psychologises Meaning in Odia (Oriya). ( psychologises ଶବ୍ଦର ଓଡିଆ ଅର୍ଥ)
ମନୋବିଜ୍ଞାନ,
Noun:
ମନସ୍ତାତ୍ତ୍ୱିକ |,
People Also Search:
psychologismpsychologist
psychologistic
psychologists
psychologize
psychologue
psychology
psychometers
psychometric
psychometrical
psychometrics
psychometrist
psychometrists
psychometry
psychomotor
psychologises తెలుగు అర్థానికి ఉదాహరణ:
| ଜୈବିକ ପ୍ରତିକ୍ରିୟା |କ୍ରନ୍ଦନର ଜୈବିକ ପ୍ରଭାବ ଅନୁଶୀଳନ କରିବା ଅତି କଷ୍ଟକର, ମନୋବିଜ୍ଞାନୀମାନଙ୍କ ମତରେ କାନ୍ଦୁଥିବା ଲୋକର ଅନୁଭୁତି ପରିବେଶ ଅନୁସାରେ ବଦଳିଯାଏ ।
|ବିକାଶତ୍ମୋକ ମନୋବିଜ୍ଞାନ|ଏକ ଅର୍ଥରେ ଜଣେ ବ୍ୟକ୍ତିର ଆବେଗକୁ ନେଇ ବିଚାର କଲେ, ବନ୍ଧୁତା ପାରିବାରିକ ବନ୍ଧନର ପରେ ଓ ଯୋଡ଼ା ବନ୍ଧନର ପୂର୍ବରୁ ଅସେ ।
ଥେରାପିଷ୍ଟ, ସାଇକ୍ରେଟିସ, ମନୋବିଜ୍ଞାନୀ, ସାମାଜିକ କର୍ମୀ, ନର୍ସ ପ୍ରାକ୍ଟିସିଆର୍ କିମ୍ବା ପରିବାର ଚିକିତ୍ସକ ଚିକିତ୍ସା, ପରାମର୍ଶ କିମ୍ବା ଔଷଧ ଭଳି ଚିକିତ୍ସା ସହିତ ମାନସିକ ରୋଗକୁ ପରିଚାଳନା କରିବାରେ ସାହାଯ୍ୟ କରିପାରିବେ।
ସଂଖ୍ୟା ଗଣିତ, ବୀଜ ଗଣିତ, ଜ୍ୟାମିତି , ପରିସଂଖ୍ୟାନ ଏବଂ ଗାଣିତିକ ବିଶ୍ଳେଷଣ ପରି ବିଷୟଗୁଡ଼ିକର ଅଧ୍ୟୟନକୁ ଗଣିତରେ ଅନ୍ତର୍ଭୁକ୍ତ କରାଯାଏ ||ମନୋବିଜ୍ଞାନ|ମନୋବିଜ୍ଞାନକୁ ମନସ୍ତତ୍ତ୍ୱ ମଧ୍ୟ କୁହାଯାଏ।
ମନୋବିଜ୍ଞାନ ଚିକିତ୍ସା ଓ ରୁଚି ଅନୁସାରେ କର୍ମ ସଂସ୍ଥାନ କଲେ ଉପକାର ମିଳେ ।
ସେ କୁଇନ ମେରୀ ସ୍କୁଲ, ମୁମ୍ବାଇରେ ସ୍କୁଲ ଶିକ୍ଷା ପୁରଣ କରିଥିଲେ ଏବଂ ମୁମ୍ବାଇର ସେଣ୍ଟ ଜାଭିୟର୍ସ କଲେଜରେ ମନୋବିଜ୍ଞାନରେ ସ୍ନାତକ କରିଥିଲେ ।
|ବ୍ୟକ୍ତିଗତ ଜୀବନ|ସୁଗତା କୁମାରୀଙ୍କ ସ୍ୱାମୀ କେ. ଭେଲାୟୁଧାନ ନାୟାର (୨୦୦୩ ମସିହାରେ ମୃତ୍ୟୁ ବରଣ କରିଥିଲେ) ଜଣେ ଶିକ୍ଷାବିତ ତଥା ଲେଖକ ଥିଲେ ଯିଏ ଶିକ୍ଷାଗତ ମନୋବିଜ୍ଞାନୀ ଥିଲେ ।
ସେ ବିଶ୍ୱବିଦ୍ୟାଳୟ ଆୟୋଗର ମନୋବିଜ୍ଞାନ ପ୍ୟାନେଲର ଅଧ୍ୟକ୍ଷ, ଚୟନ ଏବଂ ପରିଦର୍ଶନ କମିଟିର ସଦସ୍ୟ, ଆଇସିଏସଏସଆରର ସଦସ୍ୟ, ଏନ୍ସିଇଆରଟିର ସଭ୍ୟ, ଓଡ଼ିଶା ଚାଇଲଡ଼ କେୟାର ଅରଗାନାଇଜେସନର ଅଧ୍ୟକ୍ଷ ରୂପେ ଅବସ୍ଥାପିତ ଥିଲେ ।
ବନ୍ଧୁତା ଶିକ୍ଷାକ୍ଷେତ୍ରରେ ମଧ୍ୟ ପଢ଼ା ହୋଇଆସୁଛି, ଯେମିତି ସମାଜବିଜ୍ଞାନ, ସାମାଜିକ ମନୋବିଜ୍ଞାନ, ମାନବଶାସ୍ତ୍ର ଓ ଦର୍ଶନଶାସ୍ତ୍ର ।
ଟେଲ ଆଭିଭ୍ ବିଶ୍ୱବିଦ୍ୟାଳୟର Tel Aviv University ଜୀବବିଜ୍ଞାନ ବିଭାଗସ୍ଥିତ ମନୋବିଜ୍ଞାନୀ ଡଃ ଓରେନ ହାସନ ( Dr. Oren Hasson) ବିଶ୍ୱାସ କରନ୍ତି ଯେ କ୍ରନ୍ଦନ କରିବାଦ୍ୱାରା ଲୋକ ଆକ୍ରମଣକାରୀ ଆଗରେ ନିଜେ ଭେଦ୍ୟ ବା ସମର୍ପଣ କରିବା ଅନୁଭୁତି ଦେଇ ଦର୍ଶକମାନଙ୍କଠାରୁ ସାହାଯ୍ୟ ଓ ସମବେଦନା ସହିତ ଆବେଗପୂର୍ଣ୍ଣ ଆସକ୍ତି ମିଳେ ।
ସେ ଆଭୈଆର୍ ସମ୍ମାନ ପ୍ରାପ୍ତ, ପୂର୍ବତନ ମାଡ଼୍ରାସ୍ ଡାକ୍ତରୀ ସେବା ଅଧିକାରୀ ଓ ପ୍ରଥମ ଭାରତୀୟ ମହିଳା ମନୋବିଜ୍ଞାନୀ ।
psychologises's Usage Examples:
intrapsychic terms but in the context of an oppressive environment that psychologises and individualises distress.
Rimini (1934) tightens and focuses these organicist themes, further psychologises the artistic process, and establishes thereby one of Stokes"s most central.
in the context of an oppressive environment that psychologises and individualises distress.