<< sidewinders siding >>

sidewise Meaning in Odia (Oriya). ( sidewise ଶବ୍ଦର ଓଡିଆ ଅର୍ଥ)



ପାର୍ଶ୍ୱରେ, ରାସ୍ତା ପାର୍ଶ୍ୱ,

ଗୋଟିଏ ପାର୍ଶ୍ୱକୁ |,

Adverb:

ପାର୍ଶ୍ୱରେ |, ରାସ୍ତା ପାର୍ଶ୍ୱ,

People Also Search:

siding
sidings
sidle
sidled
sidles
sidling
sidmouth
sidney
sidney caesar
sidon
sieg
siege
siege of orleans
siegecraft
sieged

sidewise తెలుగు అర్థానికి ఉదాహరణ:

ସାଧାରଣାତରେ, ତୀର୍ଥଯାତ୍ରୀ ସ୍ୱର୍ଣ୍ଣମନ୍ଦିରରେ ପ୍ରବେଶ କରି ଦକ୍ଷିଣାବର୍ତ୍ତ ହୋଇ ଜଳାଶୟରର ଚତୁର୍ପାର୍ଶ୍ୱରେ ପରିଭ୍ରମଣ କରି ବବିତ୍ର ସ୍ଥାନରେ ପ୍ରବେଶ କରିଥାନ୍ତି ।

ଲଣ୍ଡା ପାହାଡ଼ ଉପରେ ନିଜର ରାଜମହଲ ନିର୍ମାଣ କରାଇ ସେ ପଥରର ସମସ୍ତ ପାର୍ଶ୍ୱରେ ରଙ୍ଗବିରଙ୍ଗ ଭତ୍ତି ଚିତ୍ର ଅଙ୍କିତ କରାଇଥିଲେ ।

|ଇନ୍ଦ୍ରାଣୀ ଦେବୀଙ୍କ ମନ୍ଦିର ପ୍ରବେଶ ଦ୍ୱାର ବାମ ପାର୍ଶ୍ୱରେ ଏକ ଦକ୍ଷିଣାଭିମୁଖୀ ଗଣେଶ ମୂର୍ତ୍ତି ଓ ଉପର ଦିଗରେ ଏକ ଚିତ୍ର ଗଣେଶ ଦୃଶ୍ୟମାନ ହେଉଛନ୍ତି ।

ଏମାନଙ୍କ ଅଭ୍ୟନ୍ତରର ଚତୁଃପାର୍ଶ୍ୱରେ ହିଲିୟମର ପରସ୍ତ ଓ ହିଲିୟମ୍ ଗୋଲକର ଚତୁଃପାର୍ଶ୍ୱରେ ଜ୍ୱଳନ୍ତ ଉଦଜାନର ଏକ ସ୍ତର ରହିଥାଏ ।

ଏହାର ପୂର୍ବ ପାର୍ଶ୍ୱରେ "କାଲିଞ୍ଜରି ପାହାଡ" ଅଛି ଯାହା ଆକାରରେ ଛୋଟ କିନ୍ତୁ ଉଚ୍ଚତା ସହିତ ସମାନ ।

|ଦାରୁ ଚିହ୍ନଟ|ସୁଦର୍ଶନଙ୍କ ଦାରୁ|୧୧ ଅପ୍ରେଲ ୨୦୧୫ ମଧ୍ୟରାତ୍ରରେ,|ଖୋର୍ଦ୍ଧା ଜିଲ୍ଲାର ବାଳକାଟୀ ବ୍ଳକ ଅନ୍ତର୍ଗତ ଗଡ଼କଣ୍ଟୁଣିଆ ଗ୍ରାମରେ କୁଆଖାଇ ନଦୀବନ୍ଧ ରାସ୍ତା ପାର୍ଶ୍ୱରେ ଥିବା ଏକ ଲିମ୍ବ ଗଛକୁ ସୁଦର୍ଶନଙ୍କ ଦାରୁ ଭାବେ ଚିହ୍ନଟ କରାଯାଇଥିବା ଘୋଷଣା କରାଯାଇଥିଲା ।

ଲାଞ୍ଜର ବାହ୍ୟପାର୍ଶ୍ୱରେ କଳା ଓ ଧଳା ରଙ୍ଗର ପର ରହିଥାଏ ।

ଆଦ୍ୟତାରାର ଚତୁଃପାର୍ଶ୍ୱରେ ଧୂଳି ଓ ଗ୍ୟାସୀୟ ପଦାର୍ଥ ରହିଥିବାରୁ ଏହାର ଅବଲୋହିତ ବିକୀରଣ ସହଜରେ ଦୃଶ୍ୟମାନ ହୋଇଥାଏ ।

କଳାହାଣ୍ଡି ଜିଲ୍ଲାର ନର୍ଲା ସହର ନିକଟରେ ପ୍ରବାହିତ ସାନ୍ଦୁଳ ନଦୀର ଦକ୍ଷିଣ ପାର୍ଶ୍ୱରେ ଅସୁରଗଡ଼ ଅବସ୍ଥିତ ।

ଗୋଟିଏ ପାର୍ଶ୍ୱରେ ଶିଖ ଇତିହାସର ଗୁରୁ ନାନ‌କ, ବଲା, ମର୍ଦାନା ଥିବା ବେଳେ, ଅନ୍ୟ ପାର୍ଶ୍ୱରେ ଧ୍ୟାନରେ ଥିବା ଗୁରୁ ଗୋବିନ୍ଦ ସିଂହଙ୍କ ଚିତ୍ର ରହିଛି ।

କଣ୍ଢେଇକୁ ଉଭୟ ପାର୍ଶ୍ୱରେ ମଜଭୁତ ସୂତାରେ ବନ୍ଧା ଯାଇଥାଏ ।

ପ୍ରତ୍ୟେକ ବ୍ୟକ୍ତି ଏକ ଘନାକାର ଇମାରତ କାବାର ଚାରି ପାର୍ଶ୍ୱରେ ବାମ ପାର୍ଶ୍ୱ ଦେଇ ସାତ ଥର ଚାଲିଥା'ନ୍ତି, ଯାହାକି ମୁସଲମାନ ମାନଙ୍କପାଇଁ ପ୍ରାର୍ଥନାର ଦିଗ ଅଟେ ।

ଗୋଡ଼ ଘୁଞ୍ଚାଇବାର କ୍ଷମତା କମି ଯାଇପାରେ | ଯନ୍ତ୍ରଣା ବିଭିନ୍ନ ସ୍ଥାନରେ ହୁଏ: ହିପ, ଆଣ୍ଠୁ କିମ୍ବା ନିତମ୍ବରେ ହୋଇପାରେ | ୧୫% କ୍ଷେତ୍ରରେ ଉଭୟ ପାର୍ଶ୍ୱରେ ରୋଗ ହୁଏ ।

sidewise's Usage Examples:

This control also moves the X-Y mode traces sidewise.


sidewise steps with relatively steady upper body and no hip swinging, wiggling or jumping.


Grass - And then hopped sidewise to the Wall To let a Beetle pass - He glanced with rapid eyes, That hurried all abroad - They looked like frightened.



Synonyms:

sideways, sideway,

Antonyms:

perpendicular, parallel,

sidewise's Meaning in Other Sites