trimurti Meaning in Odia (Oriya). ( trimurti ଶବ୍ଦର ଓଡିଆ ଅର୍ଥ)
ତ୍ରିମୂର୍ତ୍ତି,
ପରେ ହିନ୍ଦୁ ଧର୍ମର ଦେବତା ଏବଂ ଦେବୀମାନଙ୍କର ତ୍ରିକୋଣୀୟ |,
People Also Search:
trintrinal
trinary
trindled
trindling
trine
trines
tringle
trinidad
trinidad and tobago dollar
trinidadian
trinidadians
trining
trinitarian
trinitarianism
trimurti తెలుగు అర్థానికి ఉదాహరణ:
ତ୍ରିମୂର୍ତ୍ତିର ସମଷ୍ଟି ଶ୍ରୀପୁରୁଷୋତ୍ତମ ଅଟନ୍ତି ।
| ମୁଖ୍ୟ ଚରିତ୍ର ସମୂହ | ଦେବତା ଚରିତ୍ର |ଫ୍ରା ନାରାଇ ବା ୱିତ୍ସନୌ|ଫ୍ରା ଇଶ୍ୱାନ|ଫ୍ରା ଫ୍ରୋମ୍ – ଫ୍ରା ଇଶ୍ୱାନ ଓ ଫ୍ରା ନାରାଇଙ୍କ ସହ ଫ୍ରା ଫ୍ରୋମ୍ଙ୍କୁ ମିଶାଇ ହିନ୍ଦୁ ତ୍ରିମୂର୍ତ୍ତି ଗଠିତ|ଫ୍ରା ଉମା ଥେୱି – ଫ୍ରା ଇଶ୍ୱାନଙ୍କ ପତ୍ନୀ|ଫ୍ରା ଲକ୍ସମି – ଫ୍ରା ନାରାଇଙ୍କ ପତ୍ନୀ|ଫ୍ରା ଇନ୍ – ଥେୱଦାମାନଙ୍କ (ଦେବତାମାନଙ୍କ) ରାଜା, ପାଲିଙ୍କ ପିତା|ମାଲି ୱାରାତ (ସୁମାଳି) – ନ୍ୟାୟର ଦେବତା ।
ତ୍ରିମୂର୍ତ୍ତିର କଳ୍ପନା ଶାକ୍ତମାନଙ୍କ ମତରେ ପୃଥକ୍ ପ୍ରତିପାଦିତ ହୁଏ ।
ହିନ୍ଦୁ ବିଶ୍ୱାସର ତ୍ରିମୂର୍ତ୍ତି (ଶିବ, ବିଷ୍ଣୁ ଓ ବ୍ରହ୍ମା), ଅପସରା, ଦିବ୍ୟ ନର୍ତ୍ତକୀ, ରାବଣ ଓ ଗରୁଡ଼ ପ୍ରଭୃତିଙ୍କ ଶିଳାଚିତ୍ର ବର୍ଣ୍ଣନା ଭିତର ଗ୍ୟାଲେରିର ଶୋଭା ବଢ଼ାଇଥାଏ ।
ଅଷ୍ଟମୀ ବା ନବମୀ ଦିନ ଦଶ ବର୍ଷ ବୟସରୁ ଉଣା ବୟସର ୯ଜଣ କୁମାରୀଙ୍କୁ ଦୁର୍ଗାଙ୍କ ନଅଗୋଟି ମୂର୍ତ୍ତି, ଯଥା: କୁମାରୀ (କୁମାରିକା), ତ୍ରିମୂର୍ତ୍ତିନୀ (ତ୍ରିମୂର୍ତ୍ତି), କଲ୍ୟାଣୀ (କଳହାଣି), ରୋହିଣୀ, କାଳୀ, ଚଣ୍ଡିକା, ଶଂଭବୀ (ଶାମ୍ଭବୀ), ଦୁର୍ଗା ଓ ସୁଭଦ୍ରା ରୂପେ କଳ୍ପନା କରି ଭୋଜନ ଦିଆଯାଏ।
|ବୌଦ୍ଧ ଧର୍ମରେ ତ୍ରିମୂର୍ତ୍ତି ହେଲେ ବୁଦ୍ଧ, ଧର୍ମ ଓ ସଂଘ।
ଇନ୍ଦୋନେସିଆର ସବୁଠାରୁ ବଡ଼ ହିନ୍ଦୁ ମନ୍ଦିର ତ୍ରିମୂର୍ତ୍ତିଙ୍କ ଉଦ୍ଦେଶ୍ୟରେ ନିର୍ମିତ ଓ ଏଥିରେ ଥିବା ଶିବଙ୍କ ମନ୍ଦିରର ଉଚ୍ଚତା ୪୭ ମିଟର୍ ।
| ଆଧାର |ବଡ଼ ବିଡ଼ାଳ ବ୍ରହ୍ମା ତ୍ରିମୂର୍ତ୍ତିଙ୍କ ମଧ୍ୟରେ ଅନ୍ୟତମ ହିନ୍ଦୁମାନଙ୍କର ଏକ ଦେବତା ।
|ହିନ୍ଦୁମାନେ ତ୍ରିମୂର୍ତ୍ତି ଭାବେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କୁ ପୂଜା କରିଥାନ୍ତି।
ଅକ୍ଷୟ ମହାନ୍ତି ଓ ବିଜୟ ମିଶ୍ରଙ୍କ ସହ ମିଶି ତ୍ରିମୂର୍ତ୍ତି ଛଦ୍ମ ନାମରେ ସେ ଯାଯାବର ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।
ଯଥା – ହିନ୍ଦୁ ଧର୍ମରେ ତ୍ରିମୂର୍ତ୍ତି, ତ୍ରିଲୋକ, ତ୍ରିଦେବ, ତ୍ରି-ବାର ସତ୍ୟ ଓ ବୌଦ୍ଧ ଧର୍ମରେ ତ୍ରିରତ୍ନ ।
ତାଙ୍କ ଜେଜେମା ଜଣେ ପ୍ରଖ୍ୟାତ ନର୍ତ୍ତକୀ ଥିଲେ ଓ ତାଙ୍କ ମାଆ ଜଣେ ଗାୟିକା ଥିଲେ ଯିଏ କର୍ଣ୍ଣାଟକୀ ସଂଗୀତକାର ତ୍ରିମୂର୍ତ୍ତି ଶ୍ୟାମ ଶାସ୍ତ୍ରୀଙ୍କ (Syama Sastri) ପୁତ୍ର ଶୁବ୍ବରୟ ଶାସ୍ତ୍ରୀଙ୍କ (Subbaraya Sastri) ପାଖରୁ ଶିକ୍ଷା ଗ୍ରହଣ କରିଥିଲେ ।