<< relaxants relaxation behavior >>

relaxation Meaning in Odia (Oriya). ( relaxation ଶବ୍ଦର ଓଡିଆ ଅର୍ଥ)



ଅବକାଶ, ଚିତ୍ତବିନୋଦନ, ମନର ଭାରକୁ ହାଲୁକା କରିବା, ଆରାମ, ମୁକ୍ତ ଚିନ୍ତା କରନ୍ତୁ, ମନୋରଞ୍ଜନ, ଛାଡ,

Noun:

ଆରାମ,

relaxation తెలుగు అర్థానికి ఉదాహరణ:

ଭିତର ଗରାବଡୁ ମଙ୍ଗଳ ଆଳତି ଓ ମଇଲମ ଆରମ୍ଭରେ ପଶୁପାଳକଙ୍କୁ ହାତୁଆଣି ଦେବା, ଅବକାଶ ପୂଜାଠାରେ ଝରି, ପାଣିଗରା, ଗଣ୍ଡୁଷଜଳ ଯୋଗାଇବା, ଦହିଲାଗି ସମୟେ ଦର୍ପଣରେ ଜଳଲାଗି, ଅଁଳାଲାଗି ସମୟରେ ଜଳ, ପୂଜା ଓ ମଇଲମ ପରେ ହାତୁଆଣି, ରତ୍ନସିଂହାସନ ତଳେ ପାର୍ଶ୍ୱଦେବତାଙ୍କୁ ଜଳ, ସୂର୍ଯ୍ୟ, ଦ୍ୱାରପାଳ ପୂଜା, ବଲ୍ଲଭ, ସବୁ ଧୂପରେ ଝରି ଲଗାଇବା, ଘଷାଜଳ ରଖୁବା, ଭୋଗ ମଣ୍ଡପରେ ଝରି ଲଗାଇବା କାର୍ଯ୍ୟ କରନ୍ତି ।

ଶ୍ରୀମନ୍ଦିର ସ୍ୱତ୍ୱଲିପି ମୁତାବକ ୩ଥର ପରିମାଣିକ ଦର୍ଶନ ବ୍ୟବସ୍ଥା ଥିଲେ ମଧ୍ୟ ଏବେ ୮ଥର (ମଙ୍ଗଳ ଆଳତି, ଅବକାଶ, ସକାଳ ଧୂପ, ଭୋଗ ମଣ୍ଡପ, ମଧ୍ୟାହ୍ଣ ଧୂପ, ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ ଓ ଚନ୍ଦନ ଲାଗି) ଏହି ଦର୍ଶନ ହେଉଛି ।

ସେହି ସମୟରେ ଯାତ୍ରୀମାନେ ଦେବଙ୍କୁ ଦର୍ଶନ କରିପାରନ୍ତି ନାହିଁ; କିନ୍ତୁ ଏ ଦୁଇ ସମୟକୁ ‘ଅବକାଶ’ ବୋଲା ନ ଯାଇ ‘ପହଡ଼’ ବୋଲାଯାଏ ।

ଅବକାଶ ବେଶ ସମୟରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନଙ୍କୁ ୪ଟି ତଡ଼ପ ଲାଗିହୁଏ ।

| ନୀତି |ଅବକାଶ ବେଶ କାର୍ଯ୍ୟ ଶେଷ ହେବା ପରେ ଠାକୁରମାନଙ୍କ ଦନ୍ତ ମାର୍ଜନ ଓ ସ୍ନାନ ନୀତି ହୋଇଥାଏ ।

|କୋଠ କରଣ|କୋଠଭୋଗ ପାଣିଆ|କୋଠ ଭୋଗ ଯୋଗାଣିଆ|କୋଠ ସୁଆଁଁସିଅା: ବିଭିନ୍ନ ଯାନିଯାତ୍ରା ସମୟରେ ଛାମୁଣ୍ଡିଆ, ଚାଳିଘର ଇତ୍ୟାଦି ତିଆରି କରନ୍ତି|କୁମ୍ଭାର ବିଶୋଇ: ହାଣ୍ଡି, କୁଡ଼ୁଆ ଏବଂ ଅନ୍ୟାନ୍ୟ ମାଟିପାତ୍ର ଯୋଗାଇବା| ଖ |ଖଟଶେଯ ମେକାପ|ଖଟୁଳି ସେବକ: ଅବକାଶ ପୂଜା ସମୟରେ ପିଢା ରଖିବା|ଖଡ଼ିକା ସୁଆଁସିଆ: ଜଗମୋହନ ଓଳାଇବା ।

ରଥଯାତ୍ରା ପୂର୍ବଦିନ ଭୋର ୪ଟାରୁ ମଙ୍ଗଳା ଆଳତୀ ଆରମ୍ଭ ହୋଇ ଅବକାଶ ନୀତି, ରୋଷପାକ, ସାହାଣ ମେଲା ଦର୍ଶନ, ମହାସ୍ନାନ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ ପୂଜା, ମା ଭୁବନେସ୍ୱରୀଙ୍କ ପୂଜା, ସକାଳ ଧୂପ, ଭୋଗ ମଣ୍ଡପ, ବେଶ ସଜ୍ଜା ଓ ଦିନ ୨ଟା ସୁଦ୍ଧା ମହାପ୍ରଭୁ ଲିଙ୍ଗରାଜ, ବାସୁଦେବ ଓ ମା ଭୁବନେଶ୍ୱରୀ ବା ରୁକୁଣାଙ୍କ ପହଣ୍ଡି ହୋଇଥାଏ ।

ପ୍ରାଚ୍ୟ ଦେଶରେ ଉଡ୍ଡ଼ୀୟ ମାନେ ଅନ୍ତର୍ଭୁକ ହେଉଥିବାରୁ ସରହପାଙ୍କ ଜନ୍ମ ଜେ, ଓଡ଼ିଶାରେ ଏଥିରେ ସନ୍ଦେହର ଅବକାଶ ନାହି।

ଉକ୍ତଦିନ ପ୍ରାତଃ ସମୟରେ ଶ୍ରୀଜୀଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ଏହି ବେଶ ଆରମ୍ଭ ହୋଇଥାଏ ।

ପରମ୍ପରାକ୍ରମେ ଏହି ବେଶ ଦୀପାବଳୀ ଅମାବାସ୍ୟାଠାରୁ କାର୍ତ୍ତିକ ପୂର୍ଣ୍ଣିମା ମଧ୍ୟରେ ପ୍ରତ୍ଯେକ ସୋମବାର ଦିନ ଅବକାଶଠାରୁ ବାଳଧୂପ ପର୍ଯ୍ୟନ୍ତ କରାଯାଏ ।

|ଅବକାଶ ନିତୀ ପରେ ସମସ୍ତଙ୍କୁ ଅତି ନିକଟରୁ ଦର୍ଶନ କରିବା ପାଇଁ ଛଡ଼ାଯାଇଥାଏ, ଯାହାକୁ ସାହାଣମେଲା କୁହାଯାଏ ।

ସାମାଜିକ ଆଦର୍ଶବୋଧର ପ୍ରତିଷ୍ଠା ପାଇଁ ସେ ଆପଣାର ବିଶାଳ ଗ୍ରନ୍ଥ ମହାଭାରତର କଥନକ ମଧ୍ୟରେ ଯେଉଁଠେ ଅବକାଶ ପାଇଛନ୍ତି ଏହି ଆଦର୍ଶବୋଧକୁ ବିଭିନ୍ନ ଚରିତ୍ରରାଜିର ମୁଖରେ ପ୍ରଦାନ କରିଯାଇଛନ୍ତି ।

relaxation's Usage Examples:

Theoretical description The process of equilibration can be described using the H-theorem or the relaxation theorem, see also entropy production.


temporary addresses; the linker relaxation pass subsequently reassigns addresses, which may in turn allow more potential relaxations to occur.


with relaxation of bronchial smooth muscle and inhibition of release of mediators of immediate hypersensitivity from many cells, especially from mast cells.


failure of normal relaxation of pelvic floor muscles during attempted defecation.


In general, dielectric mechanisms can be divided into relaxation and resonance processes.


During that season the club also secured its first sponsorship deal with Howstrake " Highlander Hotels, and following a relaxation of IOMFA rules the company's logo was allowed to be displayed on the club's shirts and on an advertising banner at the pitch.


around creating a relaxation for nonlinear functions of general form by superposing them with a quadratic of sufficient magnitude, called α, such that the.


algorithm and using cutting planes to tighten the linear programming relaxations.


In the physical sciences, relaxation usually means the return of a perturbed system into equilibrium.


Détente (French pronunciation: ​[detɑ̃t], French: "relaxation") is the relaxation of strained relations, especially political, by verbal communication.


New-age is a genre of music intended to create artistic inspiration, relaxation, and optimism.


Following the relaxation of the Penal laws the Catholic Church also opted to build its church in Kilcormac and not Ballyboy which cemented its place as a market centre of the area given the Catholic majority population of the area.



Synonyms:

liberalisation, easing, easement, alleviation, liberalization, relief,

Antonyms:

change, be active, discomposure, sit, stand,

relaxation's Meaning in Other Sites