<< singhalese singing bird >>

singing Meaning in Odia (Oriya). ( singing ଶବ୍ଦର ଓଡିଆ ଅର୍ଥ)



ଗୀତ ଗାଇବା, ଉତ୍ପାଦକ,

singing తెలుగు అర్థానికి ఉదాహరణ:

ସେହି ବର୍ଷ ତାଙ୍କୁ ଅକାଶବାଣୀ ଲାହୋର ତରଫରୁ ଗୀତ ଗାଇବା ପାଇଁ ମଧ୍ୟ ଆମନ୍ତ୍ରଣ କରାଯାଇଥିଲା ।

ଜଗତନ ନାଥ ଜଗନ୍ନାଥଙ୍କ ବ୍ୟତୀତ ଅନ୍ୟ କାହାକୁ ପ୍ରଶଂସା କରୁଥିବା ଏକ ଗୀତ ଗାଇବାକୁ ଇଚ୍ଛୁକ ନଥିଲେ କୃଷ୍ଣ ଦାସ ।

|ସଙ୍ଗୀତ ଜୀବନ|ପରିବାରର ଭରଣପୋଷଣ ନିମନ୍ତେ ଲତା ଗୀତ ଗାଇବା ଆରମ୍ଭ କରିଥିଲେ ।

ତାଙ୍କୁ ଥରେ ପଚରାଗଲା, "ତୁ ଗୀତ ଗାଇବୁ ? ବାଇଜି ହେବୁ ନା କଣ !" ସୁନନ୍ଦା ଉତ୍ତର ଦେଇଥିଲେ, "ଗୀତ ଗାଇବାପାଇଁ ଯଦି ବାଇର ଘରେ ବାସନ ମାଜିବାକୁ ପଡେ, ସେଥିପାଇଁ ମଧ୍ୟ ମୁଁ ପ୍ରସ୍ତୁତ ।

'ଦକ୍ଷିଣ ଭାରତର ମୀରା' ଉପାଧୀରେ ସମ୍ମାନୀତ|ଏହି କଣ୍ଠଶିଳ୍ପୀ, ଓଡ଼ିଆ ସମେତ ପ୍ରାୟ ୧୮ଟି ଭାରତୀୟ ଭାଷାରେ ଗୀତ ଗାଇବାର ଦକ୍ଷତା ରଖନ୍ତି ଓ ଏଯାବତ ୧୦୦୦ରୁ ଅଧିକ ଚଳଚ୍ଚିତ୍ରରେ କଣ୍ଠଦାନ କରିସାରିଛନ୍ତି ।

ବାର ବର୍ଷ ବୟସରେ ସିନ୍ଧ ପ୍ରଦେଶର ସେହୱାନସ୍ଥିତ ଲାଲ ଶାହବାଜ କଲନ୍ଦର ଆସ୍ଥାନରେ ଗୀତ ଗାଇବା ବେଳେ ଜଣେ ସ୍ଥାନୀୟ ସଙ୍ଗୀତ ନିର୍ମାତା ତାଙ୍କ ବାବଦରେ ଜାଣିବାକୁ ପାଇଥିଲେ ।

|ଏହି କିମ୍ବଦନ୍ତୀର ତାମିଲ ରୂପାନ୍ତରଣରେ କଥିତ ଅଛି ଯେ କୈଳାସ ପର୍ବତ ତଳେ ଦବି ବନ୍ଦୀ ହୋଇଯିବା ପରେ ରାବଣ ନିଜର ଏକ ମୁଣ୍ଡ, ହାତ, ମାସପେଶୀର ରଜ୍ଜୁ କାଟି ସେଥିରେ ଏକ ବୀଣା ପ୍ରସ୍ତୁତ କଲେ ଓ ଶିବଙ୍କ ଉଦ୍ଦେଶ୍ୟରେ ସୁନ୍ଦର ଗୀତ ଗାଇବାରେ ଲାଗିଲେ ।

|ଯୋଗାଣିଆ: ରୋଷେଇସାମଗ୍ରୀ ବୋହିନେଇ ଠିକଣା ସ୍ଥାନରେ ପହଞ୍ଚାଇବା|ର |ରଥ ଡାହୁକ: ରଥଉପରେ ଅଶ୍ଳୀଳ ଗୀତ ଗାଇବା|ରଥ ଭୋଇ: ରଥ ତିଆରି କାମ କରନ୍ତି ଓ ମୁଲିଆ ଯୋଗାନ୍ତି|ରୁବାଡ଼ିଆ: ରୋଷ ଅଗଣା ଓଳାଇବା ।

|ଦଶବର୍ଷ ବୟସରୁ ସେ ଆକାଶବାଣୀ କଟକ କେନ୍ଦ୍ରରେ ଶିଶୁଶିଳ୍ପୀ ଭାବେ ଗୀତ ଗାଇବା ଆରମ୍ଭ କରି ଏବଂ ୧୯୮୬ ମସିହାରେ ୧୬ ବର୍ଷ ବୟସରେ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ ଶିଳ୍ପୀ ଭାବେ ଯୋଗ ଦେଇଥିଲେ ।

ତା’ ପରଠାରୁ ସୋନୁ ତାଙ୍କ ବାପାଙ୍କ ସଙ୍ଗେ ବିବାହ ଓ ପାର୍ଟି ଆଦିରେ ଗୀତ ଗାଇବାକୁ ଲାଗିଲେ ।

ତାଙ୍କର ଗୀତ ଗାଇବାର ପରିବର୍ତ୍ତନ ଓ ସ୍ଟାଇଲ ଶୈଳୀ ଅତୁଳନିୟ ଥିଲା ଯେହେତୁ ସେ ହିନ୍ଦୁସ୍ଥାନୀ କ୍ଲାସିକାଲ ସଙ୍ଗୀତ ସାଥିରେ ଗଜଲର ମିଶ୍ରଣ କରିପାରୁଥିଲେ ଯାହା ଅନ୍ୟାନ୍ୟ ଗାୟକମାନେ କରିପାରୁନଥିଲେ ।

ତାଙ୍କର ସୁନ୍ଦର ସ୍ୱର ଯୋଗୁ ପ୍ରତ୍ୟେକ ଚଳଚ୍ଚିତ୍ରରେ ତାଙ୍କର ଗୀତ ଗାଇବା ପ୍ରାୟ ନିଧାର୍ଯ୍ୟ ଥିଲା ।

ଶାସ୍ତ୍ରୀୟ ସଙ୍ଗୀତ ଗାଇବାରେ ପ୍ରବୀଣ ରଘୁନାଥଙ୍କ ଖ୍ୟାତି ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ସମେତ ପ୍ରାୟ ଅନେକ ରାଜ୍ୟରେ ଲୋକପ୍ରିୟତା ହାସଲ କରିପାରିଥିଲା ।

singing's Usage Examples:

He began playing the piano and singing in nightclubs in Paris, where he met some of the era's best-known performers.


The film concludes with the three women joyfully singing You Don't Own Me.


Dancing, shouting, singing along with the band, and ostentatious displays by the musicians are common, though some very successful rock.


meeting is Esperanto, and the meeting covers diverse activities — tourism, socialising, yoga, choral singing, theatre, computing, using an abacus, Breton language.


The first movement is marked Moderato cantabile molto espressivo ("at a moderate speed, in a singing style, very expressively").


During curfew hours everybody was expected to be in their respective houses singing such holy songs as the so-called “tarahadi”EducationalThere were very few teachers in the town, because teachers were still to be imported from the mainland.


According to Robert Osborne, Power felt Grable's song-and-dance numbers were out of place in the film, but Grable, believing her popularity was based on her singing, dancing, and bare legs, got her way.


The hearty and cheerful nature of the musical number is counterpointed as the children are marched off to their fate as the song ends, singing.


Train by Looptroop – a song about travelling by night train and noticing diffidences caused by time, place and circumstances; Promoe"s singing about his trip.


singing is best known for its beauty of tone, vocal control, and musical perception.


July – George Washington Dixon popularizes "Coal Black Rose" singing in blackface in New York City.


He especially hates the Christmas season, making particular note of how disturbing the various noises of Christmas time are to him, including the singing of Christmas carols.



Synonyms:

singalong, solfeggio, a capella singing, yodeling, hymnody, humming, coloratura, part-singing, harmonisation, singsong, intonation, scat singing, vocal music, chanting, scat, caroling, a cappella singing, crooning, vocalizing, solmization, bel canto, psalmody, harmonization, karaoke, musical performance, solfege,

Antonyms:

tuneless, unmusical, keep quiet, concealing, dissuasive,

singing's Meaning in Other Sites