reformed Meaning in Odia (Oriya). ( reformed ଶବ୍ଦର ଓଡିଆ ଅର୍ଥ)
ସଂସ୍କାର, ପରିବର୍ତ୍ତିତ, ସଂସ୍କୃତ,
Adjective:
ସଂସ୍କୃତ,
People Also Search:
reformerreformers
reforming
reformism
reformist
reformists
reforms
reformulate
reformulated
reformulates
reformulating
reformulation
reformulations
refortification
refortified
reformed తెలుగు అర్థానికి ఉదాహరణ:
ଦାରିଦ୍ର୍ୟତା, କୁସଂସ୍କାର ଓ ଅର୍ଥନୈତିକ ସ୍ୱଚ୍ଛଳତାର ଅଭାବ କାରଣରୁ ଭାରତରେ ବାଲ୍ୟ ବିବାହ ଭଳି କୁ-ପ୍ରଥା ବହୁଦିନ ପର୍ଯ୍ୟନ୍ତ ପ୍ରଚଳିତ ଥିଲା ।
ଅନ୍ୟପକ୍ଷରେ ଦାଦାଭାଇ ନାରୋଜି ଏବଂ ଗୋପାଳ କୃଷ୍ଣ ଗୋଖଲେଙ୍କ ଭଳି ନେତାଙ୍କ ନେତୃତ୍ୱରେ ଉଦାରବାଦୀ ବ୍ରିଟିଶ ଶାସନ ଢାଞ୍ଚାରେ ସଂସ୍କାର ଚାହୁଁଥିଲେ ।
ରାଜ୍ୟରେ ଶିକ୍ଷା ସଂସ୍କାର ଓ ଶିକ୍ଷକ କର୍ମଚାରୀଙ୍କ ସ୍ୱାର୍ଥରକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ରହିଛି ।
ସେ ସାମାଜିକ ସଂସ୍କାରକ ଦମ୍ପତି ଜ୍ୟୋତିବା ଫୁଲେ ଏବଂ ସାବିତ୍ରୀବାଇ ଫୁଲେଙ୍କ ସହକର୍ମୀ ଥିଲେ ।
|| ଇତିହାସ |ସମାଜର ପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁ ଦାସ ଜଣେ ସ୍ୱାଧୀନତା ସଂଗ୍ରାମୀ ଏବଂ ସମାଜ ସଂସ୍କାରକ ଥିଲେ ।
|୧୯୦୯ରେ ମିଣ୍ଟୋ-ମର୍ଲେ ସଂସ୍କାର କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଥିଲା।
ଏହି ଉପନ୍ୟାସଟିରେ ୧୯୨୦ ମସିହରେ ଭାରତରେ ଚାଲୁଥିବା ସାମାଜିକ ଚାଲିଚଳନ, ପ୍ରଥା ଏବଂ କୁସଂସ୍କାରକୁ ଲୋକଚୋଚନକୁ ଆଣିବା ପାଇଁ ବିଭିନ୍ନ କାଳ୍ପନିକ ବିଷୟବସ୍ତୁ ଯୋଡ଼ାଯାଇଥିଲା ।
ଯମୁନାନଦୀ କୂଳରେ ଅନ୍ତିମ ସଂସ୍କାର କରାଯିବା ପାଇଁ ବ୍ୟବସ୍ଥା କରାଗଲା ।
|ରଚନାବଳୀ|୧୯୯୦ ମସିହାରେ ବମ୍ବେସ୍ଥିତ (ଆଧୁନିକ ମୁମ୍ବାଇ) ହିମାଳୟ ପବ୍ଲିଶିଂ ହାଉସଦ୍ୱାରା ଡଃ କୃଷ୍ଣଚନ୍ଦ୍ର ମିଶ୍ରଙ୍କ ଭୂମି ବ୍ୟବସ୍ଥା ଉପରେ ଏକ ଗବେଷଣାତ୍ମକ ପୁସ୍ତକ Land Systems and Land Reforms (ଲ୍ୟାଣ୍ଡ୍ ସିଷ୍ଟମ୍ସ୍ ଏଣ୍ଡ୍ ଲ୍ୟାଣ୍ଡ୍ ରିଫର୍ମ୍ସ୍ – ଭୂବ୍ୟବସ୍ଥା ଓ ଭୂସଂସ୍କାର) ପ୍ରକାଶିତ ହୋଇଥିଲା ।
ଯଦି ରଥ ନିର୍ମାଣ ଉପଯୁକ୍ତ ସ୍ୱଗୃହ ନିକଟରେ ମିଳିବ ତାହା ହେଲେ ବିଧାନ ଅନୁସାରେ କାଷ୍ଠ ସଂସ୍କାର କରିବେ ।
ମାତ୍ର ଭିତରେ ଭୋଗ ଓ ସଂସ୍କାର ଏ ସେବକ କରନ୍ତି ।
ଟାଙ୍ଗ ରାଜବଂଶ (ଖ୍ରୀଷ୍ଟାବ୍ଦ ୬୧୮–୯୦୭) ସମୟରେ ଏକ କନଫୁସିଆନ୍ ପୁନର୍ଜୀବିତ ହୋଇଥିଲା | ଟାଙ୍ଗ ଶାସନକାଳର ଶେଷ ଭାଗରେ, ବୌଦ୍ଧ ଧର୍ମ ଏବଂ ତାଓ ଧର୍ମର ପ୍ରତିକ୍ରିୟା ହିସବରେ କନଫୁସିଅସବାଦର ଅଧିକ ବିକାଶ ଓ ସଂସ୍କାର ହୋଇଥିଲା ଏବଂ ଏହାକୁ ନବ-କନଫୁସିଅସବାଦ ଭାବରେ ଜଣାଯାଇଥିଲା ।
ଜଣେ ସମାଜ ଓ ରାଜନୈତିକ ସଂସ୍କାରକ ଭାବେ ତାଙ୍କର ସୁଖ୍ୟାତି ରହିଥିଲା।
reformed's Usage Examples:
It was unclear if the reformed corporation still had jurisdiction in the Ainsty.
Զօրավար Անդրանիկ in classical speeling, Զորավար Անդրանիկ in reformed, Zoravar Andranik.
A preformed metal crown is a dental crown used particularly in pediatric dentistry to restore dental caries.
Rather than maintain the traditional infantry-heavy legions, Diocletian reformed it into limitanei (border) and comitatenses (field) units.
Shortly afterwards, the band (now with Rob Stoddard in the band too) reformed L.
Hypervitaminosis A refers to the toxic effects of ingesting too much preformed vitamin A (retinyl esters, retinol, and retinal).
The hearsay provisions of the Criminal Justice Act 2003 reformed the common law relating to the admissibility of hearsay evidence in criminal proceedings.
The league was reformed on January 18, 1886, to play an 80-game schedule.
Ferhad reformed Bosnia and made Banja Luka its capital for a couple of decades then it was returned to Sarajevo.
As a result, like in some other newly reformed auxiliary squadrons, a great percentage of the early post-war period pilots were some of the most highly decorated wartime members of the RCAF.
On September 23, he reformed his junior heavyweight team with Tatsuhito Takaiwa and defeated NWA International Lightweight Tag Team Champions Takuya Sugawara and Brother Yasshi to win the titles, the team's fourth tag team title overall and their first in 15 years.
In 2018, US Secretary of Defense Jim Mattis said he wanted to lift the ban as Kopassus had reformed and removed human rights abusive soldiers.
Synonyms:
unorthodox,
Antonyms:
unorthodoxy, orthodox,