<< reformulate reformulates >>

reformulated Meaning in Odia (Oriya). ( reformulated ଶବ୍ଦର ଓଡିଆ ଅର୍ଥ)



ସଂଶୋଧିତ,

ସଂସ୍କାର ଆଣିବା |,

reformulated తెలుగు అర్థానికి ఉదాహరణ:

ପୁଣି ମୂଳ ଅଧିନିୟମର ଧାରା ୬ ସ୍ଥଳରେ ନୂତନ ସଂଶୋଧିତ ଧାରା ଅନୁସାରେ :|ଦାୟାଦ ସୂତ୍ରେ ପୈତୃକ ସମ୍ପତ୍ତି ଉପରେ ପୁଅଙ୍କ ଭଳି ଝିଅଙ୍କ ସମାନ ଅଧିକାର ରହିବ;|ପୈତୃକ ଋଣ ପରିଶୋଧ ସମ୍ବନ୍ଧେ ପୁଅଙ୍କ ଭଳି ଝିଅଙ୍କ ମଧ୍ୟ ଦାୟାଦ ସୂତ୍ରେ ଦେୟତା ରହିବ;|ପୈତୃକ ସମ୍ପତ୍ତିର ଭାଗ ସୂତ୍ରେ ଝିଅ କିମ୍ବା ଝିଅ ଯଦ୍ୟପି ମୃତ ସେହିସ୍ଥଳେ ଝିଅର ଜୀବିତ ଦାୟାଦ ସେହି ଭାଗର ହକଦାର ହେବେ ।

କେଉଁ ଅଂଶ କିପରି ଭାବରେ ସଂଶୋଧିତ ହେବ ତାହା ଲୋକ-ପ୍ରତିନିଧିମାନେ ନିଷ୍ପତି କରିବା ଦରକାର ।

ପରବର୍ତ୍ତୀ କାଳରେ ଅଗ୍ନିବେଶଙ୍କ ସଂହିତା ଚରକଙ୍କଦ୍ୱାରା ଗୁଣାତ୍ମକ ରୂପେ ସଂଶୋଧିତ ଓ ପରିବର୍ଦ୍ଧିତ ହୋଇ “ଚରକ ସଂହିତା” ରୂପେ ପ୍ରକାଶ ପାଇଥିଲା ।

|ତେବେ, ମୂଳ ଅଧିନିୟମର ସଂଶୋଧିତ ଧାରା ୬ର ଉପଧାରା ୫ ଅନୁସାରେ ଯଦି ୨୦ ଡିସେମ୍ବର ୨୦୦୪ କିମ୍ବା ତତ୍‌ ପୂର୍ବରୁ କୌଣସି ପୈତୃକ ସମ୍ପତ୍ତିର ଆଇନଗତ ଭାବେ ଅର୍ଥାତ ରେଜେଷ୍ଟ୍ରି ଦଲିଲ ମାଧ୍ୟମରେ କିମ୍ବା ଅଦାଲତି ଡିକ୍ରୀ ଅନୁସାରେ ଭାଗବଣ୍ଟା (ବିଭାଜନ) ହୋଇସାରିଥିବ, ତେବେ ସେହି ସ୍ଥଳେ ଏହି ସଂଶୋଧିତ ଅଧିନିୟମ ଲାଗୁ ହେବ ନାହିଁ ।

ଅର୍ଥାତ ଏହା ପରିବର୍ଦ୍ଧିତ ଓ ସଂଶୋଧିତ ହେଉଥିବ ପ୍ରତିବର୍ଷ ।

୨୦୦୬ ମଇ ୨୯ରେ ଏହି ଆଇନ ସଂଶୋଧିତ ହୋଇଥିଲା ।

ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଜ୍ୟୋତିଷ ବିଭାଗର ତତ୍କାଳୀନ ମୁଖ୍ୟ ରାମଜନ୍ମ ମିଶ୍ରଙ୍କଦ୍ୱାରା ସଂଶୋଧିତ ଓ ସଂକ୍ଷିପ୍ତ ବିବରଣୀ ସହ ୧୯୬୮ ମସିହାରେ ପ୍ରଥମ ଓ ୧୯୮୫ ମସିହାରେ ଦ୍ୱିତୀୟ ସଂସ୍କରଣ ଚୌଖମ୍ବା ସଂସ୍କୃତ ସଂସ୍ଥାନ ତରଫରୁ କାଶୀ ସଂସ୍କୃତ ଗ୍ରନ୍ଥମାଳା ୪୬ଭାବେ ପ୍ରକାଶ କରିଥିଲେ ।

|ଭାରତୀୟ ବନ୍ୟପ୍ରାଣୀ ସୁରକ୍ଷା ସଂଶୋଧିତ ଆଇନ ୧୯୯୧ରେ ଏହି କାରବାରକୁ ନିଷେଧ କରାଯାଇଛି ।

ଦୁଇ ସପ୍ତାହ ମଧ୍ୟରେ ଆରମ୍ଭ ହୋଇପାରେ ଏବଂ ଯଦି ଏହାର ମୂଳ କାରଣ ସଂଶୋଧିତ ହୁଏ ତେବେ ସମାନ ସମୟ ମଧ୍ୟରେ ସମାଧାନ ହୋଇପାରେ | ଏହା ସ‌ହିତ ଗଣ୍ଠି ଯନ୍ତ୍ରଣା, ଫୁଲା ଏବଂ ଅସ୍ୱାଭାବିକ ଚର୍ମ ଏବଂ ହାଡ଼ର ବୃଦ୍ଧି ହେଲେ ତାହାକୁ ହାଇପରଟ୍ରୋଫିକ ଔଷ୍ଟିଓଆର୍ଥ୍ରୋପାଥି କୁହାଯାଏ ।

| ସଂଶୋଧନ |ସଂଶୋଧନ ଅଧିନିୟମ (Orissa Act no. 10 of 1983) ବଳରେ ମୂଳ ଅଧିନିୟମ ୧୯୮୩ ମସିହାରେ ସଂଶୋଧିତ ହୋଇ ଏଥିରେ ଉପଧାରା 28-B ଏବଂ 28-C ଯୋଡାଯାଇଛି ।

ଶେଷରେ ସେପ୍ଟେମ୍ବର ୧୯୫୭ରେ ସଂଶୋଧିତ ମଧ୍ୟମାର୍ଗ ଆଇନ ଗୃହୀତ ହେଲା ।

ଏହି ପ୍ରଣାଳୀର ଆଲୋଚନା କରାଯାଇଛି ଏବଂ ଏହାକୁ ପୂର୍ବ ବର୍ଷରେ ସଂଶୋଧିତ କରାଗଲା ।

ଏହି ସଂଶୋଧିତ ପ୍ରସ୍ତାବକୁ ୨୦୧୦ ବଜେଟ ଅଧିବେଶନରେ ଲୋକ ସଭାରେ ଆଗତ କରାଯାଇଥିଲା ।

reformulated's Usage Examples:

Around the middle of the 20th century the study of tensors was reformulated more abstractly.


As a result of falling demand, most Irish whiskeys were either reformulated as blends or discontinued.


Control theory In optimal control theory, the concept of shadow price is reformulated as costate equations, and one solves the problem by minimization of the associated Hamiltonian via Pontryagin's minimum principle.


(1996) Path–goal theory of leadership: Lessons, legacy, and a reformulated theory, Leadership 7: 323–352.


It was reformulated as the Chicken Whopper (1992), named after their Whopper Sandwich.


This view, though reformulated in the years following the Second World War, has become dominant.


Original Sin held central, axial place, intertwining his own ideas of metapolitics with a reformulated "metaphysics of evil".


The reformulated Hall recognized the original.


This has resulted in many old perfumes like chypres and fougère classes, which require the use of oakmoss extract, being reformulated.


Generalizations It has been reformulated and generalized extensively, by using the language of algebraic geometry.


In April 2011, Tanora was reformulated with a new taste including carrot and blackcurrant flavourings, and new.


fuel and often (but not entirely correctly, as there are reformulated gasolines without oxygenate) as reformulated gasoline.


Luttinger reformulated the theory in terms of Bloch sound waves and showed that the constraints.



Synonyms:

develop, explicate, formulate, redevelop,

Antonyms:

worsen, stay, differentiate, dedifferentiate, obfuscate,

reformulated's Meaning in Other Sites