<< sunrises sunroof >>

sunrising Meaning in Odia (Oriya). ( sunrising ଶବ୍ଦର ଓଡିଆ ଅର୍ଥ)



ସୂର୍ଯ୍ୟୋଦୟ,

Adjective:

ଚମତ୍କାର |,

People Also Search:

sunroof
sunroom
suns
sunscreen
sunscreens
sunset
sunsets
sunshade
sunshades
sunshine
sunshines
sunshiny
sunspot
sunspots
sunstar

sunrising తెలుగు అర్థానికి ఉదాహరణ:

କିନ୍ତୁ, ସୂର୍ଯ୍ୟୋଦୟ ହେବା ବେଳେ ତାଙ୍କର ଦେହାନ୍ତ ଘଟିଲା ।

| ପୂଜାବିଧି |ସୂର୍ଯ୍ୟୋଦୟ ପୂର୍ବରୁ ବିଦ୍ୟାର୍ଥୀଗଣ ଉଠି ଫୁଲ ତୋଳନ୍ତି ।

ମାଆ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଲେ ।

ପୁଣି, ଏହି ଦିନରେ ସୂର୍ଯ୍ୟୋଦୟ ପୂର୍ବରୁ ତେଲ ମାଲିସ କରି ସ୍ନାନ କରାଯାଏ, ଯାହାକୁ କହାଯାଏ ଅଭ୍ୟଙ୍ଗ ସ୍ନାନୀ ।

ଅତି ନିଷ୍ଠାର ସହ ତୃତୀୟା ଦିନ ସୂର୍ଯ୍ୟୋଦୟଠାରୁ ଚତୁର୍ଥୀ ଦିନ ପ୍ରତ୍ୟୁଷ ପର୍ଯ୍ୟନ୍ତ ଉପବାସ ରହିବାକୁ ହୁଏ ।

|ଚନ୍ଦ୍ରଭାଗାର ବଳିଦାନ ହୁଏତଃ ଭୂଲାଯାଇପାରେ କିନ୍ତୁ ତାଙ୍କ ନାମରେ ନାମିତ ସ୍ଥାନ ଏକ ପବିତ୍ର ଭୂମି ଏବଂ ସୂର୍ଯ୍ୟୋଦୟର ଭୂମି ଭାବରେ ଜଣାଶୁଣା ।

ଫଳରେ ମହାତ୍ମାଗାନ୍ଧୀ ୧୯୨୧ରେ ଗଞ୍ଜାମ ଭ୍ରମଣରେ ଆସି ବ୍ରହ୍ମପୁରଠାରେ ଉଭୟ କମିଟିର କର୍ମକର୍ତ୍ତାଙ୍କ ଦାବି ଶୁଣି ଏହି ଅବସରରେ ହୋଇଥିବା ଏକ ବିରାଟ ସଭାରେ କହିଥିଲେ – କାଲି ସୂର୍ଯ୍ୟୋଦୟ ପୂର୍ବରୁ ଓଡ଼ିଆ ଓ ତେଲେଙ୍ଗା ଗଣ୍ଡଗୋଳର ସମାଧାନ ହେବା ଉଚିତ।

ଏଠାରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଦୃଶ୍ୟ ଅତ୍ୟନ୍ତ ମନୋରମ ।

ପାଗ ଯେପରି ହେଉ ନା କାହିକି ସୂର୍ଯ୍ୟୋଦୟ ପରଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଜାତୀୟ ପତାକା ଉଡ଼ାଇବା ବିଧି ରହିଛି ।

କେଲିମୁଟୁରେ ସୂର୍ଯ୍ୟୋଦୟ ଦେଖିବା ପାଇଁ ପର୍ଯ୍ୟଟକମାନଙ୍କୁ ମୋନିରେ ରାତ୍ରି ବିଶ୍ରାମ କରିବାକୁ ପଡ଼ିଥାଏ ।

ଏହାର ସ୍ୱର୍ଣିମ ବେଳାଭୂମିରେ ସୂର୍ଯ୍ୟାସ୍ତ ଓ ସୂର୍ଯ୍ୟୋଦୟର ଦୃଶ୍ୟ ଅତ୍ୟନ୍ତ ମନୋରମ ।

sunrising's Usage Examples:

changes colors and depths throughout the day and seasons including the sunrising on the horizon of the mural.


The sunrising scene seen here is breathtaking and climbing 1365 steps to reach the point.



sunrising's Meaning in Other Sites