puggery Meaning in Odia (Oriya). ( puggery ଶବ୍ଦର ଓଡିଆ ଅର୍ଥ)
କୁମ୍ଭୀର,
Noun:
ଆନାଲ୍,
People Also Search:
puggierpuggiest
pugging
puggings
puggish
puggy
pugil
pugilism
pugilisms
pugilist
pugilistic
pugilistical
pugilists
pugin
pugnacious
puggery తెలుగు అర్థానికి ఉదాహరణ:
ପରିସ୍ଥିତିକ ବିଜ୍ଞାନ ଦୃଷ୍ଟିରୁ ଏମାନେ ଆଫ୍ରିକାର ନୀଳନଦୀ କୁମ୍ଭୀରମାନଙ୍କ ନିକଟତର ।
୨୦୦୬ ମସିହାରେ ୨୦ଟି ବସା ଠାବ ହୋଇଥିଲା ୩୦ ବର୍ଷ ମଧ୍ୟରେ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଇଁ କରାଯାଇଥିବା ପ୍ରଚେଷ୍ଟା ଓ ଅର୍ଥବ୍ୟକୁ ଦେଖିଲେ ଏହି ବୃଦ୍ଧି ଅତ୍ୟନ୍ତ ନୈରାଶ୍ୟଜନକ ।
|ପରିପକ୍ୱ ଥଣ୍ଟିଆ କୁମ୍ଭୀରର ହାରାହାରି ଆକାର ପ୍ରାୟ ୩.୫ରୁ ୪.୫ ମିଟର୍ (୧୧-୧୫ ଫୁଟ୍) ।
ଗୋମୁହାଁ କୁମ୍ଭୀର ନୂଆ ଅଧିବାସର ସନ୍ଧାନରେ ସ୍ଥଳଭାଗରେ ଅନେକ ଦୂର ଅତିକ୍ରମ କରିବା ମଧ୍ୟ ଦେଖାଯାଇଛି ।
|ପ୍ରଜନନ|୧୩ ବର୍ଷରେ ଅଣ୍ଡିରା ଥଣ୍ଟିଆ କୁମ୍ଭୀର ପରିପକ୍ୱତା ଲାଭ କରେ ।
|ମଲେକ୍ୟୁଲାର୍ ଜେନେଟିକ୍ ପରୀକ୍ଷଣ ଅନୁସାରେ ଥଣ୍ଟିଆ କୁମ୍ଭୀର ଓ ମାଳୟ ଥଣ୍ଟିଆ କୁମ୍ଭୀର (ଈଂରାଜୀରେ False Gharial) ନିକଟ ସମ୍ପର୍କୀୟ ଅଟନ୍ତି ।
|ଖାଦ୍ୟ ଆହରଣ ଓ ଶିକାର କୌଶଳ|ଗୋମୁହାଁ କୁମ୍ଭୀର ମାଛ, ସାପ, କଇଁଛ, ପକ୍ଷୀ ଓ ଏପରିକି କେତେକ ସ୍ତନ୍ୟପାୟୀ ପ୍ରାଣୀଙ୍କୁ ମଧ୍ୟ ଖାଦ୍ୟ ରୂପେ ଆହରଣ କରିଥାଏ ।
ନୀଳନଦୀ କୁମ୍ଭୀର, କଲରାପତରିଆ ବାଘ, ସିଂହ, ହେଟାବାଘ ଇତ୍ୟାଦି ଜୀବ ବବୁନ୍ମାନଙ୍କର ଶିକାର କରି ସେମାନଙ୍କୁ ଭକ୍ଷଣ କରିଥାନ୍ତି ।
ଅନ୍ୟ ସବୁ ପ୍ରଜାତିର କୁମ୍ଭୀରମାନଙ୍କ ପରି ମାଈ ଗୋମୁହାଁ କୁମ୍ଭୀରମାନଙ୍କ ଶରୀରର ଦୈର୍ଘ୍ୟ ଅଣ୍ଡରାମାନଙ୍କଠାରୁ କମ୍ ।
|ବନ୍ୟଜୀବ|ବାନ୍ଦୀପୁର ଅଭୟାରଣ୍ୟରେ “Endangered” ଓ “Vulnerable” ଶ୍ରେଣୀର ଅନେକ ପ୍ରାଣୀ ଯଥା – ହାତୀ, ମହାବଳ ବାଘ, ବନ୍ୟ ଗୟଳ, ଭାଲୁ, ଗୋମୁହାଁ କୁମ୍ଭୀର, ଅଜଗର ସାପ, ଚୌଶିଂଘା ହରିଣ, କୋକିଶିଆଳୀ ଏବଂ ବଳିଆ କୁକୁର ଇତ୍ୟାଦି ଦେଖିହେବ ।
|ଯାଜପୁର ଜିଲ୍ଲାର ଜେନାପୁରଠାରେ ଦୁଇଭାଗରେବିଭକ୍ତ ହୋଇ ଡାହାଣକୁ ପ୍ରବାହିତ ହୋଇ ଗଲାବେଳେ, ବିରୂପା ନଦୀ ଚୌଦ୍ୱାରଠାରୁ ମହାନଦୀରୁ ବାହାରି ବ୍ରାହ୍ମଣୀରେ ଇନ୍ଦୁପୁର, କାଇପଡ଼ା ଓ କୃଷ୍ଣନଗରଠାରେ ଉପନଦୀ ରୂପେ ସଂଗମ ସ୍ଥଳ ସୃଷ୍ଟି କରି ତଳକୁ ତଳକୁ ପ୍ରବାହିତ ହୋଇ ଭିତରକନିକାଠାରେ ତା' ଗର୍ଭରେ କୁମ୍ଭୀର ଅଭୟାରଣ୍ୟ ସୃଷ୍ଟି ହୋଇଛି ।
ଏହି ଅଭୟାରଣ୍ୟର ମୁଖ୍ୟ ଆକର୍ଷଣ ହେଉଛି, ଘଡ଼ିଆଳ କୁମ୍ଭୀର ।