<< ranas rancel >>

ranbir Meaning in Odia (Oriya). ( ranbir ଶବ୍ଦର ଓଡିଆ ଅର୍ଥ)



ରଣବୀର,

Noun:

ଠେକୁଆ, ମରୁଡ଼ି, ରାବଣ ମାଂସ |,

People Also Search:

rancel
ranch
ranched
rancher
rancheria
ranchers
ranches
ranching
ranchings
ranchman
ranchmen
rancho
rancid
rancidity
rancidness

ranbir తెలుగు అర్థానికి ఉదాహరణ:

ବିନୟ ପାଠକ, କୋଙ୍କଣା ସେନ ଶର୍ମା, ରଣବୀର ଶୋରେ, ତନିସ୍ତା ଚାଟାର୍ଜୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ପ୍ରମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

|୨୦୧୬ରେ ଆଦିତ୍ୟ ଚୋପ୍ରାଙ୍କ ରୋମାଣ୍ଟିକ ଚଳଚ୍ଚିତ୍ର ‌ବେଫିକର୍‌‌ରେ ଅଭିନେତା ରଣବୀର ସିଂଙ୍କ ସ‌ହ ବାଣୀ ନାୟିକା ଭାବରେ ଅଭିନୟ କରିଥିଲେ ।

ତେବେ ଅଧ୍ୟକ୍ଷ ମନୀଶ ଶର୍ମା ରଣବୀରଙ୍କ ଅଭିନୟ ପସନ୍ଦ କରିବା ଆଗରୁ ଆଉ କିଛିଥର ଅଡିସନ ନେଇଥିଲେ ।

|ଗୀତ|ଆଧାର|ବାହାର ଆଧାର|୧୯୯୯ର ଓଡ଼ିଆ କଥାଚିତ୍ର ରଣବୀର ସିଂ ଜଣେ ଭାରତୀୟ ତଥା ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ।

|ଏହାପରେ ସେ ସତ୍ୟମେବ ଜୟତେ, ମୋଷ୍ଟ ୱାଣ୍ଟେଡ଼, ମାଟିର ବନ୍ଧନ, ଏସିପି ରଣବୀର, ଆଖିରେ ଆଖିରେ, ଆମେତ ଟୋକା ଷଣ୍ଢ ମାର୍କା, ମୁଁ ତା'ର କିଏ, ୱାନ୍ ୱେ ଟ୍ରାଫିକ୍, କେହି ନୁହେଁ କାହାର, ହେଲୋ- ଇନ୍ ଲଭ୍, ମୀମାଂସା ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ନ‌ବାଗତ ନାୟକ ରଣବୀର ଏବଂ ସିଦ୍ଧାନ୍ତ ମହାପାତ୍ର ଏଲିନାଙ୍କର ନାୟକ ଭୂମିକାରେ ଅଭିନୟ କରିଥିଲେ ।

ସେ ଏସିପି ରଣବୀର, ଛାତି ତଳେ ଡିଂ ଡଂ ଆଦି ଚଳଚ୍ଚିତ୍ରରେ ଅତିଥି କଳାକାର ଭାବରେ ଅଭିନୟ କରିଥିଲେ ।

|ଅଭିନୟ ବ୍ୟତୀତ ରଣବୀର ବିଭିନ୍ନ ସାମାଜିକ ସେବା ସଂସ୍ଥା ସ‌ହ କାର୍ଯ୍ୟ କରୁଛନ୍ତି ।

|ପରବର୍ତ୍ତୀ ସମୟରେ ସେ ୨୦୧୨ ମସିହାରେ ଏସିପି ରଣବୀର କଥାଚିତ୍ରରେ ସନ୍ଧ୍ୟା ଭୂମିକାରେ, ୨୦୧୩ ମସିହାରେ ପ୍ରେମ ସବୁଠୁ ବଳବାନ ଚଳଚ୍ଚିତ୍ରରେ ବୈଶାଖୀ ଭୂମିକାରେ, ୨୦୧୪ ମସିହାରେ ଗଞ୍ଜା ଲଢ଼େଇ ଚଳଚ୍ଚିତ୍ରରେ ନନ୍ଦିନୀ ଭୂମିକାରେ ଏବଂ ୨୦୧୫ ମସିହାରେ ଆଶିକ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ମୋହିତ ମାର‌ୱା ଏବଂ ରଣବୀର ସିଂହ ସୋନମଙ୍କର ସମ୍ପର୍କୀୟ ଭାଇ ।

ranbir's Meaning in Other Sites