regulising Meaning in Odia (Oriya). ( regulising ଶବ୍ଦର ଓଡିଆ ଅର୍ଥ)
ନିୟାମକ,
Noun:
ନିୟାମକ, ନିୟନ୍ତ୍ରକ,
People Also Search:
regulizeregulized
regulus
reguluses
regur
regurgitant
regurgitate
regurgitated
regurgitates
regurgitating
regurgitation
regurgitations
reh
rehabilitate
rehabilitated
regulising తెలుగు అర్థానికి ఉదాహరణ:
ଫଳରେ ସାମ୍ୟବାଦୀ ଭାରତର ପ୍ରକୃତ ନିୟାମକ ହିସାବରେ ଏହି ୪ର୍ଥ ପରିଚ୍ଛେଦ କାର୍ଯ୍ୟ କରିବ ।
ଏହି କୋଡ ସବୁ ISO 639-1 ଏବଂ ISO 639-3, ମାନ୍ୟତା ଅନୁଯାୟୀ ଭାଷା କୋଡକୁ ଦର୍ଶେଇ ଥାଏ ଓ କଊ କୋଡର ବ୍ୟବହାର ହେବ ତାହାର ନିଷ୍ପତ୍ତି IETF language tag ନିୟାମକଦ୍ୱାରା ନିଆଯାଇଥାଏ ।
ଭାରତୀୟ ରିଜର୍ଭ ବ୍ୟାଙ୍କ ହେଉଛି ଦେଶରେ ବ୍ୟାଙ୍କମାନଙ୍କର ନିୟାମକ ।
୧୯୮୭ ମସିହାରେ ପ୍ରତିଭୂତି ବଜାରର ନିୟାମକ ସେବୀ ପାଇଁ ନ୍ୟାୟ ଢାଞ୍ଚାର ଉପାୟ ତିଆରି କାରୀ ମାନଙ୍କ ଟିମର ମେମ୍ବର ଥିଲେ ।
ବର୍ତ୍ତମାନ ଏହା ସ୍ୱାଧୀନ ଭାବରେ ପରିଚାଳନା ପାଇଁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଦ୍ୱାରା ଆବଶ୍ୟକୀୟ ଅନୁମୋଦନ ପ୍ରାପ୍ତ ହୋଇଛି ।
ପ୍ରାଣବାୟୁ ବା ଶ୍ୱାସପ୍ରଶ୍ୱାସ ସମଗ୍ର ଦେହ-ଯନ୍ତ୍ରର ନିୟାମକ ମୂଳଚକ୍ର (Fly-wheel) ।
ସତ୍ୟଗ୍ରହ ନାମରେ ଜଣାଶୁଣା ନାଗରିକ ଅମାନ୍ୟର ଅହିଂସା ପଦ୍ଧତିକୁ ବ୍ୟବହାର କରି ସ୍ୱରାଜ କିମ୍ବା ସ୍ୱାଧୀନତାର ମୂଳ ଲକ୍ଷ୍ୟ ସହିତ ରୋୱାଲ୍ଟ ଆକ୍ଟ ଭଳି ଅତ୍ୟାଚାରକାରୀ ସରକାରୀ ନିୟାମକ ପଦକ୍ଷେପକୁ ଚ୍ୟାଲେଞ୍ଜ କରିବା ପାଇଁ ଭାରତୀୟ ଜାତୀୟ କଂଗ୍ରେସଦ୍ୱାରା ବିରୋଧ ପ୍ରଦର୍ଶନ କରାଯାଇଥିଲା।
ପରେ ସେ ମୁମ୍ବାଇସ୍ଥିତ ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସରୁ ନିୟାମକ ଶାସନ (ରେଗୁଲେଟରି ଗଭର୍ଣ୍ଣାସ) ଅଧ୍ୟୟନ କରିଥିଲେ ।
|ଏହି ସପ୍ତନିୟାମକର ଗୁରୁତ୍ୱ ଉପରେ ଅନେକ ଆଲୋଚନା ହୋଇଛି ।
|ରାଷ୍ଟ୍ରୀୟ ନୀତି-ନିର୍ଦ୍ଦେଶାତ୍ମକ ତତ୍ତ୍ୱ(Directive Principles of State Policy)|ସମ୍ବିଧାନର ୪ର୍ଥ ପରିଚ୍ଛେଦରେ ରାଷ୍ଟ୍ରୀୟ ନୀତିନିୟାମକ ବା ନିର୍ଦ୍ଦେଶକ ତତ୍ତ୍ୱ ସନ୍ନିବେଶିତ ହୋଇରହିଛି ।