shrewdies Meaning in Odia (Oriya). ( shrewdies ଶବ୍ଦର ଓଡିଆ ଅର୍ଥ)
ଚତୁରତା,
Noun:
କୂଟନୀତି,
People Also Search:
shrewdlyshrewdness
shrewdnesses
shrewish
shrewishly
shrewishness
shrews
shriech
shriek
shrieked
shrieker
shriekers
shrieking
shriekings
shrieks
shrewdies తెలుగు అర్థానికి ఉదాహరణ:
ମାତ୍ର ସେ ପରୀସ୍ଥାନର ସୁରକ୍ଷା ଅଧିକାରୀମାନଙ୍କୁ ଅତି ଚତୁରତାର ସହ ଧୋକା ଦେଇ ସେହି ସ୍ଥାନରେ ତା'ର ପୁତ୍ତଳୀ ରଖି ଦେଇ ଲୁଚି ପଳାୟନ କରିବାରେ ସକ୍ଷମ ହୋଇଥିଲା ।
ଯେତେବେଳେ ଲଙ୍କିନୀ ତାଙ୍କର ପରିଚୟ ଏବଂ ଭ୍ରମଣର ଉଦ୍ଦେଶ୍ୟ ବିଷୟରେ ପଚାରିଥିଲେ, ହନୁମାନ ତାଙ୍କର ଉଦ୍ଦେଶ୍ୟ ପ୍ରକାଶ ନ କରି ଚତୁରତାର ସହ ଉତ୍ତର ଦେଇଛନ୍ତି ଯେ ସେ ଜଙ୍ଗଲରୁ ଲଙ୍କା ଭଳି ପ୍ରସିଦ୍ଧ ନଗରୀର ଅଲୌକିକ ସୌନ୍ଦର୍ଯ୍ୟ ଦେଖିବାକୁ ଇଚ୍ଛା କରିଛନ୍ତି ।
ମାତ୍ର ଫୃଟି ଏବଂ ଅଲ୍ତୁର ଚତୁରତା ପାଖରେ ରୁବୀର ଏହିଭଳି ସବୁ କାର୍ଯ୍ୟ ଫିକା ପଡ଼ିଯାଇଥିଲା ।
ନିଜର ତୀକ୍ଷ୍ଣ ବୁଦ୍ଧି ଏବଂ ଚତୁରତା ଯୋଗୁଁ ସେ ସର୍ବଦା ଶ୍ରେଣୀର ପ୍ରଥମ ପାଞ୍ଚ ଜଣ ବିଦ୍ୟାର୍ଥୀଙ୍କ ମଧ୍ୟରେ ରହୁଥିଲେ।
|ଡଃ ଜୟକାଲ ବାରମ୍ବାର ଶକ୍ତିମାନଦ୍ୱାରା ବନ୍ଦି ହୋଇ ଜେଲରେ ରହୁଥିଲା ଏବଂ ଅତି ଚତୁରତାର ସହ ସେ ସେଠାରୁ ଖସି ପଳାଇ ଯାଉଥିଲା ।
ହେଲେ ହନୁମାନ ଅତି ଚତୁରତାର ସହିତ ନିଜକୁ ଅତି କ୍ଷୁଦ୍ରକାୟ କରି ତାଙ୍କ ମୁଖରେ ପ୍ରବେଶ କଲେ ଓ ହଠାତ୍ ବାହାରି ଆସିଲେ ।
ତତ୍କାଳୀନ ବ୍ରାହ୍ମଣପ୍ରଧାନ ସମାଜ ଓ ସସ୍କୃତପ୍ରେମୀ ଜନତା କାଳେ ତାଙ୍କ ସାହିତ୍ୟକୁ ଅନାଦର କରିବେ, ଏଇ ଭୟରେ ସେ ଚତୁରତାର ସହ ପ୍ରଚାର କଲେ ଯେ ସେ କିଛି ଲେଖିନାହାନ୍ତି ।
ହରେକୃଷ୍ଣ ମହତାବ ବାରିପଦା ଯାଇ ଜେଲରେ ଥିବା ଆଦିବାସୀ ନେତାମାନଙ୍କ ଚତୁରତାର ସହ ଆଲୋଚନା କରିଥିଲେ ।
ଟେଣ୍ଟେଇ ଅତି ଚତୁରତାର ସହିତ ମାଟିରେ, ଖାଲରେ, ଗୋଡ଼ି ଓ ଛୋଟ ପଥର ପଡ଼ିଥିବା ସ୍ଥାନରେ ବା ଛେଳି, ଠେକୁଆ ପରି ପ୍ରାଣୀଙ୍କ ଶୁଖିଲା ମଳ ନିକଟରେ ଅଣ୍ଡା ଦିଏ ।
|ଏରିଖ୍ତୋନିଉସ୍|ହେପ୍ହାଏସ୍ତସ୍ ଏକଦା ଅଥୀନାଙ୍କୁ ଧର୍ଷଣର ଚେଷ୍ଟା କଲେ କିନ୍ତୁ ଅଥୀନା ନିଜ ଚତୁରତାରୁ ସେଠୁ ଖସିଗଲେ ।
କିନ୍ତୁ ମିଶ୍ରିତ ଦଳରେ କିଛି ଅଣ୍ଡିରା ଅନୁକ୍ରମ ବାହାରେ ଚତୁରତାର ସହିତ ମାଈମାନଙ୍କ ସହ ସମ୍ପର୍କ ଗଢ଼ନ୍ତି ଓ ଏଥିପାଇଁ ସମ୍ଭୋଗ କରିବାର ସୁଯୋଗ ହାସଲ କରନ୍ତି ।
ମାତ୍ର ଅନେକ ଚତୁରତାର ସହ ସେ ପରୀସ୍ଥାନର ସୁରକ୍ଷା ଅଧିକାରୀଗଣଙ୍କୁ ଚକ୍ଷ୍ମା ଦେଖାଇ ନିଜର ଏକ ପୁତ୍ତଳୀ ରଖିଦେଇ ଖସି ଯାଇଥିଲା ।
ତାଙ୍କ ଜନ୍ମ ବିଷୟରେ ଥିବା ବିଭିନ୍ନ ଗାଥାଗୁଡ଼ିକ ମଧ୍ୟରୁ ସର୍ବାଧିକ ପ୍ରଚଳିତ ହେଲା ଏପରି: ଥରେ ଜିଉସ୍, ବୁଦ୍ଧି ଓ ଚତୁରତାର ଦେବୀ ମେଟିସ୍ଙ୍କ ସହ ସମ୍ଭୋଗ କଲେ ।