<< revenues reverb >>

reverable Meaning in Odia (Oriya). ( reverable ଶବ୍ଦର ଓଡିଆ ଅର୍ଥ)



ସମ୍ମାନଜନକ,

Adjective:

ଧ୍ୟାନ ଦିଅନ୍ତୁ,

reverable తెలుగు అర్థానికి ఉదాహరణ:

୨୦୧୪ ମସିହାରେ ଭାରତ ସରକାର ତାଙ୍କୁ ସମ୍ମାନଜନକ ଅର୍ଜୁନ ପୁରସ୍କାର ପ୍ରଦାନ କରିଥିଲେ ।

୬୫୦୦ ପୃଷ୍ଠାରୁ ଅଧିକ ଆକାରର ଏହି ଗ୍ରନ୍ଥ ରଚନା ପାଇଁ ସେ ଏସିଆଟିକ ସୋସାଇଟି, ମୁମ୍ବାଇ ତଥା ଭଣ୍ଡାରକର ଓରିଏଣ୍ଟାଲ ଗବେଷଣା କେନ୍ଦ୍ର ଭଳି ଅନେକ ସମ୍ମାନଜନକ ଅନୁଷ୍ଠାନରେ ଉପଲବ୍ଧ ତଥ୍ୟର ଅଧ୍ୟୟନ କରିଥିଲେ ।

ସେ ମହିଶୂର ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ , ତାମିଲନାଡୁ ସରକାରଙ୍କ ତରଫରୁ କଲାଇମ୍ମାମଣି ପୁରସ୍କାର ଏବଂ କର୍ଣ୍ଣାଟକ ସରକାରଙ୍କ କର୍ଣ୍ଣାଟକ ରାଜୋତ୍ସବ ପୁରସ୍କାର ପାଇଛନ୍ତି ।

୧୯୯୬ରେ ତାଙ୍କୁ ମହାତ୍ମା ଗାନ୍ଧୀ ବିଶ୍ୱବିଦ୍ୟାଳୟଦ୍ୱାରା ସମ୍ମାନଜନକ ଡକ୍ଟରେଟ୍ (ଡି.ଲିଟ୍) ପ୍ରଦାନ କରାଯାଇଥିଲା ।

ତେବେ ତାହାଙ୍କ ମୃତ୍ୟୁ ପରେ ୨୦୧୨ ଅଗଷ୍ଟ ୧୯ ତାରିଖ ଦିନ ତାଙ୍କୁ କଟକର ଖାନ୍‌ନଗରସ୍ଥିତ ଶ୍ମଶାନରେ ସମ୍ମାନଜନକ ଉପାଧିରେ ସମ୍ମାନିତ କରାଯାଇଥିଲା ।

ଦକ୍ଷିଣ ଏସିଆରେ ଏହା ମୁସଲିମ ପରିବାରମାନଙ୍କରେ ସମ୍ମାନଜନକ ଆଖ୍ୟା ହିସାବରେ ବ୍ୟବହାର କରାଯାଏ ।

ତାଙ୍କୁ ଆନ୍ଧ୍ର ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ ଉପାଧି ଦିଆଯାଇଥିଲା, ତାହା ସହିତ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡି.ଲିଟ. ଓ ଆଇନରେ ସାଗର ବିଶ୍ୱବିଦ୍ୟାଳୟରୁ ଡକ୍ଟଟେରେଟ ଉପାଧି ମିଳିଥିଲା ।

| ସମ୍ମାନ |ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ତାଙ୍କୁ ସମ୍ମାନଜନକ "ଡକ୍ଟରେଟ ଇନ ଲ" ପ୍ରଦାନ କରାଯାଇଛି ।

ସମର୍ପିତ ସେବା ଲାଗି ମିଳିଛି ସମ୍ମାନଜନକ "ଯମୁନାଲାଲ ବାଜାଜ' ପୁରସ୍କାର ।

ଭାତ, ମଦ, ଓ ମାଂସ ବଣ୍ଡା ସମାଜରେ ସମ୍ମାନଜନକ ଖାଦ୍ୟ ଭାବେ ଧରାଯାଏ ।

୨୦୦୭-୮ ମସିହାରେ ତାଙ୍କୁ ଭାରତ ସରକାରଙ୍କ ତରଫରୁ ସମ୍ମାନଜନକ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏଠି ପାଇଁ କବି କୁଭେମ୍ପୁ ସାହିତ୍ଯ ଏକାଡେମି ତଥା 1967 ମସିହାରେ ସମ୍ମାନଜନକ ଜ୍ଞାନପୀଠ ପୁରସ୍କାରର ଅଧିକାରୀ ହେଇଥିଲେ ।

ତାଙ୍କର କୃତି ପାଇଁ ଭାରତ ସରକାର ତାଙ୍କୁ ୨୦୦୦ ମସିହାରେ ସମ୍ମାନଜନକ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଥିଲେ ।

reverable's Meaning in Other Sites