<< shores shoreward >>

shoresman Meaning in Odia (Oriya). ( shoresman ଶବ୍ଦର ଓଡିଆ ଅର୍ଥ)



ଉପକୂଳବର୍ତ୍ତୀ,

Noun:

ସାଦି,

shoresman తెలుగు అర్థానికి ఉదాహరణ:

ଓଡ଼ିଶାର ବହୁ ଛୋଟବଡ଼ ବନ୍ଦର, ନଦୀ ଓ ସମୁଦ୍ର ଉପକୂଳବର୍ତ୍ତୀ ସହରମାନଙ୍କରେ ଅନେକ ବତିଘର ରହିଛି ।

ଦେଶର ତିନି-ଚତୁର୍ଥାଂଶ ଅଞ୍ଚଳ ପାର୍ବତ୍ଯାଞ୍ଚଳ ହୋଇଥିବାରୁ ପ୍ରାୟ ୧୨.୬୨ କୋଟି ଲୋକ ସଂକୀର୍ଣ୍ଣ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳରେ ବାସକରନ୍ତି ।

ସେମାନଙ୍କ ଦ୍ବାରା ବିସ୍ଥାପିତ ହୋଇଥିବା ଗ୍ରୀସୀୟ ବଂଶଜମାନେ ହିନ୍ଦୁ କୁଶର ଦକ୍ଷିଣ-ପୂର୍ବ ଏବଂ ସିନ୍ଧୁ ଉପକୂଳବର୍ତ୍ତୀ ଅଞ୍ଚଳରେ ବସବାସ କଲେ ।

|ଆରବ ସାଗରର ଉପକୂଳବର୍ତ୍ତୀ ଅଞ୍ଚଳ ରହିଥିବା ଦେଶଗୁଡ଼ିକ ହେଲା: ସୋମାଲିଆ, ଜିବୁତୀ, ୟେମେନ, ଓମାନ, ଇରାନ, ପାକିସ୍ତାନ, ଭାରତ ଏବଂ ମାଳଦ୍ୱୀପ ।

ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଦଣ୍ଡ ନାଚ ଓ "ଚଇତିଘୋଡ଼ା ନାଚ" ଅନୁଷ୍ଠିତ ହୋଇଥାଏ ।

ଉପକୂଳବର୍ତ୍ତୀ ଅଞ୍ଚଳ, ବିଶେଷ କରି ଯେଉଁମାନେ ନିଜର ଗୁଜରାଣ ମେଣ୍ଟାଇବା ପାଇଁ ସମୁଦ୍ର ଉପରେ ନିର୍ଭର କରିଥାନ୍ତି ସେମାଙ୍କ ପାଇଁ ଏହି ପର୍ବ ଯଥେଷ୍ଟ ମହତ୍ତ୍ୱ ରଖେ ।

ଉତ୍ତର ଆମେରିକାର କେତେକ ଅଂଶ ଏହି କ୍ଷେତ୍ରରେ ନାହାଁନ୍ତି, ସେଗୁଡିକ ହେଲା - ପୂର୍ବ ମେକ୍ସିକୋ, ଦକ୍ଷିଣ ଫ୍ଲୋରିଡ଼ା, ଉପକୂଳବର୍ତ୍ତୀ କେନ୍ଦ୍ରୀୟ ଫ୍ଲୋରିଡ଼ା, କେନ୍ଦ୍ରୀୟ ଆମେରିକା ଓ କରିବୀୟ ଦ୍ୱୀପପୁଞ୍ଜ ।

|| ବିବିଧ ଭାରତୀୟ ପ୍ରାଦେଶିକ ନାମ | ଭୌଗଳିକ ପ୍ରାପ୍ତି ସ୍ଥାନ ||ଏହା ପଥୁରିଆ ଏବଂ ଘଞ୍ଚ ଛାୟାଯୁକ୍ତ ଜଙ୍ଗଲରେ ତଥା ସମୁଦ୍ର ଉପକୂଳବର୍ତ୍ତୀ ଲୁଣା ମାଟିରେ ମଧ୍ୟ ଭଲ ଭାବରେ ବଢ଼ି ପାରେ ।

ଓଡ଼ିଶାର ଉପକୂଳବର୍ତ୍ତୀ ଓ କୃଷିମୂଳକ ପ୍ରାଚୁର୍ଯ୍ୟ, ବାଣିଜ୍ୟ ଓ ପରମ୍ପରାକୁ ଭଦ୍ରକର ଦାନ ଆବୁଲ ଫାଜଲଙ୍କ ଆଇନ୍-ଇ-ଆକବରୀର ରଚନାଠାରୁ ଇତିହାସ ପୃଷ୍ଠାରେ ଲିପିବଦ୍ଧ।

କେତେକ ଗବେଷକଙ୍କ ମତ ରେ ସେ ଖ୍ରୀଷ୍ଟପୂର୍ବ ୪ର୍ଥ ଶତାବ୍ଦୀ (ପୁଶ୍କଳବତୀର ପ୍ରତ୍ନତା‌ତ୍ତ୍ୱିକ ବିଭାଗ ଅନୁସାରେ) ର ଲୋକ ଥିଲେ ଏବଂ ଭାରତର ଗଙ୍ଗା ଉପକୂଳବର୍ତ୍ତୀ ଅଞ୍ଚଳ (Indo-Gangetic Plain) ରେ ଶାସନ|କରୁଥିବା ନନ୍ଦ ବଂଶ ର ସମସାମୟିକ ଥିଲେ।

୧୯୬୪ ମସିହାରେ ଆସିଥିବା ଏକ ଭୟଙ୍କର ବାତ୍ୟାରେ ଧନୁଷ୍କୋଡ଼ି ସହର, ପକ୍ ଉପସାଗର ଓ ପକ୍ ପ୍ରଣାଳୀର ଉପକୂଳବର୍ତ୍ତୀ ଅନେକ ସ୍ଥାନ ଧ୍ୱଂସ ହୋଇଯାଇଥିଲା ।

shoresman's Usage Examples:

The second, a deed from Joseph Allen, trader, to his son Joseph Allen, “shoresman,” in 1731/32, gives the son use of “My Wharf that I Have Lying in the.



shoresman's Meaning in Other Sites