<< teachership teaches >>

teacherships Meaning in Odia (Oriya). ( teacherships ଶବ୍ଦର ଓଡିଆ ଅର୍ଥ)



ଶିକ୍ଷକତା,

ଶିକ୍ଷକ ପଦ,

Noun:

ତସ୍ତାଡି |, ଶିକ୍ଷାଦାନ ସ୍ଥିତି |, ଗୁରୁଗିରି |, ଶିକ୍ଷାଦାନ, ଶିକ୍ଷକ ପଦ,

teacherships తెలుగు అర్థానికి ఉదాహరణ:

|ବାଲ୍ୟ ଜୀବନ ଓ ଶିକ୍ଷା|ସ୍ଥାନୀୟ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ତାଙ୍କର ପିତାମାତା ତାଙ୍କୁ ତାଙ୍କ ପାଞ୍ଚଜଣ ଭଉଣୀଙ୍କ ସହିତ ଶୃଂଖଳା ଭିତରେ ଲାଳନ ପାଳନ କରିଥିଲେ।

୧୯୬୬ ମସିହାରେ ସେ ନିଜ ଗ୍ରାମରେ ଏକ ଏମ ଇ ସ୍କୁଲ ଆରମ୍ଭ କରି ସେଠାରେ ଶିକ୍ଷକତା ଆରମ୍ଭ କରିଥିଲେ ।

| ଚାକିରୀ |ସେ ବୌଦ୍ଧରେ ପ୍ରଥମେ ଶିକ୍ଷକତା ଆରମ୍ଭ କରିଥିଲେ ।

| ଉତ୍ତର ଜୀବନ |ଶିକ୍ଷକତା କରିବା ସଙ୍ଗେ ସଙ୍ଗେ ସେ ଓଡ଼ିଆ, ଇଂରାଜୀ, ସଂସ୍କୃତ ଓ ବଙ୍ଗାଳୀ ଆଦି ଭାଷାରେ ଦକ୍ଷତା ହାସଲ କରିଥିଲେ ଓ ବିଭିନ୍ନ ଆଲୋଚନାମାନଙ୍କରେ ଭାଗ ନେଇ ବାଲେଶ୍ୱରର ବୁଦ୍ଧିଜୀବି ମହଲରେ ନିଜର ସ୍ୱତନ୍ତ୍ର ସ୍ଥାନ ପ୍ରତିଷ୍ଠା କରିଥିଲେ ।

୧୯୫୧ ମସିହାରେ ସେ ପୁଣିଥରେ ଭବାନୀପାଟଣା ଫେରିଥିଲେ ଏବଂ ବ୍ରଜ ମୋହନ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରିବା ଆରମ୍ଭ କରିଥିଲେ ।

ସେ ମଧ୍ୟ ସାକ୍ଷୀଗୋପାଳ ବନ ବିଦ୍ୟଳୟରେ କିଛି ଦିନ ଶିକ୍ଷକତା କରିଥିଲେ ।

କଟକସ୍ଥିତ ରାଧାନାଥ ଟ୍ରେନିଙ୍ଗ କଲେଜରୁ ଉତ୍ତୀର୍ଣ୍ଣ ହୋଇ, ସେ ୧୯୩୫ ମସିହାରେ ଖୋର୍ଦ୍ଧା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ ।

ସ୍ନାତକ ଶିକ୍ଷା ସମାପ୍ତ କରିବାପରେ ସେ ଚିନ୍ତାମଣି ବିଦ୍ୟାପୀଠରେ କିଛି ଦିନ ଶିକ୍ଷକତା କରିଥିଲେ ।

| କର୍ମମୟ ଜୀବନ : (ଲେଖକ ଜୀବନ) |ନାରାୟଣ ଶିକ୍ଷକତାରୁ ହିଁ ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ ।

ସେଠାରେ ମଧୁବାବୁ ଇଂରାଜୀ ସାହିତ୍ୟରେ ଏମ୍.ଏ. ପାସ କଲାପରେ କଲିକତାରେ କେତେକ ସ୍କୁଲରେ ଶିକ୍ଷକତା କଲେ ।

୧୯୩୨ ମସିହାରେ ସେ କଟକ ସ୍ଥିତ 'ଶିକ୍ଷକ ତାଲିମ ବିଦ୍ୟାଳୟ'ରୁ ଶିକ୍ଷା ସମାପ୍ତ କରି ସମ୍ବଲପୁର ଜିଲ୍ଲା ସ୍କୁଲରେ ଶିକ୍ଷକତା ଆରମ୍ଭ କରିଥିଲେ ।

୩୮ବର୍ଷର ଶିକ୍ଷକତା ମଧ୍ୟରେ ସେ ଦୁଇଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ ।

ସେ ଶିକ୍ଷକତାରୁ ଅବ୍ୟାହତି ନେଇ ରାଜନୀତିରେ ଯୋଗ ଦେଇଥିଲେ ।

teacherships's Usage Examples:

As demand grew, senior girls were awarded "student-teacherships" to proceed to Maria Grey Training College for further training.



Synonyms:

post, place, spot, office, berth, position, billet, situation,

Antonyms:

e-mail, email, electronic mail, deglycerolize, disarrange,

teacherships's Meaning in Other Sites