suspiciousness Meaning in Odia (Oriya). ( suspiciousness ଶବ୍ଦର ଓଡିଆ ଅର୍ଥ)
ସନ୍ଦେହ,
ଏକ ସନ୍ଦେହଜନକ ପ୍ରକୃତିର |,
People Also Search:
suspirationsuspirations
suspire
suspired
suspires
suspiring
suspirious
susses
sussex
sustain
sustainability
sustainable
sustainably
sustained
sustained effort
suspiciousness తెలుగు అర్థానికి ఉదాహరణ:
ପ୍ରାୟ ୧୦%ରୁ କମ୍ ଚର୍ମ ପ୍ରଭାବିତ ହୋଇଥିଲେ ଏହି ରୋଗ ସନ୍ଦେହ କରାଯାଏ ।
ଏହି ରାଜ୍ୟରେ ଥିବା ଖାଦାନ ଶ୍ରମିକଙ୍କ ସହ ଅଧିକାଂଶ ଲୋକ ରକ୍ଷଣଶୀଳ ପ୍ରୋଟେଷ୍ଟାଣ୍ଟ ଧର୍ମାବଲମ୍ବୀ ଥିଲେ ଓ କେନେଡ଼ି ରୋମାନ କ୍ୟାଥଲିକ ହୋଇଥିବାରୁ ତାଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ ।
ଆଇବିଏମ ଏହି ଘୋଷଣାର ସତ୍ୟତା ଏବଂ ବାସ୍ତବ ଦୁନିଆରେ ଏହାର ଉପଯୋଗକୁ ନେଇ ସନ୍ଦେହ ଉଠାଇଥିଲା, ତଥାପି କ୍ୱାଣ୍ଟମ କମ୍ପ୍ୟୁଟିଙ୍ଗ ଦୁନିଆରେ ଏହା ଏକ ମୂଳଦୁଆ ସ୍ଥାପନ କରିଥିଲା ।
ପରିସ୍ରାରେ କ୍ୟାଲସିଅମ ଅକ୍ସାଲେଟ କ୍ରିସ୍ଟାଲ (calcium oxalate crystals) ମିଳିଲେ ବା ଏସିଡୋସିସ (acidosis) ବା ଅଧିକ ଅସମୋଲ ଗ୍ୟାପ (osmol gap) ରକ୍ତରେ ଥିଲେ ଏହି ରୋଗ ସନ୍ଦେହ କରାଯାଏ ।
ସେ ବ୍ରାହ୍ମଣ ହୋଇଥିବା ବିଷୟ ସନ୍ଦେହାତ୍ମକ ଥିଲେ ମଧ୍ୟ ହିନ୍ଦୁ (Hindu) ସାଧୁ (ascetic) ରାମାନନ୍ଦ (Ramananda) ସେହି ସମ୍ବନ୍ଧରେ ପ୍ରଭାବ ପକେଇଥିଲେ ।
|ତା’ପରେ ଜରାସନ୍ଧ ମଧ୍ୟରାତ୍ରିରେ ଆସିଥିଲେ କିନ୍ତୁ ଏହି ତିନିଜଣଙ୍କ ଉପରେ ତାଙ୍କର କିଛି ସନ୍ଦେହ ଥିଲା ଯେ ସେମାନେ ବ୍ରାହ୍ମଣ ନୁହନ୍ତି କାରଣ ସେମାନେ ଶରୀରରୁ କ୍ଷତ୍ରିୟଙ୍କ ଭାବ ଦେଖାଯାଉଥିଲେ ।
କାହ୍ନୋପାତ୍ରାଙ୍କ ପିତା ବିଷୟରେ ଶମା ନିଶ୍ଚିତ ନଥିଲେ ମଧ୍ୟ ଟାଉନର ମୁଖିଆ ସଦାଶିବ ମାଲଗୁଜର ତାଙ୍କ ପିତା ହୋଇଥିବା ସନ୍ଦେହ କରନ୍ତି ।
ସ୍ୟମନ୍ତକ ମଣି ନିମିତ୍ତ କୃଷ୍ଣ ପ୍ରସେନ଼ଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଥିଲା ।
ଗୋବିନ୍ଦଚନ୍ଦ୍ରଙ୍କ ମନରୁ ସବୁ ସନ୍ଦେହ ଦୂର ହୋଇଗଲା, ଯୋଗୀହେବା ପାଇଁ ପ୍ରସ୍ତୁତ ହେଲେ ।
ଆଉରଙ୍ଗଜେବ ରାଜପୁତମାନଙ୍କ ପ୍ରତି ଅନୁଦାର ନୀତି ପ୍ରୟୋଗ କରି ସେମାନଙ୍କୁ ସନ୍ଦେହପୂର୍ଣ୍ଣ ଚକ୍ଷୁରେ ଦେଖିବାରୁ ସେମାନେ ମୋଗଲ ସାମ୍ରାଜ୍ୟ ବିରୋଧରେ ଯୁଦ୍ଧ କରିବାରେ ଲାଗିଲେ ।
କେଉଁ ଆବାହମାନ କାଳରୁ ରୀତିନୀତିରେ ତନ୍ତ୍ରପାଠ ଚାଲିଆସୁଛି, ଯାହାକି ନିଃସନ୍ଦେହରେ ପ୍ରମାଣ କରେ ଏହା ଏକ ମହାନ ଶାକ୍ତ ତନ୍ତ୍ରପୀଠ ।
ପରଦିନ ନାଥନନା ସତୀକୁ ନରହରି ମିଶ୍ରଙ୍କ ଘରକୁ ଛାଡ଼ିବାକୁ ପହଞ୍ଚେ କିନ୍ତୁ ପତ୍ନୀର ଚରିତ୍ରକୁ ସନ୍ଦେହ କରି ମିଶ୍ରେ 'ସତୀ'କୁ ଘରେ ପୁରାନ୍ତି ନାହିଁ ।
suspiciousness's Usage Examples:
beloved cat and the realization that his lover was a killer, fights his suspiciousness and love for Stefan.
latter"s decision to levy 100,000 tomans on him combined with Nader"s suspiciousness.
/ Office of Inspector General eventually confront Claire about the suspiciousness in her immigration paperwork, and she admits to the sexual arrangement.
masculine or feminine interests/behaviors 56 6 Pa Paranoia Level of trust, suspiciousness, sensitivity 40 7 Pt Psychasthenia Worry, anxiety, tension, doubts,.
The criminal has to use the defenselessness AND the unsuspiciousness.
mental disorder characterized by paranoia and a pervasive, long-standing suspiciousness and generalized mistrust of others.
After meeting Kim Beom-joon"s brother, he developed suspiciousness of his wife and son"s death and decided to re-investigate the case.
self-complacence one-way affectivity high suspiciousness, stubbornness, paltriness, and rancor Paranoid personality disorder.
The would-be killer finds Matthew at his ranch and after some initial suspiciousness, Matthew and Clayton become friends, even though Matthew correctly guesses.
vague, circumstantial, metaphorical, overelaborate, or stereotyped) suspiciousness or paranoid ideation inappropriate or constricted affect strange behavior.
delusions, and a pervasive, long-standing suspiciousness and generalized mistrust of others.
characterized by paranoid delusions, and a pervasive, long-standing suspiciousness and generalized mistrust of others.
equivalence between the legislature and the executive reflects the suspiciousness among the members of the National Assembly and resulted in the paralysis.
Synonyms:
distrustfulness, suspicion, distrust, mistrust,
Antonyms:
trust, certainty, believe, testamentary trust, grantor trust,