tuberculosis Meaning in Odia (Oriya). ( tuberculosis ଶବ୍ଦର ଓଡିଆ ଅର୍ଥ)
ଯକ୍ଷ୍ମା,
Noun:
କ୍ଷୟ, ଯକ୍ଷ୍ମା,
People Also Search:
tuberculoustuberculum
tuberculums
tuberose
tuberoses
tuberosities
tuberosity
tuberous
tuberous root
tubers
tubes
tubfish
tubful
tubfuls
tubiform
tuberculosis తెలుగు అర్థానికి ఉదాహరణ:
ଏହି ଦଳର ସବୁଠାରୁ ଆକ୍ରମଣାତ୍ମକ ଅଣ୍ଡିରାମାନେ ଯକ୍ଷ୍ମା ରୋଗରେ ପଡ଼ି ପ୍ରାଣ ହରାଇବା ପରେ ଦଳର ଅନ୍ୟ ଅଣ୍ଡିରା ସଦସ୍ୟମାନଙ୍କ ମଧ୍ୟରେ ପୂର୍ବବତ ଆକ୍ରମଣାତ୍ମକ ସଂଘର୍ଷ ଘଟୁନଥିଲା ।
ସ୍ୱଳ୍ପ ଜନ୍ମ ଓଜନ, ଏଚ.ଆଇ.ଭି./ ଏଡସ ଓ ଯକ୍ଷ୍ମା ଓ ଅନେକ ସଂକ୍ରାମକ ରୋଗ ଏହି ରୋଗ ସୃଷ୍ଟିରେ ଭୂମିକା ନିଅନ୍ତି ।
ସର୍ବାଧିକ ମହତ୍ତ୍ୱ ଥିବା କାରକ ହେଉଛି ଏଚ.ଆଇ.ଭି, ସମୁଦାୟ ଯକ୍ଷ୍ମା ରୋଗୀଙ୍କର ୧୩ % ଏଚ.ଆଇ.ଭି ଆକ୍ରାନ୍ତ ଥାଆନ୍ତି ।
୧୯୧୩ ମସିହା ବେଳକୁ ବ୍ରିଟେନରେ କେବଳ ଯକ୍ଷ୍ମା ନିମନ୍ତେ ମେଡିକାଲ୍ ରିସର୍ଚ୍ଚ କାଉନସିଲ ଗଠନ କରାଗଲା ।
ସେ ଯକ୍ଷ୍ମା ରୋଗର ଶୀକାର ହୋଇଥିଲେ ।
|ଦାରିଦ୍ର୍ୟ ସମ୍ପର୍କୀୟ ରୋଗ ମଧ୍ୟରେ ଏଡ୍ସ୍, ମ୍ୟାଲେରିଆ ଓ ଯକ୍ଷ୍ମା ଗଣାଯାଏ ।
|ଆଧାର|ପଦ୍ମଶ୍ରୀ ସମ୍ମାନିତ କାପ୍ରିଓମାଇସିନ (ଇଂରାଜୀ ଭାଷାରେ Capreomycin) ଏକ ଆଣ୍ଟିବାୟୋଟିକ (antibiotic) ଯାହା ଯକ୍ଷ୍ମା ରୋଗ ଚିକିତ୍ସା ନିମନ୍ତେ ଅନ୍ୟ ଔଷଧମାନଙ୍କ ସହିତ ଦିଆଯାଏ ।
ଏମ ଆଫ୍ରିକାନମ୍ ସର୍ବତ୍ର ଦେଖାଯାଏ ନାହିଁ କିନ୍ତୁ ଆଫ୍ରିକାର ଅନେକ ସ୍ଥାନରେ ଏହା ଯୋଗୁ ଯକ୍ଷ୍ମା ହେବା ଦେଖାଯାଏ ।
ଏହି ପ୍ରଛନ୍ନ ଯକ୍ଷ୍ମା ମଧ୍ୟରୁ ପ୍ରାୟ ୧୦% ସଂକ୍ରମଣ ସକ୍ରିୟ ରୋଗରେ ପରିଣତ ହୁଏ ଯାହାକୁ ଚିକିତ୍ସା ନ କଲେ ସେଥିରୁ ଅଧେ ଲୋକ ମୃତ୍ୟୁ ବରଣ କରନ୍ତି ।
ଫୁସଫୁସ ଯକ୍ଷ୍ମାକୁ ଗ୍ରୀକ ଶବ୍ଦ ଥାଇସିସ(Phthisis)ନାମ ଦିଆ ଯାଇଥିଲା ।
ଏହି ଔଷଧ ଏକକ ଭାବରେ ବା ଅନ୍ୟ ଯକ୍ଷ୍ମାରୋଧୀ ଔଷଧମାନଙ୍କ (antituberculosis medication) ସହିତ ଦିଆଯାଇପାରେ ।
ବିଶେଷତଃ ଏହା ଔଷଧରୋଧୀ ଯକ୍ଷ୍ମା (drug resistant tuberculosis) ରୋଗରେ ଅନ୍ୟାନ୍ୟ ଯକ୍ଷ୍ମା ନିବାରକ ଔଷଧ (antituberculosis medications) ସହିତ ଦିଆଯାଏ ।
|ଯକ୍ଷ୍ମା ଏକ ବାୟୁ ମାଧ୍ୟମରେ ବ୍ୟାପେ ଓ ଫୁସଫୁସ ଯକ୍ଷ୍ମା ରୋଗୀ କାଶିଲେ, ଛିଙ୍କିଲେ, ଛେପ ପକେଇଲେ ବା କଥା କହିଲେ ଏହାର ଜୀବାଣୁ ଦେହରୁ ବାହାରି ବାୟୁ ମାଧ୍ୟମରେ ବ୍ୟାପିଯାଏ ।
tuberculosis's Usage Examples:
history, the disease tuberculosis has been variously known as consumption, phthisis, and the White Plague.
Australian Government and a tuberculosis sanatorium was built.
” Ben is 24 and lives in a sanitarium because he is dying of tuberculosis.
This period also saw many prisoners cured of tuberculosis, due in part to the clean air in the Adirondacks.
volvulus, endometriosis, inflammatory bowel disease, appendicitis, tumors, diverticulitis, ischemic bowel, tuberculosis and intussusception.
In 1937, Stravinsky was diagnosed with tuberculosis, which had already forced his wife and two daughters to a sanatorium in Switzerland.
After completing her secondary education she was struck down with tuberculosis in 1943.
Sick with tuberculosis, Fletcher undertook a sea voyage to convalesce but died at Mauritius during his travels.
pneumothorax ("collapsed lung") as a therapeutic treatment for pulmonary tuberculosis.
In 1937, Ralph Steinhauer was diagnosed with tuberculosis and a decision was made to send the three eldest children to a residential school.
Synonyms:
king"s evil, consumption, struma, scrofula, Pott"s disease, lupus vulgaris, phthisis, pulmonary tuberculosis, wasting disease, miliary tuberculosis, white plague, TB, infectious disease, T.B.,
Antonyms:
supply,