<< shrined shrining >>

shrines Meaning in Odia (Oriya). ( shrines ଶବ୍ଦର ଓଡିଆ ଅର୍ଥ)



ଶ୍ରଦ୍ଧାଳୁ, ମଠ, ଘର, ମନ୍ଦିର,

Noun:

ମଠ, ଘର, ମନ୍ଦିର,

shrines తెలుగు అర్థానికి ఉదాహరణ:

ତେଣୁ ଶ୍ରଦ୍ଧାଳୁମାନେ ନିଷ୍ଠାର ସହ ଏହି ବ୍ରତ ପାଳନ କରନ୍ତି ।

ଏହି ଦିନ କୁମ୍ଭ ମେଳାର ପବିତ୍ର ସ୍ଥାନରେ ବୁଡ଼ ପକାଇବାକୁ ଶ୍ରଦ୍ଧାଳୁମାନେ ଅଧିକ ପସନ୍ଦ କରନ୍ତି ।

ଖାଦ୍ୟାଭାବରୁ ଶ୍ରଦ୍ଧାଳୁ କଲବଲ ହେଉଥିଲେ ।

|ଶ୍ରୀମନ୍ଦିରରେ ମିଳୁଥିବା ଅନ୍ନ ମହାପ୍ରସାଦ ଦୀର୍ଘକାଳ ପର୍ଯ୍ୟନ୍ତ ସଂରକ୍ଷଣ କରି ହୁଏ ନାହିଁ, ତେଣୁ ଶ୍ରଦ୍ଧାଳୁମାନେ ନିର୍ମାଲ୍ୟ (ଶୁଖିଲା ଅନ୍ନ ମହାପ୍ରସାଦ) ବ୍ୟବହାର କରି ନିଜ କାର୍ଯ୍ୟ ସମାପନ କରିଥାନ୍ତି ।

ଏବେ ମଧ୍ୟ ବହୁ ସଂଖ୍ୟାରେ ଗୌଡ଼ୀୟ ବୈଷ୍ଣବଙ୍କ ସହ ବଙ୍ଗୀୟ ଭକ୍ତ ଓ ଶ୍ରଦ୍ଧାଳୁ ଗୁଣ୍ଡିଚା ମାର୍ଜନା କରୁଥିବାର ଦେଖିବାକୁ ମିଳେ ।

ସେ ଛାଡ଼ିଯାଇଥିବା କନ୍ଥାଟିକୁ ଶ୍ରଦ୍ଧାଳୁମାନେ ଏବେବି ସେହି ଗାଁରେ ରଖି ପୂଜା କରୁଛନ୍ତି।

ଶ୍ରଦ୍ଧାଳୁମାନେ ଏହି ଶିଳାକୁ ସ୍ପର୍ଶ କରି ଜଗନ୍ନାଥଙ୍କୁ ଦର୍ଶନ କଲେ ଅକାଳ ମୃତ୍ୟୁ ହୁଏ ନାହିଁ ଓ ସମସ୍ତ ପାପ ନାଶ ହୋଇ ଜୀବ ବୈକୁଣ୍ଠଗାମୀ ହୁଏ ବୋଲି ଲୋକ ବିଶ୍ୱାସ ରହିଛି ।

ନବରାତ୍ର ଅବସରରେ ମହାମାୟା ମନ୍ଦିରକୁ ବହୁ ଶ୍ରଦ୍ଧାଳୁ ଆସିଥାନ୍ତି ।

|ପର୍ଯ୍ୟଟନ|Mek sr.JPG||Maeka.JPG||Chilling.JPG||Daowie.JPG||A young tiger sits while the monks eat breakfast at the Tiger Temple.jpg|ମଣିଷ ଏବଂ ବାଘଙ୍କ ସ୍ନେହ ସମ୍ପର୍କ ଦେଖିବା ଲାଗି ପ୍ରତିଦିନ ଦୁର ଦୁରାନ୍ତରୁ ଅନେକ ଶ୍ରଦ୍ଧାଳୁ ଏବଂ ଦର୍ଶନାର୍ଥୀ ଏହି ମନ୍ଦିରକୁ ଆକୃଷ୍ଟ ହୁଅନ୍ତି ।

ଶ୍ରୀକ୍ଷେତ୍ରାଗତ ଶ୍ରଦ୍ଧାଳୁମାନେ ଏହି ପବିତ୍ର ଜଳାଶୟରେ ବୁଡ଼ ପକାଇ ମାର୍କଣ୍ଡେଶ୍ୱର ପ୍ରଭୁଙ୍କୁ ଦର୍ଶନ କରି ଶ୍ରୀମନ୍ଦିର ଯାଉଥିଲେ।

ପ୍ରତ୍ୟେକ ସ୍ଥାନରେ ସହସ୍ର ସହସ୍ର ଉତ୍ସାହୀ ଓ ଶ୍ରଦ୍ଧାଳୁ ଶ୍ରୋତାଙ୍କ ସଭାରେ ତାଙ୍କୁ ବକ୍ତୃତା ଦେବାକୁ ହେଲା ।

| ସାଂସ୍କୃତିକ କାର୍ଯ୍ୟକ୍ରମ |ଶାମ୍ବଦଶମୀ ଏବଂ ମାଘ ସପ୍ତମୀ ଅବସରରେ ବହୁ ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ବୁଡ଼ ପକାଇବାକୁ ଆସନ୍ତି ।

ସେବେଠାରୁ ସେହି ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ସେହି ଶଙ୍ଖ ପୋଖରୀରେ ସ୍ନାନ କରିଥାନ୍ତି ।

shrines's Usage Examples:

Although only one word ("shrine") is used in English, in Japanese, Shinto shrines may carry any one of many different, non-equivalent names like gongen,.


guarding the entrance or the honden, or inner shrine of many Japanese Shinto shrines or kept inside the inner shrine itself, where they are not visible to the.


Religious buildings and structures completed in 947Shinto shrines in KyotoNational Treasures of JapanImportant Cultural Properties of Japan10th-century establishments in JapanSugawara no Michizane Ed Sikov (born 1957, Pennsylvania) is an American film scholar and author.


Many small shrines called “cues” were built here, mostly to worship the sun, although the primary deity was a god-child called Teopiltzintli or the corn god.


Its present or former presence is made concrete in temples, shrines and churches.


Sindh, Kutch, and Multan where numerous examples of shrines and mosques embellished with blue, white and green tile work exist.


Some elements of the temple such as the formal entrance, the Yunyan Pagoda, and several other buildings and smaller shrines have survived, and now stand as landmarks throughout Tiger Hill Park.


A few other shrines, such as the Mahji Sahib, the Akal Bunga and the Guru ka Khuh, were developed and several bungas added.


The mosque entombs the remains of Saleh, a son of the Twelver Shia Imam, Musa al-Kadhim, and is one of the most popular Shia shrines in northern Tehran.


Wayside shrines are found in a variety of styles, ranging from simpler column shrines and Schöpflöffel shrines to more elaborate chapel-shrines.


residence of the reigning pontiff, the adhisthānam shrines of the previous pontiffs and the Sadvidyā Sañjīvini Samskrita Mahāpāthashālā.


Khanqahs are very often found adjoined to dargahs (shrines of Sufi saints) and türbes (tombs of notables), mosques and madrasas (Islamic.



Synonyms:

place of worship, tope, house of God, house of worship, stupa, oracle, house of prayer,

Antonyms:

pull out, recede, uncover, unsheathe,

shrines's Meaning in Other Sites