sustainable Meaning in Odia (Oriya). ( sustainable ଶବ୍ଦର ଓଡିଆ ଅର୍ଥ)
ସ୍ଥାୟୀ,
Adjective:
ସ୍ଥାୟୀ,
People Also Search:
sustainablysustained
sustained effort
sustainedly
sustainer
sustainers
sustaining
sustaining pedal
sustaining program
sustainment
sustainments
sustains
sustenance
sustenances
sustence
sustainable తెలుగు అర్థానికి ఉదాహరణ:
ରକ୍ତାଭାବ ପ୍ରାୟାପିଜ୍ମ ହେବାର ୪ ଘଣ୍ଟା ପରେ ସ୍ଥାୟୀ ସ୍କାର ହେବା ଆରମ୍ଭ ହୋଇଯାଏ ୪୮ ଘଣ୍ଟା ପରେ ନିଧାର୍ଯ୍ୟ ଭାବରେ ଏହା ସଂଘଟିତ ହୁଏ ।
ମଦ୍ୟପାନ ପରେ ମିଳୁଥିବା କ୍ଷଣ ସ୍ଥାୟୀ ସୁଖ ବାସ୍ତବିକ ଜୀବନ ଠାରୁ ଦୁରକୁ ଚାଲିଯିବାର ଏକ ରାସ୍ତା ଦେଖାଇଥାଏ, ତେଣୁ ଧୀରେ ଧୀରେ ପାନ କରି ଏହା ମଦ୍ୟ ଆସକ୍ତି ରୂପ ନେଇଯାଏ ।
ଯାଯାବର ଅବସ୍ଥାରୁ ଓହରି ଆସି କୃଷିକର୍ମକୁ ଆଦରି ନେବା ପରେ ମନୁଷ୍ୟ ସ୍ଥାୟୀ ବସତି ସ୍ଥାପନ କଲା ।
୧୯୦୬ରେ ଏହି ଦମ୍ପତି ଦକ୍ଷିଣ ଇଂଲଣ୍ଡର Hertfordshire village ନାମକ ସ୍ଥାନରେ ସ୍ଥାୟୀ ଭାବରେ ବାସ କଲେ ।
ଯୋଡ଼ି ହୋଇ ବା ଏକ ଅସ୍ଥାୟୀ ଦଳରେ ଏମାନଙ୍କୁ ଖାଇବାର ଦେଖିବାକୁ ମିଳେ ।
ସଂହତି ବ୍ୟତୀତ କୌଣସି ସ୍ଥାୟୀ କାମ ସମ୍ଭବ ନୁହେଁ ।
ତାଙ୍କ ପିତା ଉପେନ୍ଦ୍ରନାଥ ଗାଙ୍ଗୁଲୀ ସେହି ସମୟର ପୂର୍ବ ବଙ୍ଗର ବରିସାଲ ଜିଲ୍ଲା ( ବର୍ତ୍ତମାନ ବାଂଲାଦେଶ ଅନ୍ତର୍ଭୁକ୍ତ )ରୁ ଆସି ସେଠାରେ ସ୍ଥାୟୀ ଭାବରେ ବସବାସ କରୁଥିଲେ ।
ପାକିସ୍ତାନରେ ଜଳର ଆବଶ୍ୟକତାକୁ ତୁରନ୍ତ ପୂରଣ କରିବା ପାଇଁ ଏହି ବୁଝାମଣା ଏକ ସାମୟିକ ସମାଧାନ ଥିଲା ଓ ଏକ ସ୍ଥାୟୀ ସମାଧାନ ପାଇଁ ପରେ ଅନେକ ଆଲୋଚନା କରାଯାଇଥିଲା ।
ବିଭିନ୍ନ କମ୍ପ୍ୟୁଟରେ ମଧ୍ୟରେ ହେଉଥିବା ବ୍ୟବସାୟିକ କାରବାର ସ୍ଥାୟୀ ରୂପେ ଏହି ହିସାବଖାତାରେ ଲିପିବଦ୍ଧ ହେଉଥାଏ ଯାହାକୁ ପିଛିଲା ଭାବେ ବଦଳାଇବା କଷ୍ଟସାଧ୍ୟ ।
|ତୀବ୍ରତା|ହଠାତ ରୋଗ ତୀବ୍ର ହେଲେ ସ୍ୱଲ୍ପସ୍ଥାୟୀ ଶ୍ୱାସନଳୀପ୍ରସାରଣକାରୀ ଔଷଧ ଅଧିକ ଦେଇ ଚିକିତ୍ସା କରାଯାଏ ।
u କ୍ୱାର୍କ୍ ଓ d କ୍ୱାର୍କର ବସ୍ତୁତ୍ୱ ଅନ୍ୟ ସବୁ କ୍ୱାର୍କମାନଙ୍କଠାରୁ କମ୍; ଆଉ ସେଥିପାଇଁ ସେମାନେ ସବୁଠାରୁ ସ୍ଥାୟୀ ।
ମାନବ ସଭ୍ୟତାର ପ୍ରଥମ ପର୍ଯ୍ୟାୟରେ ମଣିଷ କୌଣସି ସ୍ଥାୟୀ ବସବାସ କରିପାରି ନ ଥିଲା ।
sustainable's Usage Examples:
, and Wayne Silby, SVN encompasses around 500 national and international leaders of both for-profit and non-profit sustainable enterprises.
The country is still facing the difficult task of reconstruction and recovery, while public debt is unsustainable and.
The goal of each electron is to increase its energy to the highest level of sustainable excitement; that is, to contain the most information within the largest stable system of organization possible.
three goals in its arctic policy: protecting and preserving the Arctic in unison with its population; promoting the sustainable use of resources; international.
And this absolute pauperisation is large decline of capitalism, unsustainable in the long term.
early 1830s the established system of poor relief was proving to be unsustainable.
and Natural Resources) is an international organization working in the field of nature conservation and sustainable use of natural resources.
Council (GSTC) to help port cities analyze how to manage tourism flows and map out a road map for a sustainable future.
Farming live fish is gaining popularity as tastes for live fish are burgeoning across South Asia and countries look to become more and more self sustainable, this is apparent in nations with sizable Chinese populations such as Indonesia and Malaysia.
sustainable economic growth as the zone is wound down, or whether by special pleading or inertia, breaks and incentives remain in place to stop "capital.
Newer ecoauthoritarian thought underlines the tradeoffs and lack of legitimacy of unsustainable politics in a democracy.
Agenda 2063 is a blueprint aiming at developing pan-African area into a sustainable, inclusive, integrated, democratic and prosperous Africa through implementation plans and flagship projects.
The project aims at increasing total culturable command area (the sustainable area which can be irrigated after accounting.