<< shriech shrieked >>

shriek Meaning in Odia (Oriya). ( shriek ଶବ୍ଦର ଓଡିଆ ଅର୍ଥ)



ଚିତ୍କାର, ଚିରପ,

Verb:

ଚିତ୍କାର, ଚିରପ,

People Also Search:

shrieked
shrieker
shriekers
shrieking
shriekings
shrieks
shrieval
shrievalty
shrieve
shrieved
shrieves
shrieving
shrift
shrifts
shrike

shriek తెలుగు అర్థానికి ఉదాహరణ:

ବାଜି ରାଉତଙ୍କ ଚିତ୍କାରରେ ସେତେବେଳକୁ ଅନେକ ଲୋକ ଆସିଯାଇଥିଲେ ।

ଏଭଳି ଅଦ୍ଭୁତ ରୂପ ସହ ଜନ୍ମ ହେବା ମାତ୍ରେ ସେ ଏପରି ଚିତ୍କାର କରିଥିଲେ ଯେ ଏଥିରେ ଭୟଭୀତ ହୋଇ ତାଙ୍କ ପିତାମାତା ତାଙ୍କୁ ହତ୍ୟା କରିବାକୁ ଚିନ୍ତା କରିଥିଲେ ।

ଏହା ସାଙ୍ଗକୁ ସେ ମାୟାବୀର ଚିତ୍କାର ଶୁଣିବାକୁ ପାଇଲେ ।

ଶ୍ରୀଶ୍ରୀମା’ ଏହି ଖବର ଶୁଣିବା ମାତ୍ରେ ଚିତ୍କାର କରି କାନ୍ଦି କାନ୍ଦି କହିଲେ, ‘ମୋର ମା’ କାଳୀ, କୁଆଡ଼େ ଗଲ ଗୋ !’|ଶ୍ରୀରାମକୃଷ୍ଣଙ୍କ ଦେହ ଗଙ୍ଗାନଦୀ କୂଳରେ ଯଥାରୀତି ସତ୍କାର କରାଗଲା ।

ସେ ଜନ୍ମ ସମୟରେ ଅଶ୍ୱ ପରି ଚିତ୍କାର କରୁଥିବାରୁ ତାଙ୍କୁ ଅଶ୍ୱତ୍ଥାମା ନାମ ଦିଆ ଯାଇଥିଲା ।

ରାଉଳ କିଛି ସମୟପରେ ଘରେ ପହନ୍ଚି ଦେଖିଲା ତା ପୁଅ ଖାଲି ନାଚିକୁଦି ଚିତ୍କାର କରୁଛି, ନାନା କଥା କହୁଛି ।

କ୍ଷୀରି ଖାଇବା ପାଇଁ ବାଳକଟି ଠାକୁରଙ୍କୁ ଆବାହନ କଲା ମାତ୍ରେ, ପ୍ରଭୁ ଅଲାରନାଥ ନଇଁ ପଡ଼ି କ୍ଷୀରି ଖାଉଥିବା ବେଳେ ବାଳକଟିର ମା’ ଭୟରେ ଚିତ୍କାର କରିଥିଲେ ।

ବାଦଶାହାଙ୍କ ପଗଡି ଯେମିତି ତାଙ୍କ ନିକଟକୁ ଆସି ଯାଇଛି, ସେ ଉଲ୍ଲାସରେ ଅଧୀର ହୋଇ କୋହିନୂରୁ କୋହିନୂରୁ ବୋଲି ଚିତ୍କାର କଲେ,ତାଙ୍କର ସମସ୍ତ ଲୁଣ୍ଠିତ ଦ୍ରବ୍ୟ ସହିତ ଯେତେବେଳେ ସେ ଦିଲ୍ଲୀରୁ ପାରସ୍ୟ ଅଭିମୁଖେ ଯାତ୍ରା କଲେ, ସେତେବେଳେ କୋହିନୂର ନେବାକୁ ଭୁଲି ନଥିଲେ।

ତାଙ୍କର କଠିନ ପ୍ରତିରୋଧ ଓ ଚିତ୍କାର ହେତୁ କୁମ୍ଭୀର, ଅଶାନ୍ତିଙ୍କୁ ଛାଡି ଦେଇଥିଲେ ।

ସେମାନେ ଭୟରେ ଚିତ୍କାର କରି ନିଜ ମନ ଅବସ୍ଥା ଜଣାନ୍ତି ।

ମାୟାବୀ ରାକ୍ଷସର ଚିତ୍କାରରେ ବିହ୍ୱଳିତ ହୋଇ ସୀତା ଲକ୍ଷଣଙ୍କୁ ରାମଙ୍କ ସହାୟତା ନିମନ୍ତେ ଯିବାକୁ କହିଲେ ।

ତା’ଛଡ଼ା ବିପଦ ସଙ୍କେତ ସୂଚକ ଡାକ ଦେବା, ଚିତ୍କାର କରିବା, ବିପକ୍ଷକୁ ସାବଧାନ କରାଇଦେବା ଇତ୍ୟାଦି ପାଇଁ ଭିନ୍ନ ଭିନ୍ନ ପ୍ରକାରର ଧ୍ୱନି ସୃଷ୍ଟି କରିଥାନ୍ତି ।

ସେ ସେହିମୁହୁର୍ତ୍ତରେ ଚିତ୍କାର କରି "ହେ' ରାମ" ଉଚ୍ଚାରଣ କରିବା କାଳରେ ଆଉ ଦୁଇଟି ଗୁଳି ତାଙ୍କ ଛାତିରେ ବିଦ୍ଧ ହୋଇଥିଲା ।

shriek's Usage Examples:

The common English name shrike is from Old English scrīc, alluding to the shrike"s shriek-like call.


louder! ""Villains!" I shrieked, "dissemble no more! I admit the deed!--tear up the planks! here, here!--It is the beating of his hideous heart!"" Other.


This produced audible heterodynes, shrieks and howls, in other nearby receivers tuned to the same frequency.


very prone to anger that sometimes she bit her handmaids; she constantly shrieked at my father and fought with him—more than Xanthippe did with Socrates.


clamor, cry (out), ejaculate, exclaim, roar, scream, shout, shriek, vociferate, and yell, each with its own implications.


The Countdown Clowns: These are tall, fat clowns whose heads can spin round and round, and who give out loud shrieks when they"re ready to attack.


turbulency tells! In the startled ear of night How they scream out their affright! Too much horrified to speak, They can only shriek, shriek.


of a mid-range growl technique while Marois performs high-pitched fry shrieks, deeper growled vocals and pig squeals.


Marois performs high-pitched fry shrieks, deeper growled vocals and pig squeals.


exclaim with the fullest volume of sustained voice; to scream is to utter a shriller cry; to shriek or to yell refers to that which is louder and wilder still.


burst from young and old, When to the slaughtered Sinclair"s friends The direful tale was told! The shrieking mother wrung her hands, The maiden tore her.


Oly-punk to pastures of more ambitious musicality—a decade that moves from caterwauling shrieks to glowing lyricism, from barebones snark to Zep-length improv.


The species is very vocal; the shrieks and squawks of the crimson shining parrot are of a higher pitch than that of the red.



Synonyms:

call, screech, shrieking, screeching, outcry, shout, scream, vociferation, cry, screaming, yell,

Antonyms:

beseeching, colorless, low, laugh, whisper,

shriek's Meaning in Other Sites