<< regulize regulus >>

regulized Meaning in Odia (Oriya). ( regulized ଶବ୍ଦର ଓଡିଆ ଅର୍ଥ)



ନିୟନ୍ତ୍ରିତ,

Adjective:

ଆପ୍ଟ, ଅନୁଭବ କଲେ, ସ୍ଥିର, ପୂର୍ଣ୍ଣ, ଏକଜେକ୍ୟୁଟ୍, ପରଫେକ୍ଟ, ବିଶ୍ୱାସ,

regulized తెలుగు అర్థానికి ఉదాహరణ:

|ଏହି ଶ୍ୱାସଯନ୍ତ୍ର ଯୁକ୍ତରାଷ୍ଟ୍ର ଆମେରିକା ବ୍ୟତୀତ ଅନ୍ୟ ଦେଶମାନଙ୍କରେ ନିୟନ୍ତ୍ରିତ ଶ୍ୱାସଯନ୍ତ୍ରର ସମାନଶ୍ରେଣୀୟ ।

ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୭ରେ ଏହାର ମାସିକ ମୂଲ୍ୟ ପ୍ରାୟ ୮ ଆମେରିକୀୟ ଡଲାର ଓ ନିୟନ୍ତ୍ରିତ ନିର୍ଗମନ ଔଷଧର ମୂଲ୍ୟ ୬୬ ଆମେରିକୀୟ ଡଲାର ।

ନୂତନ ପ୍ରଦେଶର ଅବଶିଷ୍ଟାଂଶ ବ୍ରିଟିଶ ରାଜ କର୍ତ୍ତୃପକ୍ଷଙ୍କଦ୍ୱାରା ନିୟନ୍ତ୍ରିତ ହୋଇଥିଲା ।

| ଭୂଗୋଳ | ଧର୍ମ | ପ୍ରଶାସନିକ ବିଭାଜନ |ଫିନଲ୍ୟାଣ୍ଡର ଶାସନବ୍ୟବସ୍ଥା ଦୁଇ ପ୍ରକାର-କେନ୍ଦ୍ରୀୟ ଶାସନ ବ୍ୟବସ୍ଥା ଓ ଆଞ୍ଚଳିକ ଶାସନ ବ୍ୟବସ୍ଥା ıରାଜଧାନୀ ହେଲସିଙ୍କିରୁ କେନ୍ଦ୍ରୀୟ ଶାସନ ବ୍ୟବସ୍ଥା ପରିଚାଳିତ ହେଉଥିବା ବେଳେ ଆଞ୍ଚଳିକ ଶାସନ ବ୍ୟବସ୍ଥା ୩୩୬ଟି ପୌରପାଳିକା ମାଧ୍ୟମରେ ନିୟନ୍ତ୍ରିତ ହେଇଥାଏ ।

|ନବଜାତ ଶିଶୁମାନଙ୍କଠାରେ ଅବସ୍ଥାକୁ ସାମୟିକ ଭାବରେ ନିୟନ୍ତ୍ରିତ କରିବା ପାଇଁ ପ୍ରୋଷ୍ଟାଗ୍ଲାଡିନ୍ ଏ୧ ବ୍ୟବହୃତ କରାଯାଇପାରେ | ଖୋଲା କିମ୍ବା ରକ୍ତନଳୀ ମାଧ୍ୟମରେ ଅସ୍ତ୍ରୋପଚାର କରାଯାଇପାରେ।

| ଅନିୟନ୍ତ୍ରିତ ମଦ୍ୟପାନ |ଯୁକ୍ତରାଷ୍ଟ୍ର ଆମେରିକାରେ ଜଣେ ପୁରୁଷ ଯଦି ୫ରୁ ଅଧିକା ୟୁନିଟ ଓ ମହିଳା ୪ରୁ ଅଧିକ ୟୁନିଟ ଆଲକହଲ ପାନ କରନ୍ତି ତେବେ ତାହାକୁ ଅନିୟନ୍ତ୍ରିତ ମଦ୍ୟପାନ କୁହାଯାଇଥାଏ ।

ଗ୍ରୀଷ୍ମ କାଳରେ ଏହି ମହଲ ଶୀତତାପ ନିୟନ୍ତ୍ରିତ ଘର ପରି ଲାଗେ ।

ଗୀତର ତାଳେ ତାଳେ କଣ୍ଢେଇମାନଙ୍କର ନୃତ୍ୟ ଓ ବିଭିନ୍ନ ଅଙ୍ଗଭଙ୍ଗୀ ପ୍ରଦର୍ଶିତ କରିବା ପାଇଁ, ନାଚ ଦଳର ଜଣେ ସଦସ୍ୟଦ୍ୱାରା କଣ୍ଢେଇଗୁଡ଼ିକୁ ସଂଯୋଗ କରାଯାଇଥିବା ତାରକୁ ଧରି ପରଦାର ନେପଥ୍ୟରେ ନିୟନ୍ତ୍ରିତ କରିଥାନ୍ତି।

ପିତାମହ ସିଦ୍ଧାନ୍ତ(ସନ ୪୨୫)ରେ ମଧ୍ୟ ଉଲ୍ଲେଖ ରହିଛି ଏହି ଗତି ଦୁଇ ଗୃହ-ଚକ୍ରଦ୍ୱାରା ନିୟନ୍ତ୍ରିତ - "ମନ୍ଦ" ଓ "ଶୀଘ୍ର"।

| ପ୍ରୟୋଗ  |ସମୁର୍ଣ୍ଣ ସ୍ୱୟଂଚାଳିତ ଭାବରେ 'ଗଠନ ଅନିୟନ୍ତ୍ରିତ ଲେଖା' (Unstructured text) ର ଉଚ୍ଚମାନର ମେସିନ ଅନୁବାଦ କଲାଭଳି ଯଦିଓ କୌଣସି ବ୍ୟବସ୍ଥା ନାହିଁ, ଅନେକ ବ୍ୟବସ୍ଥା ଅଛି ଯାହା ଅପାତତଃ ଭଲ ଫଳ ଦେଉଛି।

ଏହି ନିୟମଟି ମୁଖ୍ୟତଃ ନିମ୍ନୋକ୍ତ କାର୍ଯ୍ୟ ଗୁଡ଼ିକୁ ନିୟନ୍ତ୍ରିତ କରେ:|ବାଇନୋମିଆଲ ନାମକରଣ ନିୟମ ମୁତବକ ନାମଟି କିପରି ଠିକ ରହିବା ।

regulized's Meaning in Other Sites