<< shrieve shrieves >>

shrieved Meaning in Odia (Oriya). ( shrieved ଶବ୍ଦର ଓଡିଆ ଅର୍ଥ)



ଚିନ୍ତିତ,

Adjective:

ଚିତ୍କାର,

People Also Search:

shrieves
shrieving
shrift
shrifts
shrike
shrikes
shrill
shrilled
shriller
shrillest
shrilling
shrillings
shrillness
shrills
shrilly

shrieved తెలుగు అర్థానికి ఉదాహరణ:

ଯେଉଁଥିରେ ଏହା କୁହା ଯାଇଅଛି ଯେ ସେ ନିଜ ମୂର୍ଖ ପୂତ୍ର ମାନଙ୍କ ପାଇଁ ଚିନ୍ତିତ ରହୁଥିଲେ ଏବଂ ଏଥିପାଇଁ ସେ ବିଷ୍ଣୁଶର୍ମା ନାମକ ବିଦ୍ୱାନଙ୍କୁ ନିଜ ପୂତ୍ରମାନଙ୍କୁ ଶିଖିତ କରାଇବା ପାଇଁ କାର୍ଯ୍ୟ ପ୍ରଦାନ କରନ୍ତି ।

ବରଂ ମନୁଷ୍ୟଙ୍କୁ ସଚେତନ କରାଇବା, ଜଙ୍ଗଲ ଜମିକୁ ଚରିବା କିମ୍ବା ଚାଷ କରିବା ପାଇଁ ହେଉଥିବା ବ୍ୟାପକ ବ୍ୟବହାର ଉପରେ କଟକଣା ଲଗାଇବା, ଅଧିକ ଦାୟିତ୍ତ୍ୱବାନ ବନ କର୍ମଚାରୀ ଓ ସୁଚିନ୍ତିତ ପରିଚାଳନା ବ୍ୟବସ୍ଥାଦ୍ୱାରା ମନୁଷ୍ୟ ଓ କଲରାପତ୍ରିଆ ବାଘଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସଂଘର୍ଷକୁ କମ୍ କରିହେବ ।

ଅର୍ଥଶାସ୍ତ୍ରର ପ୍ରଗତିଶୀଳ ଚିନ୍ତାଧାରା, ନିରପେକ୍ଷ ନୀତି ନିୟମ ଓ ସୁଚିନ୍ତିତ ଓ ସ୍ୱଚ୍ଛ ଶାସନ ପ୍ରଣାଳୀ ଯୋଗୁଁ ଅଶୋକଙ୍କ ଶାସନ ବେଳେ ବୌଦ୍ଧ ଧର୍ମର ପ୍ରସାର ଘଟି ଭାରତୀୟ ସମାଜରେ ଏକ ନୈତିକ ପରିବର୍ତ୍ତନ ହୋଇଥିଲା ।

|ଇଶାନର ବାପା ନନ୍ଦକିଶୋର ଅବସ୍ତି ଜଣେ ଚାକିରୀଆ, ସେ ଅନେକ ସମୟରେ ଘର ବାହାରେ ରହନ୍ତି ଏବଂ ତା'ର ମାଆ ଜଣେ ଗୃହିଣୀ, ଯିଏକି ସବୁବେଳେ ତା'ର ପୁଅର ପାଠପଢ଼ାରେ ଅସୁବିଧାକୁ ନେଇ ଚିନ୍ତିତ ଥାଆନ୍ତି ।

ତେଣୁ ଷ୍ପାମର୍‍ମାନଙ୍କ ପାଇଁ ବହୁସଂଖ୍ୟକ ଷ୍ପାମ୍ ଇ-ମେଲ୍ ପଠାଇବା ଏକ ସୁରକ୍ଷିତ ଓ ସୁଚିନ୍ତିତ ଯୋଜନା ।

ପିତା ଆତ୍ମାରାମ ମଧ୍ୟ ଭଗବାନ ବାର୍ଦ୍ଧକ୍ୟ ଅବସ୍ଥାରେ ଏପରି ଏକ ସନ୍ତାନ ତାଙ୍କୁ ଦେଇଥିବାରୁ ଅତ୍ୟନ୍ତ ଚିନ୍ତିତ ହୋଇ ପଡ଼ିଲେ ।

ପୁରାଣ କଥା ଅନୁଯାୟୀ ସୀତା ହରଣ ବେଳେ ରାମଚନ୍ଦ୍ର ବାନର ସେନା ସହ ସମୁଦ୍ରର ଉତ୍ତର ତୀରରେ ପହଞ୍ଚି ରାବଣ ପରି ବଳବାନ ଶତ୍ରୁ ଓ ସାଗରର ଗମ୍ଭୀରତା ନେଇ ଚିନ୍ତିତ ହୋଇପଡ଼ିଥିଲେ ।

|ସ୍ୱାଧୀନ ଓ ନିରପେକ୍ଷ ବିଚାର ସଂସ୍ଥା|ସମ୍ବିଧାନରେ ଏକ ସୁଚିନ୍ତିତ ସ୍ୱାଧୀନ ଓ ନିରପେକ୍ଷ ବିଚାର ବ୍ୟବସ୍ଥା କରାଯାଇଛି ।

ସେହି ଦିନ ଦୁର୍ବାସା ପହଞ୍ଚିବା ବେଳକୁ ଦ୍ରୌପଦୀ ଖାଇ ସାରିଥିଲେ, ତାଙ୍କୁ ଋଷିଙ୍କ ସତ୍କାର କରିବା ପାଇଁ ସେହିଦିନ କୌଣସି ଖାଦ୍ୟ ବାକି ନଥିଲା ଏବଂ ପାଣ୍ଡବମାନେ ଏପରି ସ୍ଥଳେ ଖାଦ୍ୟ ଦୁର୍ବାସାଙ୍କ ସତ୍କାର ନ କରି ପାରିଲେ ତାଙ୍କ ଶାପରୁ ରକ୍ଷା ପାଇବା ନେଇ ଚିନ୍ତିତ ଥିଲେ ।

ପଢ଼ାପଢ଼ିରେ ତାଙ୍କର ଔଦାସୀନ୍ୟ ରାମକୁମାରଙ୍କୁ ବିଶେଷ ଚିନ୍ତିତ କଲା ।

କାଳେ କେନେଡ଼ିଙ୍କ ପ୍ରତିଷ୍ଠା କାଳେ ଇଉରୋପରେ ବଢ଼ିପାରେ ଏ ନେଇ ଫରାସୀ ରାଷ୍ଟ୍ରପତି ଡି ଗଲ ଚିନ୍ତିତ ଥିଲେ ହେଁ, ଯୁବକ କେନେଡ଼ି ଓ ତାଙ୍କ ପରିବାର ପ୍ରତି ତାଙ୍କର ଶ୍ରଦ୍ଧା ଥିଲା ।

ଜଙ୍ଗଲର ଏପରି ବିଭାଜନ ଏହି ପ୍ରକଳ୍ପର ଏକ ସୁଚିନ୍ତିତ ଯୋଜନା ଥିଲା ।

shrieved's Meaning in Other Sites