solemnizers Meaning in Odia (Oriya). ( solemnizers ଶବ୍ଦର ଓଡିଆ ଅର୍ଥ)
ସମାରୋହ,
Verb:
ସମାରୋହ ପାଳନ କରନ୍ତୁ |,
People Also Search:
solemnizessolemnizing
solemnly
solemnness
solen
soleness
solenoid
solenoidal
solenoids
solent
soler
soles
solet
soleus
soleuses
solemnizers తెలుగు అర్థానికి ఉదాహరణ:
ମନ୍ଦିରରେ ପ୍ରତିବର୍ଷ ରଥଯାତ୍ରା ମହାସମାରୋହରେ ପାଳନ କରାଯାଏ ।
|ଆୟୋଜନ|2018 ମସିହା ଶୀତକାଳୀନ ଅଲିମ୍ପିକର ଉଦ୍ଘାଟନ ସମାରୋହ ୯ ଫେବୃୟାରୀ ୨୦୧୮ ମସିହାରେ ପ୍ୟୋଙ୍ଗଚାଙ୍ଗ ଅଲିମ୍ପିକ ଷ୍ଟାଡିୟମରେ ଆୟୋଜିତ କରାଯାଇଛି; ୧୦୦ ମିଲିୟନ ଆମେରିକା ଡଲାରର ଉପଯୋଗ କେବଳ ଏହି ଅଲିମ୍ପିକ ଓ ପୌରାଲମ୍ପିକ ସମାରୋହ ପାଇଁ କରାଯାଇଛି ଓ ଆୟୋଜନର ସମାପ୍ତ ହେବାପରେ ତାକୁ ଧ୍ୱସ୍ତ କରିଦିଆଯିବ ।
ଏହି ଯାତ୍ରାଟି ବୈଶାଖମାସ ଶୁକ୍ଳପକ୍ଷ ଅକ୍ଷୟ ତୃତୀୟା ତିଥିରୁ ଆରମ୍ଭ ହୋଇ ୨୧ ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ମହାସମାରୋହରେ ଅନୁଷ୍ଠିତ ହୋଇଥାଏ ।
ସେ "ସମାରୋହ" ପତ୍ରିକାର ସମ୍ପାଦନା କରିଥାନ୍ତି ।
|ଓସେନିଆ| ଅଷ୍ଟ୍ରେଲିଆ |ଡୁଫ୍ – ଏହା ମୁକ୍ତାକାଶ ତଳେ ହେଉଥିବା ଏକ ସମାରୋହ ।
ଏହା ବ୍ୟତୀତ ବାର୍ଷିକ ଖେଳକୁଦ ସମାରୋହ, ପର୍ବପର୍ବାଣିରେ ଅନୁଷ୍ଠିତ ମେଳାରେ କୁକୁଡ଼ା ଲଢ଼େଇ ପ୍ରତିଯୋଗିତା ଆୟୋଯିତ ହୋଇଥାଏ ।
୨୦୧୫ ମସିହା ନଭେମ୍ବର ୨୦ ତାରିଖ ଦିନ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ପୁରସ୍କାର ପ୍ରଦାନ ସମାରୋହରେ ସେ ଏହି ପୁରସ୍କାରଦ୍ୱାରା ସମ୍ମାନିତ ହୋଇଥିଲେ ।
| ଉଦଘାଟନ ସମାରୋହ |୨୭ ନଭେମ୍ବରରେ ହକି ବିଶ୍ୱ କପ କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହୋଇଥିଲା ।
ଏହା ସ୍କାଣ୍ଡିନେଭିଆର ସର୍ବବୃହତ୍ ସଙ୍ଗୀତ ସମାରୋହ ।
| ଓଡ଼ିଶାରେ |ଓଡ଼ିଶାର ପୁରପଲ୍ଲୀରେ ଏହି ଉତ୍ସବ ମହା ସମାରୋହରେ ପାଳନ କରାଯାଏ ।
| ସରକାରୀ ସଭାରେ ଅଂଶଗ୍ରହଣ |୨୦୧୯ରେ ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁଖ୍ୟ ସଚିବ ପି.କେ ମିଶ୍ରଙ୍କ ସହ ଆୟୋଜିତ ହୋଇଥିବା ସମାରୋହରେ ଯୋଗ ଦେଇଥିଲେ ।
ଐତିହାସିକ ସହର କଟକର ହଜାର ବର୍ଷପୂର୍ତ୍ତୀ ଉପଲକ୍ଷେ ହୋଇଥିବା ସମାରୋହର ସେ ଥିଲେ ମୁଖ୍ୟ ବିନ୍ଧାଣୀ ।