vicepresidency Meaning in Odia (Oriya). ( vicepresidency ଶବ୍ଦର ଓଡିଆ ଅର୍ଥ)
ଉପାଧ୍ୟକ୍ଷ,
ଉପ-ରାଷ୍ଟ୍ରପତି,
People Also Search:
vicepresidentvicepresidential
vicepresidents
viceregal
viceregent
vicereine
vicereines
viceroy
viceroyal
viceroyalties
viceroyalty
viceroys
viceroyship
viceroyships
vices
vicepresidency తెలుగు అర్థానికి ఉదాహరణ:
ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସ, ଜିଲ୍ଲା ଯୋଜନା କମିଟି ।
ପି.ଭି.ନରସିଂହ ରାଓଙ୍କ ସରକାରରେ ପ୍ରଣବଙ୍କୁ ଭାରତୀୟ ଯୋଜନା କମିଶନର ଉପାଧ୍ୟକ୍ଷ ନିଯୁକ୍ତ କରାଯିବା ସହ କ୍ୟାବିନେଟ ମନ୍ତ୍ରୀ କରାଯାଇଥିଲା ।
ଏ ଏଫ ସିର ଅଧ୍ୟକ୍ଷ ରୂପେ ତାଙ୍କର ଶୁଣାଣି ପୂର୍ବରୁ, ସେ ବହରିନ ଫୁଟବଲ ଆସୋସିଏସନ ପରିଚାଳକ ଥିଲେ, ଏବଂ ପରେ ଏସିଆଇ ଫୁଟବଲ ପରିସଂଘ ଅନୁଶାସନ ସମିତିର ଅଧ୍ୟକ୍ଷ ଏବଂ ଫୀଫା ଅନୁଶାସନ ସମିତିର ଉପାଧ୍ୟକ୍ଷ ଅଟନ୍ତି ।
ତାଙ୍କୁ ସାହାଯ୍ୟ କରିବା ପାଇଁ ଜଣେ କ୍ଷେତ୍ର ଉପାଧ୍ୟକ୍ଷ ଓ ଜଣେ ଅତିରିକ୍ତ କ୍ଷେତ୍ର ଅଧ୍ୟକ୍ଷ ରହିଥାନ୍ତି ।
ସେ ୨୦୧୭ ମସିହାରେ ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ଼ର ଉପାଧ୍ୟକ୍ଷ ଭାବରେ ନିଯୁକ୍ତ ହେବାପରେ ୨୧ ମାର୍ଚ୍ଚ ୨୦୧୭ରେ ରାଜ୍ୟ ସଭାରୁ ଇସ୍ତଫା ଦେଇଥିଲେ ।
୧୯୮୭ ମସିହାରେ ସେ ପଞ୍ଚମ ଅନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବର ପ୍ରକାଶନ କମିଟି ସଭାପତି ଭାବେ ଏବଂ ପରେ ୧୯୯୯ ମସିହାରୁ ୨୦୦୧ ପର୍ଯ୍ୟନ୍ତ ପୁଣେସ୍ଥିତ ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥାର ପରିଚାଳନା ପରିଷଦର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ ।
ଏହାପରେ ସେ ଓ୍ବାର୍ଡ ମେମ୍ବରରୁ ନାଏବ ସରପଞ୍ଚ, ସରପଞ୍ଚ, ବ୍ଲକ୍ ଉପାଧ୍ୟକ୍ଷ, ବ୍ଲକ୍ ଅଧ୍ୟକ୍ଷ, ବିଧାୟକ ଓ ବିଧାୟକରୁ ମନ୍ତ୍ରୀ ହୋଇଥିଲେ ।
ସେ ଇଣ୍ଡିଆନ ଜର୍ଣ୍ଣାଲ ଅଫ ୱାର୍ଲଡ଼ ଲିଟରେଚର ଆଣ୍ଡ କଲ୍ଚରର ସମ୍ପାଦକ, ଇଣ୍ଡିଆନ ଆସୋସିଏସନ ଅଫ କମନୱେଲ୍ଠ ଲିଟରେଚର ଆଣ୍ଡ ଲାଙ୍ଗୁଏଜ ଷ୍ଟଡ଼ିଜର ଉପାଧ୍ୟକ୍ଷ, ଆସୋସିଏସନ ଅଫ ଷ୍ଟଡ଼ିଜ ଇନ ଲିଟରେଚର ଆଣ୍ଡ କଲ୍ଚରର ଅଧ୍ୟକ୍ଷ ଏବଂ ଆଇଆଇଟି ଭୁବନେଶ୍ୱରର ସିନେଟ ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
୨ ମେ ୧୯୭୧ରୁ ୨୨ ଜୁଲାଇ ୧୯୭୨ ପର୍ଯ୍ୟନ୍ତ ସେ ଯୋଜନା କମିଶନର ଉପାଧ୍ୟକ୍ଷ ଥିଲେ ।
ସେ କେରଳର ପ୍ଲାନିଙ୍ଗ ବୋର୍ଡ଼ର ଉପାଧ୍ୟକ୍ଷ ଭାବରେ କାର୍ଯ୍ୟକରିସାରିଛନ୍ତି ।
ସେ ଇଣ୍ଟରପୋଲର ଉପାଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
୧୯୯୮ ମସିହାରେ ତାଙ୍କୁ ବି ଏ ଏଫର ଉପାଧ୍ୟକ୍ଷ ହୋଇଥିଲେ ଓ ୨୦୦୨ ମସିହାରେ ତାଙ୍କୁ ରାଷ୍ଟ୍ରପତି ଭାବେ ବଛାଗଲା ।
vicepresidency's Usage Examples:
nomination of the Radical Party, and in order to qualify, he resigned his vicepresidency on August 20, 1931.
Constitution of 1828, the only Chilean constitution that established the vicepresidency as a permanent position, provided that in case of death or physical.