shoreward Meaning in Odia (Oriya). ( shoreward ଶବ୍ଦର ଓଡିଆ ଅର୍ଥ)
ଉପକୂଳ, କୂଳରେ, କୂଳକୁ,
Adjective:
ଉପକୂଳ,
People Also Search:
shorewardsshoring
shoring up
shorings
shorn
short
short listed
short account
short and sweet
short beaked
short bodied
short circuit
short circuited
short circuiting
short cut
shoreward తెలుగు అర్థానికి ఉదాహరణ:
ଓଡ଼ିଶାର ବହୁ ଛୋଟବଡ଼ ବନ୍ଦର, ନଦୀ ଓ ସମୁଦ୍ର ଉପକୂଳବର୍ତ୍ତୀ ସହରମାନଙ୍କରେ ଅନେକ ବତିଘର ରହିଛି ।
ତେବେ ଉପକୂଳ ଓଡ଼ିଶାର ମୁଖ୍ୟ ଫସଲ ଧାନ ଓ ବହୁଳ ଭାବେ ଉତ୍ପାଦିତ ହେଉଥିବା ନଡ଼ିଆ ପାଇଁ ଏହି ବ୍ୟଞ୍ଜନର ଉଦ୍ଭବ ହେଇଥିବା ଅନୁମାନ କରାଯାଏ ।
ସେହିପରି ଉତ୍ତର ସାଗରରେ ସ୍କଟ୍ଲାଣ୍ଡ୍ ଉପକୂଳରୁ କିଛି ଦୂରରେ ବେଲ୍ ରକ୍ ବତିଘର ନାମକ ଆଉ ଏକ ଜଳ ବତିଘର ରହିଛି ।
ମିରିର ଉପକୂଳ ଅଞ୍ଚଳରେ ମଧ୍ୟ ଅନେକ ସଂରକ୍ଷିତ କ୍ଷେତ୍ରର ପ୍ରତିଷ୍ଠା ହେଲା ।
ଓଡ଼ିଶାର ପୂର୍ବ ଉପକୂଳସ୍ଥ ପୁରୀ ଜିଲ୍ଲାରେ ଚଉରାଶିଠାରେ ପ୍ରାଚୀ ନଦୀ କୁଳରେ ଏହା ଅବସ୍ଥିତ ।
|ଭୂତତ୍ତ୍ୱ|ଆଣ୍ଡାମାନ ସାଗର ବେସିନର ଉତ୍ତର ଏବଂ ପୂର୍ବ ପାର୍ଶ୍ୱ ମିଆଁମାର ଏବଂ ଥାଇଲ୍ୟାଣ୍ଡ ଉପକୂଳରୁ ୨୦୦ କିଲୋମିଟର ଦୁର ମହୀସୋପାନରେ ବିସ୍ତୃତ ଏବଂ ଅଗଭୀର | ଏହାର ପ୍ରାୟ ୪୫ ପ୍ରତିଶତ ଅଗଭୀର (୫୦୦ ମିଟରରୁ କମ୍ )।
ଦେଶର ତିନି-ଚତୁର୍ଥାଂଶ ଅଞ୍ଚଳ ପାର୍ବତ୍ଯାଞ୍ଚଳ ହୋଇଥିବାରୁ ପ୍ରାୟ ୧୨.୬୨ କୋଟି ଲୋକ ସଂକୀର୍ଣ୍ଣ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳରେ ବାସକରନ୍ତି ।
ପାରମ୍ପରିକ ରୂପେ ଉପକୂଳ ଅଞ୍ଚଳ ଓ ନଦୀରେ ପରିବହନ ତଥା ମାଛ ଧରିବା ପାଇଁ ସାମ୍ପାନ ନୌକାର ବ୍ୟବହାର କରାଯାଇଥାଏ ।
ବିମାନର ଧ୍ୱଂସାବଶେଷ ଅଷ୍ଟ୍ରେଲିଆ ପର୍ଥ ଉପକୂଳର ଦକ୍ଷିଣ ଭାରତ ମହାସାଗରରେ ଠାବ ହେବା ପରେ ଦୁର୍ଘଟଣା ହୋଇଥିବା ନେଇ ମାଲେସିଆ ସରକାର ଆନୁଷ୍ଠାନିକ ଘୋଷଣା କରାଯାଇଛି ।
ମନୁଷ୍ୟଙ୍କ ମାତ୍ରାଧିକ ହସ୍ତକ୍ଷେପ ଯୋଗୁଁ ଏଠାକାର ଉପକୂଳ, ବିଶ୍ୱ ଐତିହ୍ୟ ସ୍ଥଳ ଓ ସଂରକ୍ଷିତ ଜୈବଗୋଲକ ବିପଦାପନ୍ନ ହୋଇପଡ଼ିଛି ।
ଭାରତୀୟ ଉପକୂଳରେ ଥିବା ଆରବ ସାଗରର ଦୁଇଟି ଉପସାଗର ହେଲା- ଖମ୍ବାତ୍ ଉପସାଗର ଏବଂ କଚ୍ ଉପସାଗର ।
୨୦୧୮ ମସିହାରେ ଓଡ଼ିଶା ଉପକୂଳରେ ଗଞ୍ଜାମର ପ୍ରୟାଗୀ, କେନ୍ଦ୍ରାପଡ଼ାର ଦେବୀ ପଏଣ୍ଟ୍ ଓ ଭଦ୍ରକର ମାୟିପୁରଠାରେ ନୂତନ ବତିଘର ନିର୍ମାଣ କରିବାର ପ୍ରସ୍ତାବ ରଖାଯାଇଥିଲା ।
shoreward's Usage Examples:
movement and low pressure systems to destabilize ice sheets and send them shoreward.
It stands on high ground at the shoreward end of Delimara Point, above il-Ħofra-z-Zgħira.
One of the 1949 trains mid-pier, heading shorewards in October 1975.
speeds these internal waves are evidenced by the formation of wide surface slicks, oriented parallel to the bottom topography, which progress shoreward with.
Facilities at the shoreward end include a nightclub, amusement.
after he and other crewmen sighted Israeli gunboats approaching, and fled shorewards.
Unlike the lagoons that form shoreward of fringing reefs, atoll lagoons often contain some deep (>20 metre; 65").
batteries that protected Marsaxlokk harbour, along with Fort Tas-Silġ at the shoreward end of Delimara point, Fort San Lucian on Kbira point in the middle of.
despite restoration work on the shoreward end, much of the pier remains in need of restoration.
surface slicks, oriented parallel to the bottom topography, which progress shoreward with the internal waves.
battery, named the Half-Moon Battery for its shape, was built about 800m shorewards of the lighthouse.
at all, and while she was pursuing her banquet as the waves moved it shorewards, her back stuck up out of the water like the overturned keel of a boat.
In highly dissipative surf zones, shoreward decay of incident waves is accompanied by shoreward growth of infragravity energy; in the inner.
Synonyms:
onshore, seaward, inshore,
Antonyms:
amphibious, inshore, inland, offshore,