trimmingly Meaning in Odia (Oriya). ( trimmingly ଶବ୍ଦର ଓଡିଆ ଅର୍ଥ)
ଛେଦନ,
Noun:
ତାହା, ଛେଦନ,
People Also Search:
trimmingstrimness
trimodal
trimorphic
trimorphism
trimorphous
trims
trimurti
trin
trinal
trinary
trindled
trindling
trine
trines
trimmingly తెలుగు అర్థానికి ఉదాహరణ:
ପାନ ଖାଇଲା ବେଳେ ପତ୍ରରୁ ଶିରା ଛେଦନ କରାଯାଇଥାଏ କାରଣ ପାନଶିରା ହେଉଛି ବୁଦ୍ଧି ବିନାଶିନୀ ।
ମୂଖ୍ୟ ଆଘାତ (Major trauma), ଧୂମ୍ରପାନ (smoking), କୋକେନ (cocaine) ବ୍ୟବହାର, ଗର୍ଭାବସ୍ଥା, ବକ୍ଷ ମହାଧମନୀ ଆନିଉରିଜମ୍ (thoracic aortic aneurysm), ରକ୍ତନଳୀ ପ୍ରଦାହ (inflammation of arteries), ଓ ଡିସଲିପିଡେମିଆ (abnormal lipid levels) ରୋଗମାନଙ୍କରେ ମଧ୍ୟ ଏହି ମହାଧମନୀ ବ୍ୟବଚ୍ଛେଦନ ରୋଗ ସମ୍ଭାବନ ରହିବ ।
ପ୍ରଭାବିତ ନଳୀର ଅବସ୍ଥାନ ଏବଂ ପ୍ରକାର ଉପରେ ଲକ୍ଷଣମାନ ନିର୍ଭର କରନ୍ତି ଓ ପରବର୍ତ୍ତୀ ଲକ୍ଷଣଗୁଡ଼ିକ ଭିନ୍ନ ହୋଇପାରେ | ରୋଗ ଜଟିଳ ହେଲେ ଷ୍ଟ୍ରୋକ, ହୃଦ୍ଘାତ, ମହାଧମନୀ ବ୍ୟବଚ୍ଛେଦନ, ବୃକ୍କ ବିଫଳତା ଏବଂ କଫରେ ରକ୍ତ ପଡ଼ିପାରେ ।
କେତୋଟି ଉଦାହରଣ ଏହି ପରିପ୍ରେକ୍ଷୀରେ :|(କ) ‘‘ଆହାରେ ରମଣୀ ତୁମୋ ଶିରମଣି, ହୃଦୟକୁ ମଣି ଚାହାଁରେ|ତୋବିନେ ମଦନ କରୁଛି ଛେଦନ, କହିବି ବେଦନ କାହାରେ|ଚାହିଁ ଶୋଭାବନ ଯିବକି ଜୀବନ, ହେଉ ତୋ ଯୌବନ ସାହାରେ ।
ବଡ଼ ଲସିକା ଗ୍ରନ୍ଥିଗୁଡ଼ିକର ଛେଦନ ଓ ନିଷ୍କାସନ ଆବଶ୍ୟକ ହୋଇପାରେ ।
ପ୍ରାୟ ୧୦% କେଶ୍ରେ ବିଚ୍ଛେଦନ ବା ଆମ୍ପୁଟେସନ (amputation) ଆବଶ୍ୟକ ହୁଏ ।
ଠାଏ ଠାଏ ଯାଗାରେ ରହିଥିବା ବଣଗୁଡ଼ିକ ପ୍ରାକୃତିକ ଭାବେ ଏପରି ବିକ୍ଷିପ୍ତ ହୋଇ ସୃଷ୍ଟି ହୋଇଛନ୍ତି ବା ଇନ୍କା ସଭ୍ୟତା ସମୟରେ ଏଠାରେ ବୃକ୍ଷଛେଦନ ହୋଇ ଏପରି ଜଙ୍ଗଲ ସୃଷ୍ଟି ହୋଇଛି ତାହା କହିବା କଷ୍ଟକର ।
ବୃକ୍ଷ ଛେଦନ, କୃଷିଭୂମି ସମ୍ପ୍ରସାରଣ, ତାଳ ଓ ରବର ରୋପଣ, ଗୋରୁଗାଈଙ୍କ ଚରିବା, ଆଧୁନିକ ଭିତ୍ତିଭୂମି ସମ୍ପ୍ରସାରଣ – ଏପରି ଅନେକ କାରଣରୁ ପରିବାସ କ୍ଷୟର ମାତ୍ରା କ୍ରମଶଃ ବଢ଼ୁଛି ।
ଏହାପରେ ପ୍ରୋମେଥିଅସ୍, ହେପ୍ହାଏସ୍ତସ୍, ହର୍ମିସ୍, ଏରିସ୍ କିମ୍ବା ପାଲେମନ୍ (କିମ୍ବଦନ୍ତୀର ସ୍ରୋତାନୁସାରେ ଭିନ୍ନ ଭିନ୍ନ) ଇଆବ୍ରିସ୍ ନାମକ କୁଠାରରେ ତାଙ୍କ ଶିରଶ୍ଛେଦନ କରନ୍ତେ ସମ୍ପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ଓ ସାଞ୍ଜୁ ଖଞ୍ଜିତ ଅଥୀନା ଯୁଦ୍ଧଡାକରା ଦେଇ ଆବିର୍ଭୂତ ହେଲେ ।
ଦେବୀଙ୍କର ଏହି ରୂପ ନିଜ ମସ୍ତକ ନିଜେ ଛେଦନ କରି ଧରିଥିବାର ଦେଖାଯାଆନ୍ତି ।