sunsets Meaning in Odia (Oriya). ( sunsets ଶବ୍ଦର ଓଡିଆ ଅର୍ଥ)
ସୂର୍ଯ୍ୟାସ୍ତ,
Noun:
ସୂର୍ଯ୍ୟାସ୍ତ |,
People Also Search:
sunshadesunshades
sunshine
sunshines
sunshiny
sunspot
sunspots
sunstar
sunstone
sunstones
sunstroke
sunstruck
sunsuit
sunsuits
sunt
sunsets తెలుగు అర్థానికి ఉదాహరణ:
|ଯାତ୍ରା କାର୍ଯ୍ୟକ୍ରମ|ପରମ୍ପରାନୁଯାୟୀ ମୈତ୍ରେୟ ଋଷିଙ୍କ ଆଶ୍ରମ ତଥା ଶାମ୍ବଙ୍କ ସାଧନା ପୀଠ ଅନନ୍ତ ଅବଧୂତ ମଠରେ ବିଶ୍ୱଶାନ୍ତି ଗ୍ରହଯଜ୍ଞ ଅନୁଷ୍ଠିତ ହୋଇ ଶାମ୍ବ ଦଶମୀ ପୂର୍ବଦିନ ସୂର୍ଯ୍ୟାସ୍ତ ପୂର୍ବରୁ ପୂର୍ଣ୍ଣାହୁତି ଦିଆଯାଇଥାଏ ।
| ଗ୍ରାଫ୍ରୁ ଗ୍ରହ ଗତିବିଧିର ସୂଚନା |ସୂର୍ଯ୍ୟ ଉଦୟ ସମୟରେ ଉଦୟ ହେବାକୁ ଥିବା ବା ସୂର୍ଯ୍ୟାସ୍ତ ସମୟରେ ଅସ୍ତ ହେଉଥିବା ଗ୍ରହଗୁଡ଼ିକ ସୂର୍ଯ୍ୟର ଅତି ପାଖରେ ଥିବାରୁ ଦେଖାଯାଏନାହିଁ।
ଏଥିପାଇଁ ସୂର୍ଯ୍ୟାସ୍ତ ସମୟର ଚନ୍ଦ୍ର କ୍ଷୀଣ ଉଜ୍ଜ୍ୱଳ ଦେଖାଦିଏ ।
ରୋଜା ପାଳୁଥିବା ବ୍ୟକ୍ତି ଦିନଯାକ ଜଳଗ୍ରହଣ କରନ୍ତି ନାହିଁ ଓ ସୂର୍ଯ୍ୟାସ୍ତ ପରେ ଇଫତାରରେ (ରୋଜାର ପାରଣା) ଖାଦ୍ୟଗ୍ରହଣ କରନ୍ତି ।
ତାଙ୍କର ପ୍ରଥମ ଗଳ୍ପ ପୁସ୍ତକ ସବୁଜପତ୍ରରେ ସୂର୍ଯ୍ୟାସ୍ତର ରଙ୍ଗ ୧୯୮୭ ମସିହାରେ ପ୍ରକାଶ ପାଇଥିଲା ।
|ସନ୍ଧ୍ୟା ଧୂପ|ଋତୁ ଅନୁସାରେ ସନ୍ଧ୍ୟା ଆରତୀର ସମୟ ବଦଳିଥାଏ, କାରଣ ସୂର୍ଯ୍ୟାସ୍ତ ପରେ ଗୋଧୂଳି ଲଗ୍ନରେ ଏହି ବେଶ ଅନୁଷ୍ଠିତ ହୋଇଥାଏ ।
| ଟୁରିଜମ |ଦୃଶମା କାଳରେ ଏଠାରେ ସୁର୍ଜ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦୃଶ୍ୟ ମନୋରମା ହେଇଥାଏ ।
ଏହିଦିନ ସୂର୍ଯ୍ୟାସ୍ତ ବେଳକୁ ଗ୍ରହଟି ଉଦୟ ହୋଇ ରାତି ସାରା ଆକାଶରେ ରହିବ ଏବଂ ତା ପରଦିନ ସୂର୍ଯ୍ୟ ଉଦୟ ସମୟରେ ଅସ୍ତ ହେବ।
ସୂର୍ଯ୍ୟ ଜଣେ ମୁଖ୍ୟ ଦେବତା ରୂପେ ପରିଗଣିତ ହେଉଥିଲେ ଓ ସୂର୍ଯ୍ୟାସ୍ତ (ସୂର୍ଯ୍ୟ ଭୂମିକୁ ପ୍ରବେଶ କରି ଅସ୍ତ ହେବା) ଉପମାକୁ ଆଖି ଆଗରେ ରଖି ତୋନିରମାନ ନିର୍ମାଣ କରାଯାଉଥିଲା ।
sunsets's Usage Examples:
noons, and red-orange sunsets that swiftly slide from purple to black", hypothesizing that Ohlson"s experience growing up and working long days on the family"s.
The sunsets and sunrises each align twice a year, on dates evenly spaced around the summer solstice.
The eruption of Mount Tambora in April 1815 created magnificent sunrises and sunsets which may have inspired Turner"s paintings in this period.
In Part II, the Lady complains about her age, envies her visitor"s youth, and says that April sunsets and memories of Paris reconcile.
This is achieved by observing sunrises and sunsets during a satellite orbit.
Atlantic Ocean and with the unique characteristic in Argentina of having both sunrises and sunsets over the sea.
The top of the hill is a popular area to watch sunsets.
Sahara dust is on occasion present in sunsets across Florida.
Sailing is also a pastime in the area but make sure that you finished all of your activities before the sunsets or else, manananggals will feast on your poor body when you are out in the open at night.
She enjoyed sunrises, sunsets and moonrises—and developed a fondness for intense and nocturnal colors.
weeks around the summer solstice in June during which sunsets are late, sunrises are early and darkness is never complete.
In the highland corn fields near Mhondoro, beneath Zimbabwe's big skies full of large birds, battleship clouds, and horsetail sunsets, Mujuru reaffirmed his ties to the mbira.
Synonyms:
old,
Antonyms:
day, new,