unhygenic Meaning in Odia (Oriya). ( unhygenic ଶବ୍ଦର ଓଡିଆ ଅର୍ଥ)
ଅପରିଷ୍କାର,
Adjective:
ଅସ୍ୱାସ୍ଥ୍ୟକର |, ଅପରିଷ୍କାର |,
People Also Search:
unhygienicunhyphenated
uni
uniat
uniate
uniaxial
unicameral
unicef
unicellular
unicity
unicoloured
unicorn
unicorn root
unicorns
unicycle
unhygenic తెలుగు అర్థానికి ఉదాహరణ:
|ଦୀର୍ଘ ସମୟ ଧରି ପାଦ ଥଣ୍ଡା, ଆର୍ଦ୍ର ଏବଂ ଅନେକ ସମୟରେ ଅପରିଷ୍କାର ଅବସ୍ଥାରେ ରହିଲେ ଟ୍ରେଞ୍ଚ ପାଦ ସୃଷ୍ଟି ହୁଏ ।
ତେବେ ନିକଟସ୍ଥ ଅଞ୍ଚଳରୁ ବତ୍ଜ୍ୟାବସ୍ତୁ ଓ ଜଳ ଏହି ନଦୀରେ ପଡୁଥିବାରୁ ତାହାର ଜଳ ଅପରିଷ୍କାର ହେଇଯାଇଥାଏ ।
ଆଧୁନିକ ମେଡିକାଲ, ଜନସ୍ୱାସ୍ଥ୍ୟ ଓ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସମ୍ପର୍କୀୟ କଥାରେ ଏହାକୁ ସମ୍ଭାବ୍ୟ ଅପରିଷ୍କାର କୁହାଯାଏ ।
|ଶୂଚୀବାଇ ରୋଗ(washers/contamination)|ଏହି ରୋଗରେ ମଇଳା, ଆବର୍ଜନା, ଜୀବାଣୁ, କୀଟାଣୁ, ଭୂତାଣୁ, ମଳମୂତ୍ର, ପୂଯ ଆଦିକୁ ଅତ୍ୟଧିକ ଅପରିଷ୍କାର ଲାଗିଥାଏ ।
|ବର୍ଷାଜଳଦ୍ୱାରା ରାସ୍ତା, ରାଜପଥ, ବହୁ ସଂଖ୍ୟକ ପାର୍କରୁ ଦୂଷିତ ପଦାର୍ଥ ଧୋଇ ହୋଇ ଦୂରକୁ ଯାଇ ନଦୀ, ନାଳରେ ମିଶିଥାଏ, ତାକୁ ସହରର ମଇଳା/ ଅପରିଷ୍କାର ଜଳ କୁହନ୍ତି।
ସର୍ବୋପରି ଅସ୍ୱାସ୍ଥ୍ୟକର ତଥା ଅପରିଷ୍କାର ପରିବେଶ ଘେରି ରହିଥିବାରୁ ଏହା ଶ୍ରୀହୀନ ଦେଖାଯାଉଥିଲା ।
୨୦୧୫ ମସିହାରେ ଅପରିଷ୍କାର ପରିବେଶରେ ତିଆରି କରାଯାଉଥିବାର ଅଭିଯୋଗକୁ ବିଚାର କରି ଓଡ଼ିଶା ଉଚ୍ଚନ୍ୟାୟାଳୟର ରାୟ ପରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ଟଙ୍କ ତୋରାଣି ବିକ୍ରି ବନ୍ଦ କରାଯାଇଥିଲା ।
ଏହା ବ୍ୟତୀତ "ମେର୍ଦା" ଥିବା ଫଳରେ ଚାଳରେ ଥିବା ଅପରିଷ୍କାର ଜିନିଷ ଘର ଭିତରେ ପଡିପାରେ ନାଁହି।
ଏହା ବ୍ୟତୀତ "ମେର୍ଦା" ଥିବା ଫଳରେ ଚାଳରେ ଥିବା ଅପରିଷ୍କାର ଜିନିଷ ଘର ଭିତରେ ପଡ଼ିପାରେ ନାଁହି।
ପରିବେଶରୁ ବାହାରୁଥିବା ଆବର୍ଜ୍ଜନା/ ଅପରିଷ୍କାର ପଦାର୍ଥ ପ୍ରତ୍ୟକ୍ଷ କିଂବା ପରୋକ୍ଷ ଭାବେ ପରିଷ୍କାର ନକରି ସିଧା ସଳଖ ଜଳାଶୟକୁ ନିଷ୍କାସନ କରିବାଦ୍ୱାରା ଜଳ ପ୍ରଦୂଷଣ ହୁଏ ।
ପର୍କିନ୍ ଲେଖିଛନ୍ତି ଯେ, "ଏଥିରୁ କୁଇନାଇନ ଗଠିତ ହେଲାନାହିଁ, ମାତ୍ର ଗୋଟିଏ ଅପରିଷ୍କାର ଲୋହିତ ବାଦାମୀ ରଙ୍ଗର ଅଧଃକ୍ଷେପକ (precipitate) ସୃଷ୍ଟି ହେଲା ।
unhygenic's Usage Examples:
Critics interpreted the film as a panacea for the unhygenic growth of the modern city, as well as the small but influential Regional.
time recorded that "Speakers at public meetings "slated the "filthy", "unhygenic", "disgraceful" and "Communist breeding" conditions of Daish"s paddock.
After his parents fail numerous times to make him turn his unhygenic life around, an alien crash-lands in the garden.
Rhonda (voiced by Kathy Kinney) is a very rude, unhygenic, lazy and obnoxious walrus (though she is depicted with buck teeth instead.
was quickly dismissed due to the area being considered "too filthy and unhygenic.
men in order to help the men"s confidence; they try to clean up the "unhygenic" Doar Dorm; they clash with the editor of the campus newspaper The Daily.
an unsightly slum, where cramped unhygenic living conditions endangered public health.
Skinner forbids his son Skippy to play in the pauperized Shantytown, because of the unhygenical and criminal surroundings there.