singers Meaning in Odia (Oriya). ( singers ଶବ୍ଦର ଓଡିଆ ଅର୍ଥ)
ଗାୟକମାନେ, କବି, ଗାୟକ, ଗାଅ,
Noun:
କବି, ଗାୟକ, ଗାଅ,
People Also Search:
singessingh
singhalese
singing
singing bird
singings
single
single barreled
single barrelled
single bedded
single breasted
single breasted jacket
single celled
single channel
single decker
singers తెలుగు అర్థానికి ఉదాహరణ:
ତାଙ୍କୁ ସଂକୀର୍ତ୍ତନର ପିତା ବୋଲି କୁହାଯାଏ, ଓଡ଼ିଶାର ସଂକୀର୍ତ୍ତନ ଗାୟକମାନେ କୀର୍ତ୍ତନ ଆରମ୍ଭରେ "ମମ ପ୍ରାଣ ଗୌରାଙ୍ଗ ହେ' ବୋଲି ଉଚ୍ଚାରଣ କରନ୍ତି ।
ଚଳଚ୍ଚିତ୍ରରେ କଣ୍ଠଦାନ କରିଥିବା ପ୍ରମୁଖ ଗାୟକମାନେ ହେଲେ: ଉଦିତ ନାରାୟଣ, ବିନୋଦ ରାଠୋଡ, କୁଳଦୀପ, ଦିକ୍ସୁ, ସତ୍ୟଜିତ୍ ପ୍ରଧାନ ।
ବୋନି ଚକ୍ରବର୍ତ୍ତୀ, ଶିବାନୀ ଦାସ, ଗୌତମ ଗାଙ୍ଗୁଲି, ଇରା ମହାନ୍ତି, ମାନସ ପ୍ରିତମ, ରତି ସତପଥୀ ଆଦି ଗାୟକମାନେ ଏହି କଥାଚିତ୍ରର ଗୀତଗୁଡ଼ିକ ଗାଇଥିଲେ ।
ତାଙ୍କର ଗୀତ ଗାଇବାର ପରିବର୍ତ୍ତନ ଓ ସ୍ଟାଇଲ ଶୈଳୀ ଅତୁଳନିୟ ଥିଲା ଯେହେତୁ ସେ ହିନ୍ଦୁସ୍ଥାନୀ କ୍ଲାସିକାଲ ସଙ୍ଗୀତ ସାଥିରେ ଗଜଲର ମିଶ୍ରଣ କରିପାରୁଥିଲେ ଯାହା ଅନ୍ୟାନ୍ୟ ଗାୟକମାନେ କରିପାରୁନଥିଲେ ।
ସଙ୍ଗୀତକାର, ଆଲୋଚକ ଓ ଗାୟକମାନେ ଚେନଇରେ ତାଙ୍କର ଗୀତ ଶୁଣିବାକୁ ଯାଉଥିଲେ ।
ଗାୟକମାନେ ନିଜର ପ୍ରାପ୍ୟ ଏକକାଳୀନ ନେଇଥାନ୍ତି ।
|ଓଡ଼ିଶାରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇମାନଙ୍କଦ୍ୱାରା ମଧ୍ୟ ପାଲା ପରିବେଷଣ କରାଯାଉଅଛି, ଏହା ମଧ୍ୟ ଓଡ଼ିଶାର ପୁରପଲ୍ଲୀରେ ଆଦ୍ରୁତ, ଓଡ଼ିଶାର କଟକ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ବହୁ ନାମକାରୀ ଗାୟକମାନେ ଅଲ ଇଣ୍ଡିଆ ରେଡିଓ ଓ ଦୁରଦର୍ଶନରେ ପାଲା ପରିବେଷଣ କରି ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ କଳାକୁ ଘରେ ଘରେ ପରିଚିତ କରାଇଛନ୍ତି ।
|ବର୍ମନଙ୍କ ସଙ୍ଗୀତ ସେତେବେଳର ମୂଖ୍ୟ ଗାୟକମାନେ ଯେପରିକି କିଶୋର କୁମାର, ଲତା ମଙ୍ଗେସକର, ମହମ୍ମଦ ରଫି, ଗୀତା ଦତ୍ତ, ମାନ୍ନା ଦେ, ହେମନ୍ତ କୁମାର, ଆଶା ଭୋନସଲେ, ସମସାଦ ବେଗମ, ମୁକେଶ ଓ ତଲତ ମହମ୍ମଦ ଇତ୍ୟାଦି ଗାଇଥିଲେ ।
ହ୍ୟୁମାନ ସାଗର, ତପୁ ମିଶ୍ର, ସତ୍ୟଜିତ, ଅସୀମା ପଣ୍ଡା, ସଞ୍ଜୁ, ବୈଦ୍ୟନାଥ ଆଦି ଗାୟକମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
singers's Usage Examples:
Croatia Records Music Publishing has the largest catalog of Croatian songs and the largest catalog of master recordings made in the last 40 years of the most famous Croatian singers, songwriters and composers such as Arsen Dedić, Đorđe Novković, Damir Urban, Nenad Ninčević, Zlatan Stipišić - Gibonni, Zdenko Runjić.
As a teenager, she overcame a degenerative hip condition that made walking extremely difficult, and organized fan clubs for popular singers she admired, such as Eddie Fisher and Steve Lawrence.
The song figures in the early careers of two important female singers:In 1947, Doris Day was making a transition from a Big band singer, most recently with Les Brown, to a solo vocalist.
Reeves was generous to younger singers, and this generosity later redounded to his own benefit.
Weintraub has been credited with making show business history by being the first to organize and manage large arena concert tours for singers.
Many singers have recorded versions of the song, including Nat King Cole (already in 1953), Frank Sinatra, June Christy with Stan Kenton, Chet Baker, Shirley Bassey, Neil Sedaka, Willie Nelson with Ray Charles, and Sting.
singers and their current escapades were predated by the hard living honky-tonkers of the 1950s such as Hank Williams, Sr.
Ananthalakshmi, Shobha Iyer (Basketball—India) singers Hariharan, Shankar Mahadevan, Aruna Sairam, Bombay Sisters, Ganesh-Kumaresh, Shreya Ghoshal, Naresh Iyer.
In current operatic practice, female singers with very low tessituras are often included among mezzo-sopranos, because singers in both ranges.
Synonyms:
baritone, warbler, jongleur, canary, caroler, yodeller, player, vocalizer, caroller, voice, chorister, basso, vocalist, songster, rapper, folk singer, lieder singer, balladeer, instrumentalist, castrato, poet-singer, troubadour, vocaliser, thrush, rock star, operatic star, contralto, soprano, madrigalist, crooner, tenor, hummer, bass, barytone, torch singer, opera star, minstrel, alto, musician,
Antonyms:
passive voice, active voice, devoice, high, low,