renewer Meaning in Odia (Oriya). ( renewer ଶବ୍ଦର ଓଡିଆ ଅର୍ଥ)
ନବୀକରଣ,
Adjective:
ପୁନର୍ଜୀବିତ |, ନୂତନ,
People Also Search:
renewersrenewing
renews
renforce
renfrew
reniform
renigging
renin
renitency
renitent
renminbi
renner
rennet
rennets
rennin
renewer తెలుగు అర్థానికి ఉదాహరణ:
|ଓଡ଼ିଶା ସରକାର ବୁର୍ଲା ଜଳବିଦ୍ୟୁତ କେନ୍ଦ୍ରର ୫ମ ଓ ୬ଷ୍ଠ ଭାଗ ଓ ଚିପିଲିମା ଜଳବିଦ୍ୟୁତ ପ୍ରକଳ୍ପ (CHEP)ର ୩ୟ ଭାଗର ନବୀକରଣ ନିମନ୍ତେ ୧୧ତମ ଭାରତର ପଞ୍ଚବାର୍ଷିକ ଯୋଜନା କାଳରେ ଲକ୍ଷ ରଖିଥିଲେ ଯାହାର ଫଳ ରୂପେ ଚିପିଲିମା ପ୍ରକଳ୍ପର ୧ମ ଓ ୩ୟ ଭାଗର କାର୍ଯ୍ୟକାଳ ବଢ଼ାଇବା ସହ ନବୀକରଣ ଶେଷ ହୋଇଛି ।
ଏହି ସମୟରେ ଅନେକ ବ୍ୟବସାୟିକ ସଂସ୍ଥାନ ନିଜ ଇଆର୍ପି ବ୍ୟବସ୍ଥାର ନବୀକରଣ ପ୍ରତି ଦୃଷ୍ଟି ଦେବାକୁ ଲାଗିଲେ ।
|ଉପକ୍ରମ ଓ ଅର୍ଥ |ଊନବିଂଶ ଶତାବ୍ଦୀର ଶେଷ ଭାଗରେ ବ୍ରିଟିଶ ଶାସନ ବିରୁଦ୍ଧରେ ହୋଇଥିବା ସିପାହୀ ବିଦ୍ରୋହ ପରିପ୍ରକ୍ଷୀରେ ଭାରତ ଉପମହାଦେଶକୁ ମାନବୀକରଣ କରାଯାଇଥିଲା ।
| ବିସ୍ତାରିକରଣ |୯୦୯.୨୨ ଏକର ପରିମିତ ସ୍ଥାନରେ ଥିବା ଏହି ବିମାନ ବନ୍ଦର ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୫୦କୋଟି ତାଙ୍କ ବ୍ୟୟ କରି ୨୦୧୩ ମସିହାରେ ଏହାର ନବୀକରଣ କାର୍ଯ୍ୟ ଆରମ୍ଭ କରିଛନ୍ତି ।
ପ୍ରତ୍ନତତ୍ତ୍ୱ ବିଭାଗ ଏହାକୁ ନବୀକରଣ କରାଇବା ପାଇଁ ଗମନାଗମନଠାରୁ ନୂତନ ଗୃହ ନିର୍ମାଣ କାମ ଜାରି ରଖିଛନ୍ତି ।
ବଡ଼ ସଂସ୍କାର ଓ ନବୀକରଣ ପାଇଁ ବହୁ ପରିମାଣର ଅର୍ଥ ଆବଶ୍ୟକ ।
|ଚିତ୍ର ଗ୍ୟାଲେରି|ପୁନରୁଦ୍ଧାର କାର୍ଯ୍ୟ|୧୯୯୦ ମସିହାରେ ରିଓର କ୍ୟାଥୋଲିକ୍ ସଂଗଠନ, ଗ୍ରୁପୋ ଗ୍ଲୋବୋ ନାମକ ଗଣମାଧ୍ୟମ କମ୍ପାନୀ, ଶେଲ୍ ଡୋ ବ୍ରାସିଲ୍ ନାମକ ତୈଳ କମ୍ପାନୀ, ବ୍ରାଜିଲ ପରିବେଶ ଓ ନବୀକରଣୀୟ ପ୍ରାକୃତିକ ସମ୍ବଳ ଅନୁଷ୍ଠାନ, ଜାତୀୟ ଐତିହାସିକ ଓ କଳା ଐତିହ୍ୟ ସଂସ୍ଥା, ରିଓର ନଗରପାଳିକା ଇତ୍ୟାଦି ବିଭିନ୍ନ ସଂଗଠନର ଯୋଗଦାନରେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଗଲା ।
ଅନ୍ୟ କେତେକ କଥାରେ ତାଙ୍କର ବୁଦ୍ଧି (ବୁଝିବା ଶକ୍ତି), ସିଦ୍ଧି (ସାଫଲ୍ୟ) ଓ ରିଦ୍ଧି (ସମୃଦ୍ଧି) ନାମକ ତିନି ପତ୍ନୀ ଥିବା ଉଲ୍ଲେଖ ଅଛି ଓ ଏହି ତିନି ଗୁଣକୁ ମାନବୀକରଣ କରି ତିନି ପତ୍ନୀ ଭାବରେ ବର୍ଣ୍ଣନା କରାଯାଇଛି ।
ଏହି ଷ୍ଟାଡିୟମରେ ଅନେକ ନବୀକରଣ ପ୍ରକଳ୍ପ କରାଯାଇଛି ।
|ଡିଜେଲ ଚାଳିତ| ନବୀକରଣ ଯୋଗ୍ୟ | ଜଳ ବିଦ୍ୟୁତ |ଏହା ଭାରତର ପ୍ରମୁଖ ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରଗୁଡ଼ିକର ଏକ ତାଲିକା ।
| ନବୀକରଣ ଅଯୋଗ୍ୟ | ପରମାଣବିକ ଶକ୍ତି |ତାପଜ ଶକ୍ତି, ଜଳବିଦ୍ୟୁତ ଶକ୍ତି ଓ ପବନ ଶକ୍ତି ପରେ ପାରମଣବିକ ଶକ୍ତି, ଭାରତର ଚତୁର୍ଥ ବୃହତ୍ତମ ବିଦ୍ୟୁତ ଶକ୍ତି ଉତ୍ସ ଅଟେ ।
|ଗୁଗଲ କ୍ୟାମ୍ପସ|୨୦୦୩ ମସିହାରେ ଗୁଗଲ ଉପରୋକ୍ତ ଏସ ଜି ଆଇ କ୍ୟାମ୍ପସକୁ ଲିଜରେ ନେଇଥିଲା ଏବଂ ଏହାକୁ ୨୦୦୫ରୁ ୨୦୦୬ ମଧ୍ୟରେ ନବୀକରଣ କରାଇଥିଲା ।
renewer's Usage Examples:
(Commemoration) W – ELCA 2 John Wesley, 1791; Charles Wesley, 1788; priests, renewers of the church (Commemoration) W – ELCA 3 4 5 6 7 Perpetua and Felicity.
He is dubbed a renewer in Quranic exgesis, and this is seen in his notable book Mawahib al-Rahman.
lived in Florence and Tuscany, as well as Arnolfo and Andrea Pisano, renewers of architecture and sculpture; Brunelleschi, Donatello and Masaccio, forefathers.
wives Friederike Münster and Caroline Bertheau, he is regarded as the renewer of the apostolic deaconess ministry.
He is considered by many a renewer of Brazilian pop samba.
of Saints of the Evangelical Lutheran Church in America as one of the renewers of the church on October 10.
Committees (named by the KKE majority as revisionists and by the press as the renewers).
The members of all the Senegalese brotherhoods claim that their founders were such renewers.
spiritual scholars in Islamic history, and is thought by some to have been the renewer of his time (mujaddid).
Walīullāh Dehlawī (also Shah Wali Allah), was an Islamic scholar, muhaddith, renewer, historiographer, bibliographer, theologian, and philosopher.
, renewer of society, martyr, 1968 (Commemoration) R – ELCA 16 17 Antony of Egypt, renewer of the church, c.
In the Lutheran Church, he is remembered as a renewer of the church, along with his contemporary (and fellow desert saint), Anthony.
He is generally considered one of the greatest renewers of basque songwriting.