puffy Meaning in Odia (Oriya). ( puffy ଶବ୍ଦର ଓଡିଆ ଅର୍ଥ)
ପଫି, ଦାମକା, ଫୁଲି, ଗାଲୀ,
Adjective:
ଦାମକା |, ଫୁଲି, ଗାଲୀ,
People Also Search:
pugpug faced
pug nose
pug nosed
puggery
puggier
puggiest
pugging
puggings
puggish
puggy
pugil
pugilism
pugilisms
pugilist
puffy తెలుగు అర్థానికి ఉదాహరణ:
କାଳ କ୍ରମେ ଜବ୍ସଙ୍କ ଆପଲ୍ କମ୍ପାନୀରେ ପଦବୀ ଉଚ୍ଚକୁ ବଢ଼ିବାକୁ ଲାଗିଲା ଏବଂ ବର୍ନାନ ଓ ତାଙ୍କ ସମ୍ପର୍କରେ ଅବନତି ଘଟିବାକୁ ଲାଗିଲା,ଓ ଏହା ନେଇ ବର୍ନାନ ତାଙ୍କ ସମ୍ପର୍କକୁ ଛୋଟ ପଫିବର୍ତନ ମାନକଙ୍କଦ୍ୱାରା ଶେଷ କରିବାକୁ ଚାହିଁଲେ।
| ଆହୁରି ଦେଖନ୍ତୁ |ରାମେଶ୍ୱରମ|ରାମାୟଣ|ପକ୍ ପ୍ରଣାଳୀ| ଆଧାର | ଅନ୍ୟାନ୍ୟ ଲିଂକ୍ |Travel article on Dhanushkodi|ଭାରତର ଭୂଗୋଳ|ତାମିଲନାଡୁ ଆଟଲାଣ୍ଟିକ ପଫିନ (ଅନ୍ୟ ନାମ କେବଳ ପଫିନ (Fratercula arctica), ଜଣାଶୁଣା ନାମ କମନ ପଫିନ) ଅକ୍ (auk) ପରିବାରର ଏକ ପ୍ରଜାତିର (species) ସାମୁଦ୍ରିକ ପକ୍ଷୀ (seabird) ।
|ଥଣ୍ଡା ଉତ୍ତର ସମୁଦ୍ରରେ ଶରତ ଓ ଶୀତ ଋତୁରେ ରହିବା ପରେ ଆଟଲାଣ୍ଟିକ ପଫିନ ବସନ୍ତ ଋତୁ ଶେଷ ଭାଗରେ ପ୍ରଜନନ କରିବା ନିମନ୍ତେ କୂଳକୁ ଫେରିଆସନ୍ତି ।
ଦର୍ଶନୀୟ ଚେହେରା, ବଡ଼ ରଙ୍ଗୀନ ଥଣ୍ଟ, ଚାଲି ଓ ବ୍ୟବହାର ଯୋଗୁ ପଫିନକୁ ସମୁଦ୍ରର ବିଦୁଷକ ଓ ସମୁଦ୍ରିକ ଶୁଆ ନାମ ଦିଆଯାଇଛି ।
ଏହି ପକ୍ଷୀ ଆଟଲାଣ୍ଟିକ ମହାସାଗରର ବାସିନ୍ଦା; କିନ୍ତୁ ଏହାର ଦୁଇଟି ସମ୍ପର୍କୀୟ ପ୍ରଜାତି ଟଫ୍ଟେଡ ପଫିନ (tufted puffin) ଓ ହର୍ଣ୍ଣଡ ପଫିନ (horned puffin) ଅଛନ୍ତି ଓ ସେମାନେ ଉତ୍ତରପୂର୍ବ ପ୍ରଶାନ୍ତ ମହାସାଗରରେ (Pacific) ବାସ କରନ୍ତି ।
ଆଇସଲ୍ୟାଣ୍ଡ, ନରବେ, ଗ୍ରୀନଲାଣ୍ଡ, ନିଉଫାଉଣ୍ଡଲ୍ୟାଣ୍ଡ ଓ ଫାରୋ ଦ୍ୱୀପପୁଞ୍ଜ ଓ ଆହୁରି ଦକ୍ଷିଣ ଦିଗରେ; ଯେପରିକି ପଶ୍ଚିମରେ ମେନେରେ (Maine) ଓ ପୂର୍ବରେ ଗ୍ରେଟ ବ୍ରିଟେର କିଛି ଅଂଶରେ ଆଟଲାଣ୍ଟିକ ପଫିନ ବଂଶବିସ୍ତାର କରନ୍ତି ।
ବେଳେ ବେଳେ ଥଣ୍ଟରେ ମାଛ ଧରିଥିବା ପଫିନକୁ ଆର୍କଟିକ ସ୍କୁଆ ହଇରାଣ କରିବା ଫଳରେ ପଫିନ ଥଣ୍ଟରୁ ମାଛ ଖସିପଡ଼େ ।
|ପଫିନର ପିଠି ଓ ମଥା ଉପର ଭାଗ ରଙ୍ଗ କଳା, ଗାଲର କିଛି ଅଂଶ ପାଉଁସିଆ ଓ ଦେହର ନିମ୍ନ ଭାଗ ଧଳା ।
ଉତ୍ତରାଞ୍ଚଳ ପଫିନମାନଙ୍କର ଦକ୍ଷିଣାଞ୍ଚଳ ପଫିନ ଅପେକ୍ଷା ବଡ଼ ଆକାର ହୋଇଥାଏ ତେଣୁ ଏମାନଙ୍କୁ ଏକ ଉପପ୍ରଜାତି ପକ୍ଷୀ ଭାବରେ ମନେକରାଯାଏ ।
କାନାଡ଼ାର ନିଉଫାଉଣ୍ଡଲ୍ୟାଣ୍ଡ ଓ ଲାବ୍ରାଡର (Newfoundland and Labrador) ଜିଲ୍ଲା ଦ୍ୱୟରେ ପଫିନ ଏକ ସରକାରୀ ପକ୍ଷୀ ପ୍ରତୀକ ଭାବରେ ଶୋଭା ପାଏ ।
puffy's Usage Examples:
National variantsThe pork rind variant is the skin of the pork after it has been seasoned and deep fried often to a crispy, puffy state.
The head that looks like a scary, puffy fish is indicative of the [band's] new direction.
"Henry Thiele"s was especially noted for its salmon dishes, lentils and wurst, Princess Charlotte pudding, and an enormous and puffy egg-and-lemon-and-powdered-sugar.
Most prominent of these include the various color markings; tall, deeply cupped, wide, rounded, erect ears; very long legs; fat, puffy noses; and hooded eyes.
An underdress and puffy pants are worn beneath the gown.
for this purpose include acrylic, 3D, cardstock, epoxy, fabric, flocked, sparkly, paper, puffy, and vellum.
was finally awake, the accounts read, "he had puffy eyes and his hair was caked with mud from the street," and that a barber and doctor were summoned to.
Signs and symptomsOne characteristic of a minority of shoulder dystocia deliveries is the turtle sign, which involves the appearance and retraction of the baby's head (analogous to a turtle withdrawing into its shell), and a red, puffy face.
ceramic figurines are easily recognized by the chubby body, the baby-like jowly face, downturned mouth, and the puffy slit-like eyes.
The base of the flower is a puffy saclike calyx of sepals which is ribbed, thin and membranous between the ribs and.
Made from corn and rice, they are a crisp puffy ring with a strong, savoury cheddar cheese flavour and aroma.
low density are sometimes called "puffy planets" or "hot Saturns", due to their density being similar to Saturn"s.
Periorbital puffiness, also known as puffy eyes, or swelling around the eyes, is the appearance of swelling in the tissues around the eyes, called the.
Synonyms:
unhealthy, intumescent, turgid, tumescent, tumid,
Antonyms:
well, illness, robust, unwellness, healthy,