<< siegecraft sieger >>

sieged Meaning in Odia (Oriya). ( sieged ଶବ୍ଦର ଓଡିଆ ଅର୍ଥ)



ଅବରୋଧ,

Noun:

ବନ୍ଦନା,

sieged తెలుగు అర్థానికి ఉదాహరణ:

ଏହାର କାରଣମାନଙ୍କୁ ଅବରୋଧ କରିବାକୁ ଚେଷ୍ଟା କରାଯାଏ ଓ ଯନ୍ତ୍ରଣାନାଶକାରୀ ଔଷଧ (Pain medication), ଆଣ୍ଟିହିସ୍ଟାମିନ (antihistamines), ଆଣ୍ଟିବାୟୋଟିକ (antibiotics), କର୍ଟିକୋସ୍ଟିରଏଡ (corticosteroids), ଇଣ୍ଟ୍ରାଭେନସ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ (intravenous immunoglobulins) ଆଦି ଦିଆଯାଏ ।

ସାଇନାଇଡ ଆୟନଦ୍ୱାରା (ions) ଜୈବ ଶ୍ୱାସକ୍ରିୟା (cellular respiration) ଅବରୋଧ ହେବା ଫଳରେ ଦେହର ତନ୍ତୁ ଅମ୍ଳଜାନ (oxygen) ବ୍ୟବ‌ହାର କରିପାରେନି ।

ପ୍ରଦାହ ହୋଇ ଜୀବକୋଷ ଫୁଲି ଗଲେ ଇଣ୍ଟ୍ରାହେପାଟିକ ବିଲିଆରି ଟ୍ରି ଭିତରେ ମେକାନିକାଲ ଅବରୋଧ ହୁଏ ।

ପିତ୍ତନଳୀ ଅବରୋଧ ଚିହ୍ମଟ କରିବା ନିମନ୍ତେ ଅଲଟ୍ରାସାଉଣ୍ଡ (ultrasound) ଭଳି ମେଡିକାଲ ଇମେଜିଙ୍ଗ (Medical imaging) ଉପକାରୀ ହୁଏ ।

ଏହା ଟାଇପ ୧ ଟୋପୋଆଇସୋମରେଜକୁ (topoisomerase 1) ଅବରୋଧ କରେ ଯାହା ଡିଏନଏକୁ (DNA) କ୍ଷତିଗ୍ରସ୍ତ କରିବାଦ୍ୱାରା ଜୀବକୋଷର ମୃତ୍ୟୁ (cell death) ହୁଏ ।

|ଗୀତ|ଆଧାର|ବାହାର ଆଧାର|୨୦୨୦ର ଓଡ଼ିଆ କଥାଚିତ୍ର‌|ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ଆଞ୍ଜିଓଟେନସିନ୍-ରୂପାନ୍ତରକାରୀ-ଏନଜାଇମ ଅବରୋଧକ ବା ଏସିଇ ଇନହିବିଟର ଏକ ଔଷଧ ଶ୍ରେଣୀ ଯାହା ମୁଖ୍ୟତଃ ଉଚ୍ଚ ରକ୍ତଚାପ, ହୃଦ୍‌ପାତ, ବୃକ୍‌କ ରୋଗ, ଏବଂ କରୋନାରୀ ହୃଦ୍ ରୋଗ ପାଇଁ ବ୍ୟବ‌ହୃତ ହୁଏ | ଅଧକପାଳି ଏବଂ ସ୍କ୍ଲେରୋଡର୍ମା ରୋଗ ଚିକିତ୍ସାରେ ମଧ୍ୟ ଦିଆଯାଏ ।

|ସମ୍ଭୋଗ ପୂର୍ବରୁ ଉତ୍ଥିଥ ପୁରୁଷାଙ୍ଗ (erect penis) ଉପରେ ପୁରୁଷ କଣ୍ଡୋମ ଗୁଡ଼େଇ ଦେବାଫଳରେ ମହିଳା ଯୌନାଙ୍ଗରେ ବୀର୍ଯ୍ୟ ପ୍ରବେଶକୁ ଅବରୋଧ କରେ ।

ନ୍ୟାୟର ଦ୍ୱାର ଅବରୋଧ, ଷଡ଼ଯନ୍ତ୍ର ସିଦ୍ଧାନ୍ତକୁ ଶୀଘ୍ର ସମର୍ଥନ ଓ ଘଟଣାରେ ସରକାରୀ ସହାପରାଧ ପ୍ରମାଣ ଅଭିଯୋଗକୁ ଅଣଦେଖା କରିବା କାରଣକୁ ନେଇ କମିଟି ଖ୍ରୀଷ୍ଟୋଫେ ଜଫ୍ରେଲଟ ଆଦିଙ୍କଦ୍ୱାରା ସମାଲୋଚିତ ହୋଇଥିଲା ।

ଏହା କ‌କ୍ସ-୧ (cyclooxygenase-1/ COX-1) ଅପେକ୍ଷା କ‌କ୍ସ-୨କୁ (cyclooxygenase-2/ COX-2) ଅଧିକ ଅବରୋଧ କରେ ।

ଅନ୍ତର୍ନିହିତ କାର୍ଯ୍ୟ ପ୍ରଣାଳୀରେ ବାୟୁକୋଷ ଅବରୋଧକାରୀ ଜୀବକୋଷଗୁଡ଼ିକରେ ବିସ୍ତୃତ ଆଘାତ ଯୋଗୁ ପୃଷ୍ଠ ସକ୍ରିୟକ ଜୀବକୋଷଗୁଡ଼ିକର କ୍ରିୟାହୀନତା, ଇମ୍ମ୍ୟୁନିଟି ସକ୍ରିୟତା ଓ ରକ୍ତ ଜମାଟକାରୀ କ୍ରୀୟାହୀନତା ଦେଖାଯାଏ ।

ଏହା ଏକ ଆଞ୍ଜିଓଟେନସିନ ୨ ରିସେପ୍ଟର ଆଣ୍ଟାଗୋନିସ୍ଟ (angiotensin II receptor antagonist) ଓ ଆଞ୍ଜିଓଟେନସିନ ୨ର (angiotensin II) ପ୍ରଭାବକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।

sieged's Usage Examples:

Oribe sieged the city during 9 years; his headquarters were established at the present.


In 1954, pastor Tissot was one of the last paratrooper volunteers to jump over the besieged Dien Bien Phu fortified camp in northern Vietnam.


Prithviraj invaded the Chandela kingdom and besieged Sirsagarh, which was held by Udal's cousin Malkhan.


Syrian Government forces remained besieged in the pocket of territory they continued to control.


The Castle was besieged and burnt by the Teutonic Knights on August 18, 1409.


academies of Europe saw themselves besieged by circle-squarers, trisectors, duplicators, and perpetuum mobile designers, loudly clamoring for recognition of.


President Louis-Jules Trochu led government ministries in besieged Paris, while Interior Minister Léon Gambetta evacuated other ministries to Bordeaux.


military coalition that invaded North China in 1900 to relieve the foreign legations in Beijing besieged by the popular Boxer militia determined to expunge.


In December 1280 Angevin forces captured the surroundings of Berat and besieged its castle.


1590 in JapanOdawara 1590Odawara 1590Conflicts in 1590Odawara Odawara Castle in today's Odawara city, Kanagawa Prefecture, Japan, was besieged three times.


When, in 1081, the Normans crossed from Italy and attacked the Byzantines and besieged Dyrrhachion, Emperor Alexios I Komnenos went against them and called Bodin for aid.


The Mamluks responded by sending a force under Commander and Chief Uzbek, and besieged Adana.


In October, French flew Bridges to the besieged Belgian city of Antwerp to provide intelligence there for the British headquarters.



sieged's Meaning in Other Sites