<< psychologism psychologistic >>

psychologist Meaning in Odia (Oriya). ( psychologist ଶବ୍ଦର ଓଡିଆ ଅର୍ଥ)



ମନୋବିଜ୍ଞାନୀ, ଧର୍ମଶାସ୍ତ୍ରୀ,

Noun:

ମନସ୍ତାତ୍ତ୍ୱିକ |,

psychologist తెలుగు అర్థానికి ఉదాహరణ:

| ଜୈବିକ ପ୍ରତିକ୍ରିୟା |କ୍ରନ୍ଦନର ଜୈବିକ ପ୍ରଭାବ ଅନୁଶୀଳନ କରିବା ଅତି କଷ୍ଟକର, ମନୋବିଜ୍ଞାନୀମାନଙ୍କ ମତରେ କାନ୍ଦୁଥିବା ଲୋକର ଅନୁଭୁତି ପରିବେଶ ଅନୁସାରେ ବଦଳିଯାଏ ।

ଥେରାପିଷ୍ଟ, ସାଇକ୍ରେଟିସ, ମନୋବିଜ୍ଞାନୀ, ସାମାଜିକ କର୍ମୀ, ନର୍ସ ପ୍ରାକ୍ଟିସିଆର୍ କିମ୍ବା ପରିବାର ଚିକିତ୍ସକ ଚିକିତ୍ସା, ପରାମର୍ଶ କିମ୍ବା ଔଷଧ ଭଳି ଚିକିତ୍ସା ସହିତ ମାନସିକ ରୋଗକୁ ପରିଚାଳନା କରିବାରେ ସାହାଯ୍ୟ କରିପାରିବେ।

|ବ୍ୟକ୍ତିଗତ ଜୀବନ|ସୁଗତା କୁମାରୀଙ୍କ ସ୍ୱାମୀ କେ. ଭେଲାୟୁଧାନ ନାୟାର (୨୦୦୩ ମସିହାରେ ମୃତ୍ୟୁ ବରଣ କରିଥିଲେ) ଜଣେ ଶିକ୍ଷାବିତ ତଥା ଲେଖକ ଥିଲେ ଯିଏ ଶିକ୍ଷାଗତ ମନୋବିଜ୍ଞାନୀ ଥିଲେ ।

ଟେଲ ଆଭିଭ୍ ବିଶ୍ୱବିଦ୍ୟାଳୟର Tel Aviv University ଜୀବବିଜ୍ଞାନ ବିଭାଗସ୍ଥିତ ମନୋବିଜ୍ଞାନୀ ଡଃ ଓରେନ ହାସନ ( Dr. Oren Hasson) ବିଶ୍ୱାସ କରନ୍ତି ଯେ କ୍ରନ୍ଦନ କରିବାଦ୍ୱାରା ଲୋକ ଆକ୍ରମଣକାରୀ ଆଗରେ ନିଜେ ଭେଦ୍ୟ ବା ସମର୍ପଣ କରିବା ଅନୁଭୁତି ଦେଇ ଦର୍ଶକମାନଙ୍କଠାରୁ ସାହାଯ୍ୟ ଓ ସମ‌ବେଦନା ସ‌ହିତ ଆବେଗପୂର୍ଣ୍ଣ ଆସକ୍ତି ମିଳେ ।

ସେ ଆଭୈଆର୍ ସମ୍ମାନ ପ୍ରାପ୍ତ, ପୂର୍ବତନ ମାଡ଼୍ରାସ୍ ଡାକ୍ତରୀ ସେବା ଅଧିକାରୀ ଓ ପ୍ରଥମ ଭାରତୀୟ ମହିଳା ମନୋବିଜ୍ଞାନୀ

ସରକାରୀ ସୂତ୍ର ଅନୁଯାୟୀ, ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ୬୦ ପ୍ରତିଶତ କ୍ଲିନିକାଲ୍ ତାଲିମପ୍ରାପ୍ତ ସାମାଜିକ କର୍ମୀ, ୧୦ ପ୍ରତିଶତ ମାନସିକ ରୋଗ ବିଶେଷଜ୍ଞ, ୨୩ ପ୍ରତିଶତ ମନୋବିଜ୍ଞାନୀ ଏବଂ ୫ ପ୍ରତିଶତ ମନସ୍ତତ୍ତ୍ୱବିତ୍ ନର୍ସ ଅଟନ୍ତି ।

ବହୁ ମନୋବିଜ୍ଞାନୀ ଏହାକୁ ଆମେରିକା ପିଲାଙ୍କ ପାଇଁ ବିପଦ ବୋଲି କୁହନ୍ତି, କାରଣ ଏହା ବିଭେଦତା, ଓ ଅନ୍ୟମାନଙ୍କ ଠାରୁ ଦୂରତା ବଜାୟ ରଖୁଥିବା ଏକ ଦଳ ସୃଷ୍ଟି କରେ (ସ୍ଟୋଉଟ ୨୦୧୦) ।

ମନୋବିଜ୍ଞାନୀ ଜୁଲିଏନ ହୋଲ୍ଟ-ଲୁନସ୍ଟାଡଙ୍କ ଅଧ୍ୟୟନରୁ ଜଣାପଡିଛି ଯେ ପ୍ରେମ-ଘୃଣାର ଏହି ସମ୍ପର୍କ ରକ୍ତଚାପ ଆଡକୁ ଟାଣିନିଏ ।

କିଛି ମନୋବିଜ୍ଞାନୀ ଏହାର ଦୀର୍ଘକାଳୀନ ପ୍ରଭାବ ଅନୁଭବ କରିଛନ୍ତି ।

| ଚିତ୍ର | ଆଧାର |ଓଡ଼ିଶାର ପର୍ବ ପର୍ବାଣି|ହିନ୍ଦୁ ଧର୍ମର ପର୍ବପର୍ବାଣି ଜଗନ୍ନାଥ ପ୍ରସାଦ ଦାସ (ଜନ୍ମ: ୨୬ ଅପ୍ରେଲ ୧୯୩୬) ଜଣେ ଓଡ଼ିଆ କବି, ଲେଖକ, ଗାଳ୍ପିକ, ଗବେଷକ, ମନୋବିଜ୍ଞାନୀ, ଚିତ୍ରକର, ନାଟ୍ୟକାର, ଅଭିନେତା, ଅନୁବାଦକ ଓ ସମାଲୋଚକ ।

ପରେ ସେ ମନୋବିଜ୍ଞାନ ଔଷଧରେ, ଜାତୀୟ ମାନସିକ ସ୍ୱାସ୍ଥ୍ୟ ଓ ନ୍ୟୁରୋସାଇନ୍ସ୍ରେ ଦୁଇ ବର୍ଷିଆ ଡିପ୍ଲୋମା କରିଥିଲେ, ଯାହାଦ୍ୱାରା ସେ ଭାରତର ପ୍ରଥମ ମହିଳା ମନୋବିଜ୍ଞାନୀ ଥିଲେ ।

ପର୍ଯ୍ୟବେକ୍ଷଣ ଓ ପ୍ରଶ୍ନୋତ୍ତରଦ୍ୱାରା ସମାଜରେ ଓ ଚିକିତ୍ସାଳୟରେ ମାନସିକ ଚିକିତ୍ସକ, ମନୋବିଜ୍ଞାନୀ ଓ ସାମାଜିକ କର୍ମକର୍ତ୍ତାମାନେ ଏହାକୁ ସମୀକ୍ଷା କରନ୍ତି ।

psychologist's Usage Examples:

– March 27, 1998) was an American psychologist, noted for his work on motivation Need Theory.


1987) was a Canadian psychologist, recognized for her work in the area of sociometry (the measurement of social relationships).


aspects of the Apollo archetype such as order, reason, moderation, harmoniousness, and unemotional perfection, archetypal psychologist James Hillman suggests.


It is during discussions of Bart's future that the school psychologist realizes the young Lisa is very intelligent, telling Homer and Marge that they need to nurture her gifted spirit.


Jean Woodman (née Boa, August 15, 1928 – July 9, 2018) was a Canadian mythopoetic author, poet, analytical psychologist and women"s movement figure.


Experimental studiesExperimental psychologists and economists have studied the decision behavior of actual people in secretary problem situations.


FosterSee alsoHenry Foster Adams (1882–1973), psychologist and writerHarry Foster (disambiguation)Henry Forster (disambiguation) Viola Léger, (born June 29, 1930) is an American-Canadian actress and former Canadian Senator.


physician, nurse, psychologist, dentist, veterinarian, or other health care provider.


1908 – May 22, 1989) was an American psychologist who specialized in child psychology and the psychology of personality.


1979, historian at Texas A"M UniversityNancy Cole, 1964, educational psychologistGwynne Dyer, 1973–1977, Senior Lecturer in War Studies at the Royal Military Academy SandhurstCristle Collins Judd B.


Morton Jellinek (18901963) a psychologist and researcher into alcoholismGeorg Jellinek (18511911), juristGeorge Jellinek (19192010), broadcaster, expert in classical music, especially vocal References Czech-language surnamesJewish surnamesJellinek Jo Appleby (born 7 April 1974) is an English soprano from Thornton, Lancashire, England.



Synonyms:

psychophysicist, mesmerizer, parapsychologist, scientist, psycholinguist, behaviourist, hypnotist, mesmerist, hypnotizer, behaviorist, hypnotiser,

psychologist's Meaning in Other Sites