tuesdays Meaning in Odia (Oriya). ( tuesdays ଶବ୍ଦର ଓଡିଆ ଅର୍ଥ)
ମଙ୍ଗଳ, ମଙ୍ଗଳବାର,
Noun:
ମଙ୍ଗଳ, ମଙ୍ଗଳବାର |,
People Also Search:
tufatufas
tuff
tuffet
tuffets
tuffs
tuft
tufted
tufted pansy
tufter
tuftily
tufting
tufts
tufty
tug
tuesdays తెలుగు అర్థానికి ఉదాహరణ:
| ରେକଡ଼ିଂ |ମଥୁରା ମଙ୍ଗଳର ପ୍ରଥମ ଛାନ୍ଦ "ଜୟ ଗୋବିନ୍ଦ ଗୋକୁଳ ସୁନ୍ଦର" ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ ଆକାଶବାଣୀ କଟକରେ ଗାଇଥିଲେ ।
ସୂର୍ଯ୍ୟଙ୍କ ନିକଟତମ ୪ଟି ଗ୍ରହ ଯଥା ବୁଧ, ଶୁକ୍ର, ପୃଥିବୀ ଓ ମଙ୍ଗଳ ମୁଖ୍ୟତଃ କଠିନ ହୋଇଥିବା ସ୍ଥଳେ ଦୂରବର୍ତ୍ତୀ ୪ଟି ଗ୍ରହ ଯଥା ବୃହସ୍ପତି, ଶନି, ଦାନବ ଗାସୀୟ ପିଣ୍ଡ ଏବଂ ୟୁରେନସ୍ ଓ ନେପଚୁନ୍ ବରଫ ଗ୍ରହ ଭାବରେ ପରିଚିତ।
ସାଧାରଣତଃ ବ୍ରତ, ବିବାହର ପୂର୍ବଦିନ କୃତ୍ୟକୁ ମଙ୍ଗଳକୃତ୍ୟ କୁହାଯାଏ ।
ଭିତର ଗରାବଡୁ ମଙ୍ଗଳ ଆଳତି ଓ ମଇଲମ ଆରମ୍ଭରେ ପଶୁପାଳକଙ୍କୁ ହାତୁଆଣି ଦେବା, ଅବକାଶ ପୂଜାଠାରେ ଝରି, ପାଣିଗରା, ଗଣ୍ଡୁଷଜଳ ଯୋଗାଇବା, ଦହିଲାଗି ସମୟେ ଦର୍ପଣରେ ଜଳଲାଗି, ଅଁଳାଲାଗି ସମୟରେ ଜଳ, ପୂଜା ଓ ମଇଲମ ପରେ ହାତୁଆଣି, ରତ୍ନସିଂହାସନ ତଳେ ପାର୍ଶ୍ୱଦେବତାଙ୍କୁ ଜଳ, ସୂର୍ଯ୍ୟ, ଦ୍ୱାରପାଳ ପୂଜା, ବଲ୍ଲଭ, ସବୁ ଧୂପରେ ଝରି ଲଗାଇବା, ଘଷାଜଳ ରଖୁବା, ଭୋଗ ମଣ୍ଡପରେ ଝରି ଲଗାଇବା କାର୍ଯ୍ୟ କରନ୍ତି ।
|ଅମଙ୍ଗଳ ଦୂର ହେବ ବୋଲି ଆଶାକରି ଅନେକ ଲୋକ ଏହି ଗଛ ମୂଳରେ ପ୍ରତ୍ୟହ ଧୂପ ଓ ଦୀପ ପ୍ରଦାନ କରିଥାନ୍ତି ।
ତାଙ୍କ ରଚିତ 'ଅଦ୍ୱୈତ ମଙ୍ଗଳ' ନାମକ ଓଡ଼ିଶାମିଶା ବଙ୍ଗଳାରେ ଲିଖିତ ଗ୍ରନ୍ଥ ଛପାଯାଇଛି ।
ଏହିଦିନ ପ୍ରତ୍ୟୁଷରୁ ମଙ୍ଗଳ ଆଳତି, ସ୍ନାନ ମାର୍ଜନା ସରିବା ପରେ ମା'ଙ୍କ ମୁଖାରବିନ୍ଦକୁ ଚନ୍ଦନରେ ସଜ୍ଜିତ କରାଯାଇଥାଏ।
୨୦୧୪ରେ "ଚୁପ୍ଚାପ୍ ରାତି ଟୁପ୍ଟାପ୍ କଥା"ରେ କମଳଲୋଚନ, "ଅାସିଛି ମଙ୍ଗଳ ଗ୍ରହର ଝିଅ"ରେ ରୁଦ୍ରପ୍ରସାଦ ସାମନ୍ତରାୟ, "ବାସନ୍ତୀର ଚିଠି ମୁଖ୍ୟମନ୍ତ୍ରୀଙ୍କୁ'ରେ ମଧୁ ମହାପାତ୍ର, "ଲେଡି ଡନ୍'ରେ କୃତିବାସ କରଶର୍ମା ଚରିତ୍ରରେ ଅଭିନୟ କରିଥିଲେ ।
ମଙ୍ଗଳ ପୃଷ୍ଠରେ ଥିବା ଆଇରନ୍ ଅକ୍ସାଇଡ୍ର ରଙ୍ଗ ଯୋଗୁଁ ଏହା ଲାଲ୍ ରଙ୍ଗର ଦେଖାଯାଏ।
ଶ୍ରୀମନ୍ଦିର ସ୍ୱତ୍ୱଲିପି ମୁତାବକ ୩ଥର ପରିମାଣିକ ଦର୍ଶନ ବ୍ୟବସ୍ଥା ଥିଲେ ମଧ୍ୟ ଏବେ ୮ଥର (ମଙ୍ଗଳ ଆଳତି, ଅବକାଶ, ସକାଳ ଧୂପ, ଭୋଗ ମଣ୍ଡପ, ମଧ୍ୟାହ୍ଣ ଧୂପ, ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ ଓ ଚନ୍ଦନ ଲାଗି) ଏହି ଦର୍ଶନ ହେଉଛି ।
ପୂର୍ବ ରାତ୍ରର ବଡ଼ସିଂହାର ବେଶରେ ରତ୍ନ ସିଂହାସନସ୍ଥ ଦାରୁ ବିଗ୍ରହମାନଙ୍କ ପରିଧାନ କରିଥିବା ଗୀତ ଗୋବିନ୍ଦ ଖଣ୍ଡୁଆ ବସ୍ତ୍ର ଓ ପୁଷ୍ପ ଅଳଙ୍କାର ଇତ୍ୟାଦି ମଙ୍ଗଳ ଆଳତି ନୀତି ଶେଷ ହେବା ପରେ ମଇଲମ (ଓଲାଗି) ହୋଇଥାଏ ।
ଏହା ମଙ୍ଗଳୁ ଚରଣ ବିଶ୍ୱାଳଙ୍କଦ୍ୱାରା ଲିଖିତ ସମ୍ବଲପୁରୀ ନାଟକ ଭୂଖା ଉପରେ ଆଧାରିତ ।
| ଆଧାର |୧୯୦୫ ଜନ୍ମ|୧୯୮୪ ମୃତ୍ୟୁ|ରାଜ୍ୟ ସଭା ସଭ୍ୟ|ଓଡ଼ିଶା ବିଧାନ ସଭା ସଭ୍ୟ ମଙ୍ଗଳଯାନ-୧, ମଙ୍ଗଳ ଗ୍ରହ ଅଭିମୁଖେ ଭାରତର ପ୍ରଥମ ଅଭିଯାନ ।
tuesdays's Usage Examples:
During the dictatorship Merino held short improvised press conferences on tuesdays that came to be called martes de Merino (Merino's tuesdays).
Synonyms:
Whit-Tuesday, weekday, Tues, Whitsun Tuesday,
Antonyms:
rest day,