<< solemnisation solemnise >>

solemnisations Meaning in Odia (Oriya). ( solemnisations ଶବ୍ଦର ଓଡିଆ ଅର୍ଥ)



ସମାରୋହ,

ସମସ୍ତ ଉପଯୁକ୍ତ ସମାରୋହ ସହିତ ଏକ ସାକ୍ରାମାଣ୍ଟ କିମ୍ବା ବହୁ ସମାରୋହର ସର୍ବଭାରତୀୟ ପ୍ରଦର୍ଶନ |,

solemnisations తెలుగు అర్థానికి ఉదాహరణ:

  ମନ୍ଦିରରେ ପ୍ରତିବର୍ଷ ରଥଯାତ୍ରା ମହାସମାରୋହରେ ପାଳନ କରାଯାଏ ।

|ଆୟୋଜନ|2018 ମସିହା ଶୀତକାଳୀନ ଅଲିମ୍ପିକର ଉଦ୍ଘାଟନ ସମାରୋହ ୯ ଫେବୃୟାରୀ ୨୦୧୮ ମସିହାରେ ପ୍ୟୋଙ୍ଗଚାଙ୍ଗ ଅଲିମ୍ପିକ ଷ୍ଟାଡିୟମରେ ଆୟୋଜିତ କରାଯାଇଛି; ୧୦୦ ମିଲିୟନ ଆମେରିକା ଡଲାରର ଉପଯୋଗ କେବଳ ଏହି ଅଲିମ୍ପିକ ଓ ପୌରାଲମ୍ପିକ ସମାରୋହ ପାଇଁ କରାଯାଇଛି ଓ ଆୟୋଜନର ସମାପ୍ତ ହେବାପରେ ତାକୁ ଧ୍ୱସ୍ତ କରିଦିଆଯିବ ।

ଏହି ଯାତ୍ରାଟି ବୈଶାଖମାସ ଶୁକ୍ଳପକ୍ଷ ଅକ୍ଷୟ ତୃତୀୟା ତିଥିରୁ ଆରମ୍ଭ ହୋଇ ୨୧ ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ମହାସମାରୋହରେ ଅନୁଷ୍ଠିତ ହୋଇଥାଏ ।

ସେ "ସମାରୋହ" ପତ୍ରିକାର ସମ୍ପାଦନା କରିଥାନ୍ତି ।

|ଓସେନିଆ| ଅଷ୍ଟ୍ରେଲିଆ |ଡୁଫ୍ – ଏହା ମୁକ୍ତାକାଶ ତଳେ ହେଉଥିବା ଏକ ସମାରୋହ

ଏହା ବ୍ୟତୀତ ବାର୍ଷିକ ଖେଳକୁଦ ସମାରୋହ, ପର୍ବପର୍ବାଣିରେ ଅନୁଷ୍ଠିତ ମେଳାରେ କୁକୁଡ଼ା ଲଢ଼େଇ ପ୍ରତିଯୋଗିତା ଆୟୋଯିତ ହୋଇଥାଏ ।

୨୦୧୫ ମସିହା ନଭେମ୍ବର ୨୦ ତାରିଖ ଦିନ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ପୁରସ୍କାର ପ୍ରଦାନ ସମାରୋହରେ ସେ ଏହି ପୁରସ୍କାରଦ୍ୱାରା ସମ୍ମାନିତ ହୋଇଥିଲେ ।

| ଉଦଘାଟନ ସମାରୋହ |୨୭ ନଭେମ୍ବରରେ ହକି ବିଶ୍ୱ କପ କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହୋଇଥିଲା ।

ଏହା ସ୍କାଣ୍ଡିନେଭିଆର ସର୍ବବୃହତ୍ ସଙ୍ଗୀତ ସମାରୋହ

| ଓଡ଼ିଶାରେ |ଓଡ଼ିଶାର ପୁରପଲ୍ଲୀରେ ଏହି ଉତ୍ସବ ମହା ସମାରୋହରେ ପାଳନ କରାଯାଏ ।

| ସରକାରୀ ସଭାରେ ଅଂଶଗ୍ରହଣ |୨୦୧୯ରେ ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁଖ୍ୟ ସଚିବ ପି.କେ ମିଶ୍ରଙ୍କ ସହ ଆୟୋଜିତ ହୋଇଥିବା ସମାରୋହରେ ଯୋଗ ଦେଇଥିଲେ ।

ଐତିହାସିକ ସହର କଟକର ହଜାର ବର୍ଷପୂର୍ତ୍ତୀ ଉପଲକ୍ଷେ ହୋଇଥିବା ସମାରୋହର ସେ ଥିଲେ ମୁଖ୍ୟ ବିନ୍ଧାଣୀ ।

solemnisations's Meaning in Other Sites