<< thack thacks >>

thackeray Meaning in Odia (Oriya). ( thackeray ଶବ୍ଦର ଓଡିଆ ଅର୍ଥ)



ଠାକୁର,

ଇଂରାଜୀ ଲେଖକ (ଭାରତରେ ଜନ୍ମ),

Noun:

ଠାକରେ,

thackeray తెలుగు అర్థానికి ఉదాహరణ:

| ପର୍ଯ୍ୟଟନ |ଏହି ଗାଆଁରେ ଅଳ୍ପ ଦୂରରେ ବୁଢ଼ୀଠାକୁରାଣୀ ମନ୍ଦିର, ଶିବମନ୍ଦିର (ତ୍ରିବେଣୀଶ୍ୱର), ଗାଦୀବ୍ରହ୍ମ ମନ୍ଦିର, ତାରିଣୀ ମନ୍ଦିର ଓ ତ୍ରିନାଥ ମନ୍ଦିର ଅଛି ।

|ବାହାର ଦେଉଳି ଯୋଗାଣିଆ: ଭୋଗମଣ୍ଡପ ବାହାରକୁ ଭୋଗସାମଗ୍ରୀ ବୋହିନେବା|ବିଡ଼ିଆ ଯୋଗାଣିଆ: ଠାକୁରଙ୍କ ଲାଗି ପାନଖିଲ ସଂଗ୍ରହ କରି ଆଣି ହଡ଼ପ ନାୟକଙ୍କୁ ଯୋଗାଇବା ।

ଦକ୍ଷିଣ ଦ୍ୱାରରେ ପ୍ରବେଶ କରିବା ପରେ ମୁକ୍ତିମଣ୍ଡପ ଦେଇ ଠାକୁରଙ୍କ ଦର୍ଶନ କରିବା ପରେ ବେହରଣରେ ଆସି ବସୁଥିଲେ ।

ଏହି ନୀତିରେ ତିନିଠାକୁର ପୂର୍ବରାତ୍ରୀରେ ଧାରଣ କରିଥିବା ବଡ଼ସିଂହାର ବେଶକୁ ବଦଳ କରାଯାଏ ।

ତାଙ୍କ ନିର୍ମିତ ଆଉ କେତେକ ଜଣାଶୁଣା ଚଳଚ୍ଚିତ୍ର ହେଲା ପୁଅ ମୋର କଳା ଠାକୁର, ଚକା ଆଖି ସବୁ ଦେଖୁଛି, ଆସୁଛି ମୋ କାଳିଆ ସୁନା, ଚକାଡୋଳା କରୁଛି ଲୀଳା, ପରଦେଶୀ ବାବୁ, ରାଜାରାଣୀ ଏବଂ ତୁଳସୀ ଅପା ଆଦି ।

ଗର୍ଭଗୃହରେ ଥିବା ଠାକୁରଙ୍କୁ ଭକ୍ତ ଦର୍ଶନ କରିବାକୁ ଯାଆନ୍ତି ।

ଏହି ମନ୍ଦିରରେ ପୂଜା ପାଉଥିବା ଠାକୁର ଖୁବ୍ ପ୍ରତ୍ୟକ୍ଷ ।

କେହି କେହି ମାର୍କଣ୍ଡେୟ ପୁଷ୍କରିଣୀରେ ସ୍ନାନ, ମାର୍କଣ୍ଡେଶ୍ୱର ଶିବଙ୍କର ଦର୍ଶନ, ଅକ୍ଷୟବଟ ଓ ବଟମୂଳରେ ଥିବା ବଟେଶ୍ୱରଙ୍କୁ ଦର୍ଶନ, ମନ୍ଦିର ଭିତରେ ଗରୁଡ଼ ଓ ଠାକୁରଙ୍କୁ ଦର୍ଶନ, ଉଗ୍ରସେନଙ୍କୁ ଦର୍ଶନ କରି ସାଗର ଓ ଇନ୍ଦ୍ରଦ୍ୟୁମ୍ନରେ ସ୍ନାନ ଓ ତଦୁପରାନ୍ତ ନୃସିଂହଙ୍କୁ ଦର୍ଶନ କରିବାକୁ ପଞ୍ଚତୀର୍ଥ କହିଥାନ୍ତି ।

କାରଣ ଭକ୍ତ ଠାକୁରଙ୍କୁ ସମର୍ପିତ ନୈବେଦ୍ୟ ନିଶ୍ଚୟ ପାଇବେ, ନଚେତ ଏହା ଏକ ଅପରାଧ ବୋଲି ଧରାଯିବ ।

ରାଜାଙ୍କ ଶାସନ ପୂର୍ବରୁ ହିଁ ବ୍ରହ୍ମପୁର ଠାକୁରାଣୀ ଗ୍ରାମଦେବତୀ ରୂପେ ବ୍ରହ୍ମପୁରରେ ପୂଜା ପାଇଆସୁଥିଲେ ।

ଠାକୁରାଣୀଙ୍କ ବିଗ୍ରହ କଳାମୁଗୁନି (ମ୍ୟାଗନେଟାଇଟ) ପଥରରେ ନିର୍ମିତ ।

ତାପରେ ପୂର୍ବରୁ ଲାଗି ହୋଇଥିବା ଚାରିବାଡର ଅଧରଚୁମ୍ବିତ ଆଜ୍ଞାମାଳ ମଧ୍ୟରୁ ପ୍ରଥମେ ବଡଠାକୁର ଶ୍ରୀ ବଳଭଦ୍ରଙ୍କ ବିଗ୍ରହରୁ ଆଣନ୍ତି ଏବଂ ବଡବାଡର ବାଡଗ୍ରାହୀଙ୍କୁ ଆଜ୍ଞାମାଳ ପ୍ରଦାନ କରିଥାନ୍ତି ।

thackeray's Meaning in Other Sites