<< relativities relativize >>

relativity Meaning in Odia (Oriya). ( relativity ଶବ୍ଦର ଓଡିଆ ଅର୍ଥ)



ଆପେକ୍ଷିକତା,

Noun:

ଆପେକ୍ଷିକତା |,

relativity తెలుగు అర్థానికి ఉదాహరణ:

| ଆପେକ୍ଷିକତାର ପ୍ରଭାବ |ନିମ୍ନ ଲିଖିତ ପ୍ରଭାବଗୁଡିକୁ ବୁଝିବା ପାଇଁ ଆମେ କାଳିଆ ଭାଈ ଓ ବଳିଆ ଭାଈଙ୍କ ଅନୁଭୂତିର ଅବଲୋକନ କରିବା ।

ତାଙ୍କର ଅନ୍ୟାନ୍ୟ ଗବେଷଣା କ୍ୱାଣ୍ଟମ ମେକାନିକ୍ସ ଓ ଆପେକ୍ଷିକତା ଆଦି ବିଷୟରେ ।

 ସେ ଯାହା ହେଉ, ସାଧାରଣ ଆପେକ୍ଷିକତା ତତ୍ତ୍ୱର ପରିପ୍ରକାଶ ପରେ ମିଶେଲଙ୍କ ନକ୍ଷତ୍ରପୃଷ୍ଠରୁ ନିର୍ଗତ ଆଲୋକରଶ୍ମୀ ନକ୍ଷତ୍ରର ମହାକର୍ଷଣ ପ୍ରଭାବରେ ପଛକୁ ଫେରିଯିବାର କଳ୍ପନା କେବେବି ସମ୍ଭବ ନୁହେଁ ବୋଲି ଜଣାପଡିଲା ।

ସ୍ଥାନ-କାଳର ଜ୍ୟାମିତିକ ଚିତ୍ରଦ୍ୱାରା ଆପେକ୍ଷିକତାର ପ୍ରଭାବ ଭିନ୍ନ ଭିନ୍ନ ଦେଖଣାହାରୀଙ୍କ ଉପରେ କିପରି ପଡିଥାଏ ତାହା ଜାଣିହୁଏ ।

 ୧୯୧୬ ମସିହାରେ ସାଧାରଣ ଆପେକ୍ଷିକତା ତତ୍ତ୍ୱର ବ୍ୟବହାର କରି କାର୍ଲ୍ ଶ୍ୱାର୍ଜଶିଲ୍ଡ୍ କୃଷ୍ଣଗର୍ତ୍ତର ପ୍ରକୃତି କଳନା କରିବାର ଚେଷ୍ଟା କରିଥିଲେ ।

 |ସାଧାରଣ ଆପେକ୍ଷିକତା ତତ୍ତ୍ୱ ଅନୁସାରେ, ବସ୍ତୁତ୍ୱ ସ୍ଥାନ-କାଳର ସଂରଚନାକୁ ବିକୃତ କରିଦିଏ ଓ ବସ୍ତୁର ଗତିପଥ ସେହି ବସ୍ତୁତ୍ୱ ପଟକୁ ବାଙ୍କିଯାଏ ।

ବର୍ତ୍ତମାନ ସମୟରେ ସାଧାରଣ ଆପେକ୍ଷିକତା ତତ୍ତ୍ୱରେ ବ୍ରହ୍ମାଣ୍ଡ ବୈଜ୍ଞାନିକ ସ୍ଥିରାଙ୍କ ଓ ଶୂନ୍ୟ ଶକ୍ତି ଦୁହେଁ ସମାର୍ଥବାଚୀ ବୋଲି କୁହାଯାଉଛି ।

 | ସାଧାରଣ ଆପେକ୍ଷିକତା ତତ୍ତ୍ୱ |ମହାକର୍ଷଣ ଆଲୋକର ଗତିକୁ ପ୍ରଭାବିତ କରେ ବୋଲି ପ୍ରମାଣ ଦେବା ପରେ, ୧୯୧୫ ମସିହାରେ ଆଲବର୍ଟ୍ ଆଇନ୍ ଷ୍ଟାଇନ୍ ସାଧାରଣ ଆପେକ୍ଷିକତା ତତ୍ତ୍ୱ ପ୍ରକାଶ କରିଥିଲେ ।

ଏହି ପ୍ରମାଣଦ୍ୱାରା ସାଧାରଣ ଆପେକ୍ଷିକତା ତତ୍ତ୍ୱ ସଂରକ୍ଷଣ ନିୟମର ସମର୍ଥନ କରେ ବୋଲି ଆଇନ୍‍ଷ୍ଟାଇନ୍ ଧାର୍ଯ୍ୟ କରିଥିଲେ ।

ଆଇନ୍‍ଷ୍ଟାଇନ୍ କ୍ଷେତ୍ର ସମୀକରଣଗୁଡ଼ିକୁ ସାଧାରଣ ଆପେକ୍ଷିକତା ତତ୍ତ୍ୱର ପରିଧିରୁ ବାହାରେ ମଧ୍ୟ ପ୍ରୟୋଗ କରାଯାଏ ।

କିନ୍ତୁ ଆପେକ୍ଷିକତା ଅନୁସାରେ ସମୟ ଆପେକ୍ଷିକ ।

ଆଇନଷ୍ଟାଇନ ଆପେକ୍ଷିକତାର ବିଶେଷ ଏବଂ ସାଧାରଣ ସିଦ୍ଧାନ୍ତ ସହିତ ଅନେକ ଯୋଗଦାନ ଦେଇଛନ୍ତି ।

|ବିଶେଷ ଆପେକ୍ଷିକତାର ବ୍ୟବହାର କରି,୧୯୩୧ ମସିହାରେ ସୁବ୍ରମଣ୍ୟନ୍ ଚନ୍ଦ୍ରଶେଖର ଗଣନା କରି କହିଲେ ଯେ ଏକ ଆବର୍ତ୍ତନହୀନ ଇଲେକ୍ଟ୍ରନବିହୀନ କୌଣସି ବସ୍ତୁର ସର୍ବାଧିକ ବସ୍ତୁତ୍ୱ ସୀମିତ ଓ ଏହା ପରେ ବସ୍ତୁ ପାଇଁ ସବୁ ସମୀକରଣର ସମାଧାନ ଅସ୍ଥାୟୀ ବା ଅସମ୍ଭବ ।

relativity's Usage Examples:

of universal gravitation, the classical theory of gravitation General relativity, the theory of gravitation published by Albert Einstein Gravitation.


This hyperplane exists mathematically, but physical relations in relativity involve.


Doubly special relativity (DSR) – also called deformed special relativity or, by some[who?], extra-special relativity – is a modified theory of special.


entity of space and time, relativity of simultaneity, kinematic and gravitational time dilation, and length contraction.


See alsoAffine vector fieldConformal Killing vector fieldCurvature collineationKilling vector fieldMatter collineationSpacetime symmetriesReferencesMathematical methods in general relativity The Fourth Doctor is an incarnation of the Doctor, the protagonist of the BBC science fiction television series Doctor Who.


Genesis of general relativity series.


following laws, equations, and theories respect Lorentz symmetry: The kinematical laws of special relativity Maxwell"s field equations in the theory of.


So, a light cone drawn in a Kruskal–Szekeres diagram will look just the same as a light cone in a Minkowski diagram in special relativity.


special relativity: the travelling twin"s trajectory involves two different inertial frames, one for the outbound journey and one for the inbound journey.


The theory of general relativity says that the observed gravitational effect between.


This was not possible in Galilean relativity, where it would be permitted for particles and light to travel at any speed, including faster than light.


The gauge covariant derivative is a variation of the covariant derivative used in general relativity.



Synonyms:

quality,

Antonyms:

unfaithfulness, unpleasantness, rightness, corpuscular theory, corpuscular theory of light,

relativity's Meaning in Other Sites