<< revengefully revengers >>

revenger Meaning in Odia (Oriya). ( revenger ଶବ୍ଦର ଓଡିଆ ଅର୍ଥ)



ପ୍ରତିଶୋଧ, ପ୍ରତିଶୋଧ ପରାୟଣ,

Noun:

ପ୍ରତିଶୋଧ,

Verb:

ପରିଶୋଧ କରିବାକୁ, ପ୍ରତିଶୋଧ ନେବାକୁ,

revenger తెలుగు అర్థానికి ఉదాహరణ:

ମହାଭାରତର ବର୍ଣ୍ଣନା ଅନୁସାରେ ଭୀଷ୍ମଙ୍କଦ୍ୱାରା ଅପହୃତ କାଶୀ ରାଜକନ୍ୟା ଅମ୍ବା ହିଁ ପରଜନ୍ମରେ ରାଜା ଦ୍ରୁପଦଙ୍କ ଘରେ ଶିଖଣ୍ଡିନୀ ନାମରେ ଜନ୍ମ ନେଇ ପୂର୍ବ ଜନ୍ମର ପ୍ରତିଶୋଧ ଭାବେ ମହାଭାରତ ଯୁଦ୍ଧରେ ଭୀଷ୍ମଙ୍କର ମୃତ୍ୟୁର କାରଣ ହେଲେ ।

ଖରାସୁର ସ୍ୱଆଳୟରୁ (ଖରାଳୟ – ଖଳିଆଳ) ପ୍ରତିଶୋଧ ନେବାକୁ ପଞ୍ଚବଟୀ ଯାଇ ପ୍ରାଣ ହରାଇଲେ ।

ସେ ଚାହୁଁଥିଲେ ଯେ କୁରୁ ବଂଶର ଶାଖାଗୁଡ଼ିକ ମଧ୍ୟରେ ଏକ ପୂର୍ଣ୍ଣ-ଗୃହଯୁଦ୍ଧ ହେଉ, ଯାହା ତାଙ୍କର ପ୍ରତିଶୋଧ ପୂରଣ କରି ସମଗ୍ର ପରିବାରକୁ ଧ୍ୱଂସ କରିବ ।

ଏହି ଚଳଚ୍ଚିତ୍ରରେ ଚୈତନ୍ୟ ଜନେ କଲେଜ ପଢ଼ୁଆ ଛାତ୍ର ଭୂମିକରେ ଅଭିନୟ କରିଥିଲେ, ଯିଏ ତା'ର ବଡ଼ଭାଇର ହତ୍ୟାର ପ୍ରତିଶୋଧ ନେବା ପାଇଁ ଗୋଟିଏ ଗୁଣ୍ଡା ପାଲଟିଯାଏ ।

ପରଶୁରାମ ତୀର୍ଥଯାତ୍ରାରୁ ଫେରିବା ପରେ ଜାଣିବାକୁ ପାଇଲେ ଯେ ସେ ଦୂରରେ ଥିବାବେଳେ ପ୍ରତିଶୋଧ ନେବାକୁ ଚାହୁଁଥିବା କ୍ଷେତ୍ରିୟମାନେ ତାଙ୍କ ପିତାଙ୍କୁ ହତ୍ୟା କରିଥିଲେ।

ଭୀଷ୍ମଙ୍କ ଅପମାନର ପ୍ରତିଶୋଧ ନେବା ଥିଲା ତାଙ୍କ ମୁଖ୍ୟ ଉଦ୍ଦେଶ୍ୟ ।

ଏହି ଗପଟିର ମୁଖ୍ୟ ଚରିତ୍ର, ନିରିହ କୃଷକ ଘିନୁଆ, ଅତ୍ୟାଚାରି ଜମିଦାରର ମୁଣ୍ଡ କାଟି ତାର ସବୁ ନିର୍ଯାତନାର ପ୍ରତିଶୋଧ ନେଇଛି ଓ ପୁରସ୍କାର ଆଶାରେ ସେହି କଟା ମୁଣ୍ଡ ସହ ପୁଲିସ ନିକଟକୁ ଯାଇଛି ।

ଧୀରେ ଧୀରେ ସେ ମୁମ୍ବାଇରୁ ତା'ର ଦଳ ସମ୍ପୂର୍ଣ୍ଣ ଭାରତ ବର୍ଷରେ ବିସ୍ତାର କରିଦେଲା ଏବଂ ଭାରତର ପ୍ରଧାନମନ୍ତ୍ରୀ ମଧ୍ୟ ନିଜେ ଛିଡ଼ା କରାଇ ତାଙ୍କୁ ବିଜୟୀ କରାଇଲା ଓ ତା'ର ବାପାମାଆଙ୍କୁ ଧୋକା ଦେଇ ହତ୍ୟା କରିଥିବା ଅନ୍ୟତମ ପ୍ରଧାନମନ୍ତ୍ରୀ ପାର୍ଥୀ ଜୟ ଦେବକୁ ମଧ୍ୟ ହତ୍ୟା କରି ପ୍ରତିଶୋଧ ନେଲା ।

| ଆଧାର | ଭାରତୀୟ ଆଇନ ପ୍ରତିଶୋଧ ଅପରାଧ ନୁହେଁ, ୧୯୮୯ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।

ଏଣେ ଶକୁନି ଚାହୁଁଥିଲେ ଯେ ଦୁଇ ଭାତୃବଂଶ ମଧ୍ୟରେ ଯୁଦ୍ଧଦ୍ୱାରା ତାଙ୍କ ଭଉଣୀର ଅପମାନର ପ୍ରତିଶୋଧ ସେ ନେବେ ।

revenger's Usage Examples:

A song is your breath,while in the ridge you walk,and from your voice resoundhearts and plains: ELAS! ELAS!Everywhere the Homeland has sent me,guard and a revenger too,and from my impetus risesa new free life.


This ethical logic becomes complicated, however, since the revenging murder is also a crime, transforming the revenger into a criminal, and.


Michael Henry Levin"s view of Bel-imperia as a revenger is similar to Madelaine"s.



revenger's Meaning in Other Sites