ ଅର୍ଥନୀତିଜ୍ଞ,ଶିକ୍ଷାବିତ ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଅଟନ୍ତି ।

ସେ ଓଡ଼ିଶାର କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଥିଲେ ।

| ଆଧାର |ଚିକିତ୍ସା ବିଜ୍ଞାନ ନୃସିଂହ ଚରଣ ପଣ୍ଡା (୨୦ ଅପ୍ରେଲ ୧୯୨୯ - ୩୦ ଡିସେମ୍ବର ୨୦୧୫) ଜଣେ ଓଡ଼ିଆ ବୈଜ୍ଞାନିକ, ଦାର୍ଶନିକ, ସାହିତ୍ୟିକ ତଥା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଥିଲେ ।

|ଓଡ଼ିଶାର ପ୍ରବୀଣ ଆଇନଜ୍ଞ, ଶିକ୍ଷାବିତ ତଥା ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଜଷ୍ଟିସ ଲିଙ୍ଗରାଜ ପାଣିଗ୍ରାହୀଙ୍କ ନାମରେ ନାମିତ ହୋଇଛି ବ୍ରହ୍ମପୁରଠାରେ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟର ଏକମାତ୍ର ସହବନ୍ଧିତ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ।

ଫୈଜାନ ମୁସ୍ଥଫା, ଏହି ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବରେ ନିଯୁକ୍ତ ହୋଇଥିଲେ ।

ଜବାହର ଲାଲା ବିଶ୍ୱବିଦ୍ୟାଳୟରୁ ଅବସର ନେବା ପରେ ସେ ୱର୍ଦ୍ଧାର "ମହାତ୍ମା ଗାନ୍ଧୀ ଅନ୍ତର୍ରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟ"ର କୁଳପତି ଭାବରେ ନିଯୁକ୍ତ ହୋଇଥିଲେ ।

|ଏହାର କେନ୍ଦ୍ରୀୟ ପାଠାଗାର ବିଶିଷ୍ଟ ଶିକ୍ଷାବିତ ତଥା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ରଘୁନାଥ ପ୍ରସାଦ ପାଢ଼ୀଙ୍କ ନାମରେ ନାମିତ ।

ଅବସର ପରେ ସେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ (୦୧/୧୧/୨୦୦୦ - ୩୧/୧୦/୨୦୦୩) କାର୍ଯ୍ୟ କରିଥିଲେ ।

ରାଷ୍ଟ୍ରପତି ହେଉଛନ୍ତି ବଙ୍ଗଳାଦେଶ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ଏବଂ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି

ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର କୁଳପତି ଭୂମିକା ମଧ୍ୟ ନିଭାଇଥିଲେ ।

ସେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।

vicechancellor's Usage Examples:

uk/offices/v-c/vicechancellors.


Future Pope Alexander VI; cardinal-nephew; administrator of Valencia; vicechancellor of the Holy Roman Church; protodeacon Francesco Gonzaga Mantuan Cardinal-deacon.


edu/vicechancellor/history "Archived copy".


au/higher-education/flinders-vicechancellor-happy-to-go-his-own-way/news-story/e654d7ec6135328fc98edbd939163b6d.


hk/pubunit/calendar/2013-2014/a/c/15-13/239-succession-lists#vicechancellors (Retrieved 18 December 2013).


uk/news/uk/vicechancellor-quits-at-climate-of-fear-campus-staff-survey-shows-90-per-cent-are-unhappy-1429155.


au/higher-education/university-of-adelaide-in-global-hunt-for-new-vicechancellor-as-talk-of-merger-rekindled/news-story/35a22ef0825ed265b6f7a481c552f630.


edu/vicechancellor/history http://about.


au/news/south-australia/adelaide-university-vicechancellor-warren-bebbington-resigns-as-family-reasons-take-him-away-from-sa/n.


Ministry, she was appointed in 1987 as Secretary of State (vicanciller – "vicechancellor", Deputy Foreign Minister).


uk/about/vicechancellor/profile.


Maria in Cosmedin, † 16 May 1317 Pietro Valeriano Duraguerra, vicechancellor of the Holy Roman Church – cardinal-deacon of S.



vicechancellor's Meaning in Other Sites