<< unhumbled unhurried >>

unhumiliated Meaning in Odia (Oriya). ( unhumiliated ଶବ୍ଦର ଓଡିଆ ଅର୍ଥ)



ଅପମାନିତ,

Adjective:

କ୍ଳାନ୍ତ, ଅପମାନିତ, ଖରାପ,

People Also Search:

unhurried
unhurriedly
unhurriedness
unhurrying
unhurt
unhurtful
unhushed
unhusk
unhusked
unhusking
unhygenic
unhygienic
unhyphenated
uni
uniat

unhumiliated తెలుగు అర్థానికి ఉదాహరణ:

ଏହି ରାୟରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ନିରୀହମାନଙ୍କୁ ମନମୁଖୀ ଗିରଫରୁ ରକ୍ଷା କରିବା ପାଇଁ ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି ସଦସ୍ୟଙ୍କୁ ଅପମାନିତ କିମ୍ବା ଆହତ କରିଥିବା ଅଭିଯୋଗରେ ତୁରନ୍ତ ଗିରଫ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ଏହାଦ୍ୱାରା ବରାହମିହୀର ନିଜକୁ ଅପମାନିତ ମନେ କଲେ ।

ପୁଅ ସୂର୍ଯ୍ୟଦେବଙ୍କୁ ପଚାରିଲା-“ବାପା ! ମୋର ମାଆ କାହିଁକି ଅସତୀ ବୋଲି ନିନ୍ଦା ପାଉଛନ୍ତି ? ଆପଣ ଯଦି ମୋର ବାପା ତେବେ ମୁଁ ଅଣବାବୁଆ ବୋଲି ଅପମାନିତ ହେଉଛି” ? ସୂର୍ଯ୍ୟଦେବ ଆଶ୍ୱସନା ଦେଇ କହିଲେ- “ତୋ ମାଆ ସତୀ ।

ଡିଏଭି କଲେଜରେ ପରିଚାଳନା କର୍ତ୍ତୁପକ୍ଷଙ୍କଦ୍ୱାରା ଅପମାନିତ ହୋଇ, ସେ ଇସ୍ତଫା ଦେଇ ଅଜମେରକୁ ଚାଲି ଯାଇଥିଲେ ।

ଆତ୍ମହତ୍ୟା ଚିନ୍ତା କରି ଅପମାନିତ ଶିଖଣ୍ଡୀ ପାଞ୍ଚାଳ ଦେଶରୁ ପଳାଇ ଯାଇଥିଲେ ।

ତାକୁ ଖଡ଼ି ଗୋଟାଳି ବଢ଼ାଇ ଦେବାକୁ କହୁଥିବା ରାଣ୍ଡୀ ବ୍ରାହ୍ମଣୀ ପୁଅକୁ ସେ ଅଣବାପୁଆ ବୋଲି କହି ଅପମାନିତ କଲା ।

|ଅପମାନିତ ଦ୍ରୌପଦୀ ରାତିରେ ଯୁଧିଷ୍ଠିରଙ୍କ ଭାଇ ଭୀମଙ୍କ ସହିତ ପରାମର୍ଶ କରିଥିଲେ, ଯିଏ ରାଜପ୍ରାସାଦରେ ଛଦ୍ମବେଶୀ ରାନ୍ଧୁଣିଆଭାବେ କାର୍ଯ୍ୟରତ ଥିଲେ ।

ପୁଣି ହସ୍ତିନାପୁର ସହ ଏକ ଯୁଦ୍ଧରେ ଗାନ୍ଧାର ନରେଶଙ୍କୁ ଅପମାନିତ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଶକୁନିଙ୍କର ସମସ୍ତ ଭାଇଙ୍କୁ ହତ୍ୟା କରାଯାଇଥିଲା ।

ଅପମାନିତ ଦ୍ରୁପଦ ପରବର୍ତ୍ତୀ ସମୟରେ ଏକ ଯଜ୍ଞର ଆୟୋଜନ କରିଥିଲେ ଏବଂ ଫଲ ସ୍ୱରୂପ ପୁତ୍ରୀ ଯାଜ୍ଞସେନୀ ବା ଦ୍ରୌପଦୀଙ୍କୁ ପାଇଥିଲେ ।

ପିତା ଦକ୍ଷ ଏକ ଯଜ୍ଞ କରିଥିଲେ ଓ ସେଠାକୁ ଅନେକ ଦେବ ଦେବୀଙ୍କୁ ଡାକିଥିଲେ ମଧ୍ୟ ତାଙ୍କ ସ୍ୱାମୀ ଶିବ ଓ ସତୀଙ୍କୁ ନିମନ୍ତ୍ରଣ କରିନଥିବାରୁ ସତୀ ଅତ୍ୟନ୍ତ ଅପମାନିତା ହୋଇ ଯଜ୍ଞ ଅଗ୍ନିରେ ନିଜକୁ ଝାସ ଦେଇଥିଲେ ।

ଅପମାନିତ ଆଉ ଲଜ୍ଜିତ ହୋଇ ଜଗନ୍ନାଥଙ୍କ ସାହାଯ୍ୟ ଭିକ୍ଷା କରିବା ପରେ ସ୍ୱୟଂ ଜଗନ୍ନାଥ ଓ ବଳଭଦ୍ର ଦୁଇ ଜଣ ଧଳା ଘୋଡ଼ା ଓ କଳା ଘୋଡ଼ାରେ ଚଢ଼ି କାଞ୍ଚି ଅଭିଯାନରେ ବାହାରିଥିଲେ ।

ତାଙ୍କ ଭାଇ ଶକୁନି ଏଥିରେ ରାଗି ଯାଇଥିଲେ ଯେ ହସ୍ତିନାପୁର ସହ ଏକ ଯୁଦ୍ଧରେ ଗାନ୍ଧାର ନରେଶଙ୍କୁ ଅପମାନିତ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଶକୁନିଙ୍କର ସମସ୍ତ ଭାଇଙ୍କୁ ହତ୍ୟା କରାଯାଇଥିଲା ।

ହେଲେ ଦେବୀଙ୍କ କ୍ରୋଧ ଫଳରେ ଜଗନ୍ନାଥ ଓ ବଳରାମ ଦୁଇ ଭାଇ ଖାଇବାକୁ ନ ପାଇ ଦୁଆର ଦୁଆର ବୁଲି ବିବିଧ ପ୍ରକାରେ ଅପମାନିତ ହେଲେ ।

unhumiliated's Meaning in Other Sites