<< tuberculins tuberculises >>

tuberculise Meaning in Odia (Oriya). ( tuberculise ଶବ୍ଦର ଓଡିଆ ଅର୍ଥ)



ଯକ୍ଷ୍ମା,

Noun:

ଯକ୍ଷ୍ମା ରୋଗରୁ ନିଆଯାଇଥିବା ପଦାର୍ଥ |,

tuberculise తెలుగు అర్థానికి ఉదాహరణ:

ଏହି ଦଳର ସବୁଠାରୁ ଆକ୍ରମଣାତ୍ମକ ଅଣ୍ଡିରାମାନେ ଯକ୍ଷ୍ମା ରୋଗରେ ପଡ଼ି ପ୍ରାଣ ହରାଇବା ପରେ ଦଳର ଅନ୍ୟ ଅଣ୍ଡିରା ସଦସ୍ୟମାନଙ୍କ ମଧ୍ୟରେ ପୂର୍ବବତ ଆକ୍ରମଣାତ୍ମକ ସଂଘର୍ଷ ଘଟୁନଥିଲା ।

ସ୍ୱଳ୍ପ ଜନ୍ମ ଓଜନ, ଏଚ.ଆଇ.ଭି./ ଏଡସ ଓ ଯକ୍ଷ୍ମା ଓ ଅନେକ ସଂକ୍ରାମକ ରୋଗ ଏହି ରୋଗ ସୃଷ୍ଟିରେ ଭୂମିକା ନିଅନ୍ତି ।

ସର୍ବାଧିକ ମହତ୍ତ୍ୱ ଥିବା କାରକ ହେଉଛି ଏଚ.ଆଇ.ଭି, ସମୁଦାୟ ଯକ୍ଷ୍ମା ରୋଗୀଙ୍କର ୧୩ % ଏଚ.ଆଇ.ଭି ଆକ୍ରାନ୍ତ ଥାଆନ୍ତି ।

୧୯୧୩ ମସିହା ବେଳକୁ ବ୍ରିଟେନରେ କେବଳ ଯକ୍ଷ୍ମା ନିମନ୍ତେ ମେଡିକାଲ୍ ରିସର୍ଚ୍ଚ କାଉନସିଲ ଗଠନ କରାଗଲା ।

ସେ ଯକ୍ଷ୍ମା ରୋଗର ଶୀକାର ହୋଇଥିଲେ ।

|ଦାରିଦ୍ର୍ୟ ସମ୍ପର୍କୀୟ ରୋଗ ମଧ୍ୟରେ ଏଡ୍‌ସ୍, ମ୍ୟାଲେରିଆ ଓ ଯକ୍ଷ୍ମା ଗଣାଯାଏ ।

|ଆଧାର|ପଦ୍ମଶ୍ରୀ ସମ୍ମାନିତ କାପ୍ରିଓମାଇସିନ (ଇଂରାଜୀ ଭାଷାରେ Capreomycin) ଏକ ଆଣ୍ଟିବାୟୋଟିକ (antibiotic) ଯାହା ଯକ୍ଷ୍ମା ରୋଗ ଚିକିତ୍ସା ନିମନ୍ତେ ଅନ୍ୟ ଔଷଧମାନଙ୍କ ସ‌ହିତ ଦିଆଯାଏ ।

ଏମ ଆଫ୍ରିକାନମ୍ ସର୍ବତ୍ର ଦେଖାଯାଏ ନାହିଁ କିନ୍ତୁ ଆଫ୍ରିକାର ଅନେକ ସ୍ଥାନରେ ଏହା ଯୋଗୁ ଯକ୍ଷ୍ମା ହେବା ଦେଖାଯାଏ ।

ଏହି ପ୍ରଛନ୍ନ ଯକ୍ଷ୍ମା ମଧ୍ୟରୁ ପ୍ରାୟ ୧୦% ସଂକ୍ରମଣ ସକ୍ରିୟ ରୋଗରେ ପରିଣତ ହୁଏ ଯାହାକୁ ଚିକିତ୍ସା ନ କଲେ ସେଥିରୁ ଅଧେ ଲୋକ ମୃତ୍ୟୁ ବରଣ କରନ୍ତି ।

ଫୁସଫୁସ ଯକ୍ଷ୍ମାକୁ ଗ୍ରୀକ ଶବ୍ଦ ଥାଇସିସ(Phthisis)ନାମ ଦିଆ ଯାଇଥିଲା ।

ଏହି ଔଷଧ ଏକ‌କ ଭାବରେ ବା ଅନ୍ୟ ଯକ୍ଷ୍ମାରୋଧୀ ଔଷଧମାନଙ୍କ (antituberculosis medication) ସ‌ହିତ ଦିଆଯାଇପାରେ ।

ବିଶେଷତଃ ଏହା ଔଷଧରୋଧୀ ଯକ୍ଷ୍ମା (drug resistant tuberculosis) ରୋଗରେ ଅନ୍ୟାନ୍ୟ ଯକ୍ଷ୍ମା ନିବାରକ ଔଷଧ (antituberculosis medications) ସ‌ହିତ ଦିଆଯାଏ ।

|ଯକ୍ଷ୍ମା ଏକ ବାୟୁ ମାଧ୍ୟମରେ ବ୍ୟାପେ ଓ ଫୁସଫୁସ ଯକ୍ଷ୍ମା ରୋଗୀ କାଶିଲେ, ଛିଙ୍କିଲେ, ଛେପ ପକେଇଲେ ବା କଥା କ‌ହିଲେ ଏହାର ଜୀବାଣୁ ଦେହରୁ ବାହାରି ବାୟୁ ମାଧ୍ୟମରେ ବ୍ୟାପିଯାଏ ।

tuberculise's Meaning in Other Sites