<< tues tuesdays >>

tuesday Meaning in Odia (Oriya). ( tuesday ଶବ୍ଦର ଓଡିଆ ଅର୍ଥ)



ମଙ୍ଗଳବାର,

Noun:

ମଙ୍ଗଳ, ମଙ୍ଗଳବାର |,

People Also Search:

tuesdays
tufa
tufas
tuff
tuffet
tuffets
tuffs
tuft
tufted
tufted pansy
tufter
tuftily
tufting
tufts
tufty

tuesday తెలుగు అర్థానికి ఉదాహరణ:

| ଆଧାର | ବାହାର ତଥ୍ୟ |ସପ୍ତାହ ସୋମବାର ହେଲା ସପ୍ତାହର ଏକ ଦିନ ଯାହା ରବିବାର ପରେ ଓ ମଙ୍ଗଳବାର ପୂର୍ବରୁ ଆସେ ।

| ଅଧିକ ପଠନ |ପୁରୀ ସପ୍ତମାତୃକା ପୀଠର ଚିତ୍ର|ମାଦଳା ପାଞ୍ଜି|ଚୈତ୍ର ମଙ୍ଗଳବାର ଓଷା| ଆଧାର |ଏକାଦଶ ଶତାବ୍ଦୀ ମାତୃତ୍ୱକାଳୀନ ସୁବିଧା (ସଂଶୋଧନ) ଚିଠା ୨୦୧୬ ୧୯୬୧ରେ ପ୍ରଣୟନ ହୋଇଥିବା ମାତୃତ୍ୱକାଳୀନ ସୁବିଧା ଆଇନର ସଂଶୋଧନ ଚିଠା ଅଟେ ।

କଳା ମଙ୍ଗଳବାର, ଯାହା ଆମେରିକାର ଗ୍ରେଟ୍ ଡିପ୍ରେସନ୍କୁ ବହୁଳ ଭାବେ ପ୍ରଭାବିତ କରିଥିଲା, ତା'ର ଏକ ବର୍ଷ ପୂର୍ବରୁ, ୧୯୨୮ ମସିହାରେ ବାରନ୍ ମୃତ୍ୟବରଣ କରିଥିଲେ ।

୩୦ ଘଣ୍ଟାବ୍ୟାପି ପ୍ରସବ ଯନ୍ତ୍ରଣାରେ ପୀଡ଼ିତ ହୋଇ ୧୬୩୧ ମସିହା ଜୁନ ମାସ ୭ ତାରିଖ ମଙ୍ଗଳବାର ଦିନ ତାଙ୍କର ଶେଷ ସନ୍ତାନ ଗୌହରା ବେଗମକୁ ଜନ୍ମ ଦେଇ ସେ ମୃତ୍ୟୁବରଣ କରିଥିଲେ।

| ପ୍ରମୁଖ ଚୈତ୍ର ପର୍ବ |ବୈଶାଖ ମାସର ପ୍ରଥମ ମଙ୍ଗଳବାର କାକଟପୁରର ପ୍ରସିଦ୍ଧ ମା’ ମଙ୍ଗଳାଙ୍କର ମନ୍ଦିରରେ ପାଳିତ ହୋଇଥାଏ ଅନନ୍ୟ ଝାମୁଯାତ୍ରା ।

|ଓଡ଼ିଶାର ପ୍ରମୁଖ ପର୍ବ ଯଥା, ଦୁର୍ଗାପୂଜା, ଦଶହର, ଚୈତ୍ର ମଙ୍ଗଳବାର ଆଦି ବେଶ ଆଡ଼ମ୍ବର ସ‌ହକାରେ ଏହି ମନ୍ଦିରରେ ପାଳନ କରାଯାଏ ।

ପ୍ରତିବର୍ଷ ବିପଦତାରିଣୀ ବ୍ରତ ରଖି ମହିଳାମାନେ ଉତ୍ସବ ପାଳନ କରନ୍ତି ଯାହାର ସମୟ ସ୍ଥାନାନୁଯାୟୀ ଫରକ ହୋଇଥାଏ, ଯେପରିକି ଦ୍ୱିତୀୟ ରଥ‌ଯାତ୍ରାରୁ ଦଶମୀ {ଓଲଟ ରଥ‌ଯାତ୍ରା ବା ବାହୁଡ଼ା ଯାତ୍ରା} ମଧ୍ୟରେ ବା ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଆଷାଢ଼ ଶୁକ୍ଳ ପକ୍ଷର ୨ରୁ ୧୦ ଦିନ ମଧ୍ୟରେ ପଡ଼ୁଥିବା ମଙ୍ଗଳବାର କିମ୍ବା ଶନିବାର ଦିନ ପାଳନ କରାଯାଏ ।

ପର୍ଯ୍ୟଟକ ତଥା ଭକ୍ତମାନେ ଏଠାକୁ ବିଶେଷ ଭାବେରେ ମଙ୍ଗଳବାରରେ ବହୁସଂଖ୍ୟାରେ ଆସିଥାନ୍ତି ।

ଅମାବାସ୍ୟା ଦିନ ସୋମବାର, ମଙ୍ଗଳବାର ଏବଂ ଗୁରୁବାର ହୋଇଥିଲେ ତଥା ଅନୁରାଧା, ବିଶାଖା ଏବଂ ସ୍ୱାତୀ ନକ୍ଷତ୍ର ଯୋଗ ସୃଷ୍ଟି ହୋଇଥିଲେ, ଏହାକୁ ଅତ୍ୟନ୍ତ ପବିତ୍ର ତିଥି ଭାବେ ଗ୍ରହଣ କରାଯାଇଥାଏ ।

|ପର୍ବପର୍ବାଣି|ମାସରେ ପ୍ରତି ସଂକ୍ରାନ୍ତି, ମଙ୍ଗଳବାର ଅ।

ପ୍ରଥମେ ମିଳିତ ଜାତିସଂଘର ସାଧାରଣ ସଭାର ପ୍ରଥମ ଦିନ ଅର୍ଥାତ ସେପ୍ଟେମ୍ବର ମାସର ତୃତୀୟ ମଙ୍ଗଳବାରକୁ ଆନ୍ତର୍ଜାତିକ ଶାନ୍ତି ଦିବସ ଭାବେ ପାଳନ କରାଯାଉଥିଲେ ବି ୨୦୦୧ ମସିହାରେ ଏହା ପରିବର୍ତ୍ତିତ ହୋଇ ପ୍ରତିବର୍ଷ ସେପ୍ଟେମ୍ବର ମାସର ୨୧ ତାରିଖରେ ଏହି ଆନ୍ତର୍ଜାତିକ ଶାନ୍ତି ଦିବସ ପାଲନ କରାଗଲା ।

tuesday's Usage Examples:

During the dictatorship Merino held short improvised press conferences on tuesdays that came to be called martes de Merino (Merino's tuesdays).


"fat tuesday roll").


"Til Tuesday (often written as ’til tuesday) was an American new wave and alternative rock band formed in Boston, Massachusetts, United States.



Synonyms:

Whit-Tuesday, weekday, Tues, Whitsun Tuesday,

Antonyms:

rest day,

tuesday's Meaning in Other Sites