<< renegotiation renew >>

reneguing Meaning in Odia (Oriya). ( reneguing ଶବ୍ଦର ଓଡିଆ ଅର୍ଥ)



ତ୍ୟାଗ,

Adjective:

ନବୀକରଣ |,

People Also Search:

renew
renewable
renewable resource
renewables
renewably
renewal
renewals
renewed
renewer
renewers
renewing
renews
renforce
renfrew
reniform

reneguing తెలుగు అర్థానికి ఉదాహరణ:

ଜଙ୍ଗଲର ବୁଦା ଆଢୁଆଳ ମଧ୍ୟରେ ରହି ମଧ୍ୟ ଗୟଳ ଗୋଠଦ୍ୱାରା ଏପରି ଭାବେ ଚିହ୍ନଟ ହୋଇଗଲେ ମହାବଳ ବାଘ ଶିକାରରେ ଆଉ ଆଗକୁ ନ ବଢ଼ି ଶିକାର ପରିତ୍ୟାଗ କରନ୍ତି ।

କିନ୍ତୁ ପରଦିନ ସନ୍ୟାସୀ ସେହିସ୍ଥାନ ପରିତ୍ୟାଗ କରିଚାଲିଯାଇଥିଲେ ।

ଫତେ ସିଂ ଫୁସଫୁସ କର୍କଟ ରୋଗରେ ପୀଡ଼ିତ ଥିଲେ ଓ ୧-ମାର୍ଚ୍ଚ୍-୨୦୧୧ ମସିହାରେ ସୱାଇ ମାଧୋପୁରସ୍ଥିତ ନିଜ ବାସଭବନରେ ୭୨ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ ।

ଘଟଣାସ୍ଥଳରେ ୧୨ ଜଣ ସ୍ୱାଧୀନତା ସଂଗ୍ରାମୀ ନିହତ ହୋଇଥିବା ବେଳେ ୧୪ ଜଣ ଚିକିତ୍ସାଳୟକୁ ଯିବା ରାସ୍ତାରେ ପ୍ରାଣତ୍ୟାଗ କରିଥିଲେ ।

ଅନ୍ତଃ ଅର୍ଶ ହେଲେ କଷ୍ଟ‌ହୀନ ହୁଏ କିନ୍ତୁ ମଳତ୍ୟାଗ ସମୟରେ ରକ୍ତସ୍ରାବ ହୁଏ ।

ରୋଗ ଇତିହାସ, ଖାଦ୍ୟ ପରିତ୍ୟାଗ, ଚର୍ମଫୋଡ଼ା ଟେଷ୍ଟ (skin prick test), ଖାଦ୍ୟ ବିଶିଷ୍ଟତା ଆଇଜିଇ ଆଣ୍ଟିବଡି ରକ୍ତ ପରୀକ୍ଷା (blood tests for food-specific IgE antibodies) କିମ୍ବା ଓରାଲ ଫୁଡ ଚାଲେଞ୍ଜ ଇତ୍ୟାଦି ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ।

୨୦୧୦ ମସିହା ଡିସେମ୍ବର ମାସରେ ସେ ୨୪ ବର୍ଷ ବୟସରେ ପ୍ରାଣତ୍ୟାଗ କରିଥିଲା ।

ଅନ୍ୟ କିଛି ସଂସ୍କରଣ ଅନୁସାରେ ସେ ସୀତାଙ୍କୁ ଅଭିଶାପ ଦେଇ କ‌ହିଥିଲେ ଯେ ରାମ ସୀତାଙ୍କୁ ପରିତ୍ୟାଗ କରିଦେବେ ।

|ମୃତ୍ୟ|୨୦୧୭ ମସିହା ଅକ୍ଟୋବର ୧୫ରେ ହୃଷୀକେଶ କଟକର ଏକ ଘରୋଇ ଚିକିତ୍ସାଳୟରେ ଦେହତ୍ୟାଗ କରିଥିଲେ ।

ଏହି ସମୁଦ୍ର କୂଳରେ ମହାତ୍ମା ଗାନ୍ଧୀ ଲବଣ ସତ୍ୟାଗ୍ରହ ପରେ ବ୍ରିଟିଶମାନଙ୍କର ଲବଣ ଟିକସ ନିୟମ ଭାଙ୍ଗ କରିଥିଲେ ।

ମଦ ପରିତ୍ୟାଗର ଦୁଇ ଦିନରେ ଆରମ୍ଭ ହୋଇ ଦୁଇ ତିନି ଦିନ ପର୍ଯ୍ୟନ୍ତ ରହେ ଲୋକର ଦୃଷ୍ଟି ଓ ଶ୍ରବଣ ବିଭ୍ରମ ହୁଏ ।

ସେ ଜାତୀୟ କଂଗ୍ରେସରେ ଯୋଗ ଦେଇ ରାୱଲାଟ ଆଇନ, ଅସହଯୋଗ ଆନ୍ଦୋଳନ, ଭାଇକୋମ ସତ୍ୟାଗ୍ରହ ଓ ଆଇନ ଅମାନ୍ୟ ଆନ୍ଦୋଳନରେ ସାମିଲ ହୋଇଥିଲେ ।

reneguing's Meaning in Other Sites