remittently Meaning in Odia (Oriya). ( remittently ଶବ୍ଦର ଓଡିଆ ଅର୍ଥ)
ପଠାଇବା,
Adjective:
ମଧ୍ୟବର୍ତ୍ତୀ,
People Also Search:
remitterremitters
remitting
remittor
remittors
remix
remixed
remixes
remixture
remnant
remnantal
remnants
remodel
remodeled
remodeling
remittently తెలుగు అర్థానికి ఉదాహరణ:
| ରିଲେ ||ପ୍ରଥମେ ମୋର୍ସ କେବଳ ଅଳ୍ପଦୂରକୁ (ଅଳ୍ପ କେତେ ଶହ ୟାର୍ଡ) ଟେଲିଗ୍ରାଫିକ ସଙ୍କେତ ପଠାଇବାରେ ସଫଳ ହୋଇଥିଲେ।
ମହୁରୀ ରାଜା ତାଙ୍କୁ ତାଙ୍କୁ ଅନୁରୋଧ କରିଥିଲେ ଯେ ତାଙ୍କର ବ୍ରହ୍ମପୁର ଫେରିବା ସମୟରେ ଏହି ଦେବାଙ୍ଗ ସଂପ୍ରଦାୟର କିଛି ଲୋକଙ୍କୁ ତାଙ୍କ ସହିତ ପଠାଇବା ପାଇଁ ।
ଏହି କାରଣରୁ ବିଶ୍ୱକପ୍ ଆରମ୍ଭ ହେବାକୁ ମାତ୍ର ୨ ମାସ ରହିଥିଲେ ହେଁ କୌଣସି ୟୁରୋପୀୟ ଦେଶ ନିଜ ଦଳ ପଠାଇବାକୁ ରାଜି ହେଲେନାହିଁ ।
ନିଉୟର୍କ ୟୁନିଭର୍ସିଟିର ରସାୟନ ବିଜ୍ଞାନ ପ୍ରଧ୍ୟାପକ ଲିଓନାର୍ଡ ଗାଲେଙ୍କ ସହାୟତାରେ ସେ ରିଲେ ତିଆରି କରି ପାରିଲେ ଓ ଏହି ସଙ୍କେତକୁ ତାର ମାଧ୍ୟମରେ ଦୂର ସ୍ଥାନକୁ (୧୦ ମାଇଲ, ପାଖାପାଖି ୧୬ କି.ମି. ପର୍ଯ୍ୟନ୍ତ) ପଠାଇବାରେ ସଫଳତା ହାସଲ କଲେ।
ସୁସ୍ୱାଦୁ ପିଠା ସହ ବନ୍ଧୁବାନ୍ଧବଙ୍କ ଘରକୁ ଅବିର ପଠାଇବା ସେଦିନ ଗୋପାଳ ଘରର ଏକ ଚଳଣି ।
ତେଣୁ ଷ୍ପାମର୍ମାନଙ୍କ ପାଇଁ ବହୁସଂଖ୍ୟକ ଷ୍ପାମ୍ ଇ-ମେଲ୍ ପଠାଇବା ଏକ ସୁରକ୍ଷିତ ଓ ସୁଚିନ୍ତିତ ଯୋଜନା ।
ଅନୁଗୁଳଠାରୁ ପୁରୀ ଓ ପୁରୀରୁ ଭଦ୍ରଖ ପର୍ଯ୍ୟନ୍ତ ବାପୁଜୀଙ୍କ ପାଖେ ପାଖେ ରହି "ସମାଜକୁ ବିସ୍ତୃତ ବିବରଣୀ ପଠାଇବା ।
|ତଥ୍ୟ ପ୍ରଦୂଷଣର ନିୟନ୍ତ୍ରଣ|ଇ-ମେଲ୍ ଷ୍ପାମ୍|ଷ୍ପାମର୍ମାନଙ୍କୁ ବହୁ ସଂଖ୍ୟକ ଇ-ମେଲ୍ ସନ୍ଦେଶ ପଠାଇବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିନଥାଏ ।
ଉଦାହରଣ ସ୍ୱରୂପ:-|ମୋବାଇଲ (Android, iPhone, Windows Mobile )|ଛୋଟ କ୍ଲାଏଣ୍ଟ (CherryPal , Zonbu , gOS based systems )|ବଡ଼ କ୍ଲାଏଣ୍ଟ (Google Chrome, Mozilla Firefox)|ଇଂଫ୍ରାସ୍ଟ୍ରକଚର|କ୍ଲାଉଡ଼ ଇଂଫ୍ରାସ୍ଟ୍ରକଚର କମ୍ପ୍ୟୁଟର ଇଂଫ୍ରାସ୍ଟ୍ରକଚରର ସେବାଗୁଡ଼ିକ ପଠାଇବାକୁ ନିର୍ମିତ ଓ ଏହା ବିଶେଷତଃ ଭାବରେ ଏକ ପ୍ରକାରର ପ୍ଲାଟଫର୍ମ ଭରଚୁଆଲିଯେସନ୍ର ପରିବେଶ ।
|ଆଧାର କାର୍ଡ଼ ଜନିତ ପଞ୍ଜୀକରଣ କରି ୯୦ ଦିନ ମଧ୍ୟରେ ଏନପିଏସ ଫର୍ମକୁ ବ୍ୟାଙ୍କଦ୍ୱାରା ବା ଡାକ ଯୋଗେ ଏନପିଏସ କାର୍ଯ୍ୟାଳୟକୁ ପଠାଇବାକୁ ପଡ଼େ ।
|କୌରବ ଏବଂ ପାଣ୍ଡବଙ୍କ ମଧ୍ୟରେ ପଶାଖେଳର ବ୍ୟବସ୍ଥା କରି ଦ୍ରୌପଦୀଙ୍କ ଅପମାନ କରିବା ସହ ପାଣ୍ଡବଙ୍କୁ ବନବାସରେ ପଠାଇବା ସହ ଏଭଳି ଅନେକ ଉଦାହରଣ ରହିଛି ।
ଓଦା ଅଖା, କଦଳୀ ପଟୁକା, ଓଦା କୁଟା, ନଡ଼ା କିମ୍ବା ଇଙ୍କଡ଼ ପତ୍ରରେ ଘୋଡେଇ ଝୁଡ଼ିରେ ଦୂରସ୍ଥାନକୁ ପଠାଇବାର ବ୍ୟବସ୍ଥା କରାଯାଏ।
ସେଥିପାଇଁ ସେ ଭୟଭୀତ ହୋଇ ନରନାରାୟଣଙ୍କ ତପସ୍ୟା ଭଗ୍ନ କରିବା ନିମନ୍ତେ କନ୍ଦର୍ପକୁ ପଠାଇଲେ ଓ ତାଙ୍କ ସହିତ ବସନ୍ତ ଗୁରୁପବନକୁ ମଧ୍ୟ ବଦ୍ରିକାଶ୍ରମ ପଠାଇବାରୁ କନ୍ଦର୍ପ ତାଙ୍କ ପଞ୍ଚଶର ମାରିଥିଲେ ଓ ମନ୍ଦମନ୍ଦ ପବନ ବହିବାକୁ ଲାଗିବାରୁ ପ୍ରେରିତ ଅପ୍ସରୀମାନେ ନୃତ୍ୟ ଆରମ୍ଭ କରିଦେଲେ ଯେପରି ସେମାନଙ୍କ ତପସ୍ୟା ଭାଙ୍ଗୁ।