<< shrinal shrined >>

shrine Meaning in Odia (Oriya). ( shrine ଶବ୍ଦର ଓଡିଆ ଅର୍ଥ)



ଶ୍ରୀକ୍ଷେତ୍ର, ସଂରକ୍ଷିତ ମନ୍ଦିର, ପବିତ୍ର ସ୍ମୃତି,

Noun:

ମଠ, ଘର, ମନ୍ଦିର,

shrine తెలుగు అర్థానికి ఉదాహరణ:

ସେହି ସମୟରୁ ଶ୍ରୀକ୍ଷେତ୍ରରେ ମଠଗୁଡ଼ିକ ସ୍ଥାପନ ହୋଇଚାଲିଲା ।

ସମଗ୍ର ଭାରତବର୍ଷରେ ଦେବତାମାନଙ୍କ ନିମନ୍ତେ ଯେତେ ପ୍ରକାରର ରଥ ବ୍ୟବହାରରେ ଆସୁଛି, ତାହା ମଧ୍ୟରେ ଶ୍ରୀକ୍ଷେତ୍ରର ତିନି ରଥ ନିର୍ମାଣ ଶୈଳୀ ଅତୀବ ରହସ୍ୟମୟ ।

ଜଗନ୍ନାଥଙ୍କ ଦୈନନ୍ଦିନ ନୀତିକୁ ବାଦ୍ ଦେଲେ ବାର୍ଷିକ ଯାତ୍ରା ଉତ୍ସବ, ପର୍ବପର୍ବାଣିରେ କେତେକ ନୀତି ସମ୍ପାଦନା ପାଇଁ ସେବକମାନେ ଚଳନ୍ତି ପ୍ରତିମାମାନଙ୍କୁ ଘଣ୍ଟ , ଛତା , କାହାଳୀ ସହ ଶ୍ରୀମନ୍ଦିରର ବାହାରେ ଥିବା ଶ୍ରୀକ୍ଷେତ୍ରର ବିଭିନ୍ନ ଦେବାଦେବୀ, ମଠ ଓ ତୀର୍ଥ ଆଦିକୁ ନେଇ ସେଠାରେ ପରମ୍ପରା ଅନୁଯାୟୀ ରୀତିନୀତି ସମ୍ପାଦନା କରନ୍ତି।

ଜଗନ୍ନାଥଙ୍କ ଦ୍ୱିତୀୟବାର ବ୍ରହ୍ମଲୀଳା ୧୬୨୨ ମସିହାରେ ମିର୍ଜା ଅହମ୍ମଦ ବେଗ ସମୟରେ ସମୟ ମଧ୍ୟରେ ହାରାହାରି ୨୫୦ ବର୍ଷରୁ ଅଧିକ ସମୟ ମହାପ୍ରଭୁ ଶ୍ରୀକ୍ଷେତ୍ର ବାହାରେ ଲୀଳା କରିଥିଲେ ।

ଏହା ସମୁଦ୍ର ପତ୍ତନଠାରୁ ୩୦୦୦ ଫୁଟ ଉଚ୍ଚରେ ଅବସ୍ଥିତ ଏବଂ ଏହା ଶାବର ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧ।

| ଇତିହାସରୁ କିଛି|ଶହେ ଚଉରାଳିଶ ବର୍ଷ ଶ୍ରୀକ୍ଷେତ୍ର ଥଲା ଶ୍ରୀହୀନ ।

ଶାବର ଶ୍ରୀକ୍ଷେତ୍ର କୋରାପୁଟରୁ ଏହା ୧୧୦ କି.ମି. ଦୂରରେ ଅବସ୍ଥିତ ।

ମହାଦେବଙ୍କ ଧର୍ମପତ୍ନୀ ସତୀଙ୍କ ଦଶବିଧ ରୂପ ଗୋସାଣୀ ରୂପରେ ଶ୍ରୀକ୍ଷେତ୍ରରେ ପୁଜିତ ହେଉଥିବା କୁହାଯାଏ ।

| ମହାପ୍ରସାଦର ମହତ୍ତ୍ୱ | ଶାସ୍ତ୍ରୀୟ ଭିତ୍ତିଭୂମି |ଅନେକ ଧର୍ମଶାସ୍ତ୍ର ଓ ପୁରାଣରେ ଶ୍ରୀକ୍ଷେତ୍ରର ମହାପ୍ରସାଦ ବିଷୟରେ ଉଲ୍ଲେଖ ରହିଛି ।

shrine's Usage Examples:

burial, as opposed to a similar shrine on which stands a reliquary or feretory into which the saint"s remains have been transferred Burial vault – a stone.


He and Aminta fight; Sylvia barricades herself in Diana's shrine and Orion attempts to follow.


Pyrates were violating the confraternity’s creed with impunity, tribalism, clannishness and petty alliances were being enshrined in the confraternity.


Pope John Paul II celebrated mass on the parvise of the shrine during his visit to the island of Gozo on 26 May 1990.


Although only one word ("shrine") is used in English, in Japanese, Shinto shrines may carry any one of many different, non-equivalent names like gongen,.


hafu-zukuri (流破風造, streamlined gabled style) is a traditional Shinto shrine architectural style characterized by a very asymmetrical gabled roof (kirizuma-yane (切妻屋根)).


care of a larger shrine, generally due to some deep connection with the enshrined kami.


guarding the entrance or the honden, or inner shrine of many Japanese Shinto shrines or kept inside the inner shrine itself, where they are not visible to the.


Religious buildings and structures completed in 947Shinto shrines in KyotoNational Treasures of JapanImportant Cultural Properties of Japan10th-century establishments in JapanSugawara no Michizane Ed Sikov (born 1957, Pennsylvania) is an American film scholar and author.


The temple is two shrined (dvikuta, though only one shrine has a superstructure or shikhara), each.


During that historic visit, the Pope addressed the sick and nursing staff, celebrated Mass, established the shrine church as a basilica, presented a candle and the Golden Rose to the shrine and knelt in prayer at the apparition wall.


A Buddha relic was enshrined at Sakyaminu Chedai 2002 Royal Place in Oudong.


had taken shelter at a shrine, but because the dying words of John had avouched his innocence, and with a solemn oath adjured his comrades to refrain from.



Synonyms:

place of worship, tope, house of God, house of worship, stupa, oracle, house of prayer,

Antonyms:

pull out, recede, uncover, unsheathe,

shrine's Meaning in Other Sites