remnantal Meaning in Odia (Oriya). ( remnantal ଶବ୍ଦର ଓଡିଆ ଅର୍ଥ)
ସ୍ମରଣ,
Noun:
ସିଞ୍ଚନ କରନ୍ତୁ |, ବଳକା,
People Also Search:
remnantsremodel
remodeled
remodeling
remodelled
remodelling
remodels
remodified
remodify
remolding
remonetization
remonetizations
remonetize
remonetizes
remonstrance
remnantal తెలుగు అర్థానికి ఉదాహరణ:
|ଓଡ଼ିଆଚଳଚ୍ଚିତ୍ର ଝିଅଟା ବିଗିଡ଼ିଗଲାରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ :|ବାବୁଶାନ୍|ଏଲିନା ସାମନ୍ତରାୟ|ରୁଦ୍ର ପାଣିଗ୍ରାହୀ|ଜିନା ସାମଲ|ଇପ୍ସିତା|ଲିନା|ଦେବ୍|ମୀନକେତନ|ଅସୀତ ପତି|ସଲିଲ ମିତ୍ର|ବିଜୟ ପଟ୍ଟନାୟକ|ଅଶୋକ ମଲ୍ଲିକ|ସ୍ମରଣୀକା ପ୍ରିୟଦର୍ଶିନୀ|ବିନି ପଟ୍ଟନାୟକଙ୍କ ନିର୍ଦେଶିତ ଝିଅଟା ବିଗିଡ଼ିଗଲା ଚଳଚ୍ଚିତ୍ରଟି ଏକ ଚୁଲବୁଲି ଝିଅର କାହାଣି ଉପରେ ଆଧାରିତ ।
ସେଦିନ ହୁଏତ ଶତ ଶତ ଶିଶୁଙ୍କର ଜନ୍ମ ହୋଇଛି, କିନ୍ତୁ ଏହି ଶିଶୁଟିକୁ ହିଁ ବିଶେଷ କରି ଜଗତ ସ୍ମରଣ କରି ରଖିଛି ।
ତେଣୁ ଧିରେ ଧିରେ ତାଙ୍କୁ ମା କାଳିଙ୍କ ଆଖ୍ୟା ଦେଇ ବିପଦ ସମୟରେ ସ୍ମରଣ କରିବାକୁ ଲାଗିଲେ ।
ସେଇ କାଳୀୟକୁ ଦଳନ କରିବା ପାଇଁ ଜଣେ ସେବାୟତ କୃଷ୍ଣବେଶରେ ଓ ଅନ୍ୟଜଣେ ଗୁଡ଼ିଆ ଜାତିର ବ୍ୟକ୍ତି ଗରୁଡ଼ ବେଶରେ ପ୍ରସ୍ତୁତ ହୋଇ ଥାଆନ୍ତି ଭାଗବତ ବର୍ଣ୍ଣିତ କାଳୀୟଦଳନର ମଧ୍ୟକାଳେ କାଳୀୟଦ୍ୱାରା କବଳିତ ହୋଇ ଶ୍ରୀକୃଷ୍ଣ ଗରୁଡ଼ଙ୍କୁ ସ୍ମରଣ କରିଥାନ୍ତି ।
1945 ମସିହା ଅକ୍ଟୋବର ୨୪ରେ ମିଳିତ ଜାତିସଂଘର ପ୍ରତିଷ୍ଠାକୁ ସ୍ମରଣୀୟ କରିବା ନିମିତ୍ତ ଏହି ଦିବସ ପାଳନ କରାଯାଉଛି ।
| ଶାସନପଦ୍ଧତି |ଶେର ସାହ କେବଳ ଯେ ଜଣେ ବହୁ ଯୁଦ୍ଧ ବିଜେତା ସେନାନାୟକ ଥିଲେ ତାହା ନୁହେଁ , ସେ ଉନ୍ନତଧରଣର ଶାସନପ୍ରଣାଳୀ ପ୍ରବର୍ତ୍ତନ କରି ଇତିହାସରେ ସ୍ମରଣୀୟ ହୋଇରହିଛନ୍ତି ।
| କିମ୍ବଦନ୍ତୀ ||କିମ୍ବଦନ୍ତୀ ଅନୁସାରେ ରାମଚନ୍ଦ୍ର ସୀତାଙ୍କୁ ଗଙ୍ଗାରେ ସ୍ନାନ କରାଇବା ଉଦ୍ଦ୍ୟେଶ୍ୟରେ ଏଠାରେ ଗଙ୍ଗାଙ୍କୁ ସ୍ମରଣ କରି ସାତଟି ଶର ମୁନରେ ସପ୍ତରେଖା ନଦୀ ଖନନ କରିଥିଲେ , ଅଧୁନା ଏହା ନାଳରେ ପରିଣତ ହୋଇଛି ।
ଆଉ ମଧ୍ୟ ପ୍ରତିବର୍ଷ ଏକ ସ୍ମରଣିକା ଉନ୍ମୋଚନ ହୋଇଥାଏ ।
ମୃତ ସ୍ୱାମୀଙ୍କୁ ଫେରିବା ପାଇଁ ସେ ମାତା ପାର୍ବତୀ ଓ ବନଦେବତାଙ୍କୁ ସ୍ମରଣ କରିବାକୁ ଲାଗିଲା।
ସେ କୋଣାର୍କ ନୃତ୍ୟ ଉତ୍ସବ, ନାଳନ୍ଦା ନୃତ୍ୟ ଉତ୍ସବ, ସଙ୍ଗୀତ ନାଟକ ଏକାଡ଼େମୀରେ ନୃତ୍ୟ ପ୍ରତିଭା ଓ ନୃତ୍ୟ ଉତ୍ସବ, ନମନ ଉତ୍ସବ, ସଙ୍କଟମୋଚନ ନୃତ୍ୟ ଓ ସଙ୍ଗୀତ ଉତ୍ସବ, ସଂସ୍ମରଣ ଉତ୍ସବ ଆଦିରେ ନୃତ୍ୟ ପରିବେଷଣ କରିଛନ୍ତି ।
| ନାଟକ ଓ ଅଭିନୟ |ଶ୍ୟାମସୁନ୍ଦର ମହାପାତ୍ର, ଗଣକବି ବୈଷ୍ଣବ ପାଣି, ପଲ୍ଲୀ କବି କୃଷ୍ଣପ୍ରସାଦ ବେହେରା, ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା, ନାଟ୍ୟ ଭୁଷଣ ଉମାକାନ୍ତ ବେହେରା, ନବ କିଶୋର ବେହେରା, ସୁଧାଂଶୁ ଶେଖର ନାୟକ ଇତ୍ୟାଦି ଏ ଦିଗରେ ଅଗ୍ର ସ୍ମରଣୀୟ।
| ଏହି ବୋଷନ ନାମ ଜଣେ ଭାରତୀୟ ପଦାର୍ଥ ବିଜ୍ଞାନୀ ସତ୍ୟେନ୍ଦ୍ର ନାଥ ବୋଷ୍ଙ୍କ ସ୍ମରଣାର୍ଥେ ପାଉଲ୍ ଡିରାକ୍ ଦେଇଥିଲେ ।